Post Officeର ଜବରଦସ୍ତ ବୀମା ପଲିସି, ମାତ୍ର ୨୯୯ ଟଙ୍କା ପ୍ରିମିୟମ୍ ଭରିଲେ ପାଇବେ ୧୦ ଲକ୍ଷ ଟଙ୍କା କଭର
ବର୍ତ୍ତମାନ ସବୁ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ବିମା। ଜୀବନରେ କେବେବି ଦୁର୍ଘଟଣା ଘଟିପାରେ। ଏଥିପାଇଁ ସବୁ ବ୍ୟକ୍ତିଙ୍କ ପାଖରେ ଏକ ଏମିତି ବିମା ପଲିସି ରହିବା ଜରୁରୀ, ଯାହା ଦୁର୍ଘଟଣା ସମୟରେ ହେବାକୁ ଥିବା ଚିକିତ୍ସାର ଖର୍ଚ୍ଚ ବି ଦେବ ତାସହିତ ମୃତ୍ୟୁ ହେବା ପରେ କ୍ଲେମ ବି ଦେଉଥିବ। ଆଜି ବି ଭାରତରେ ବହୁତ ଲୋକ ଅଛନ୍ତି ଯେଉଁମାନେ ବିମା କରିନାହାଁନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ବିମା…
Read More...