୧ ରନ୍‌ରେ ଜିତିଲା କୋଲକାତା ନାଇଟ୍‌ ରାଇଡର୍ସ, ପରାଜୟ ପିଛା ଛାଡୁନି ଆରସିବିର

କୋଲକାତା : ଆଜି କୋଲକାତାର ଇଡେନ ଗାର୍ଡନ୍ସରେ ଆଇପିଏଲ୍‌୍‌ର ଏ ତୁମୁଳ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଲୋକଙ୍କ ପଇସା ଅସୁଲ ହୋଇଛି । ତେବେ ଏହି ଜୋରଦାର ଟକ୍କରରେ ଶେଷରେ କୋଲକାତା ନାଇଟ ରାଇଡର୍ସ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର ୧ ରନ୍‌ରେ ହାରି ଯାଇଛି । ପରାଜୟ ଯେମିତି…

ଦିନ ଦ୍ୱିପହରରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଦୁର୍ଘଟଣା ଘଟାଇଲେ ପୁଣି ମହିଳାଙ୍କ ସହ ନିରୀହ ପରିବାରକୁ ମାଡ଼…

ଭୁବନେଶ୍ୱର (କେନ୍ୟୁଜ୍‌) : ଗାଡ଼ି ସାଇଡ୍ ମାରିଲେ, ଆକ୍ସିଡେଣ୍ଟ ବି କଲେ। ବିରୋଧ କରିବାରୁ ବିଚ୍ ରାସ୍ତାରେ ଅଟକାଇ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଭୁବନେଶ୍ୱର ସହିଦ୍ ନଗର ଥାନା ଅଂଚଳରେ ଘଟିଛି ଏଭଳି ଘଟଣା। ବିବାହ କାର୍ଯ୍ୟ ସାରି ଗୋଟିଏ ପରିବାର ବୋଲେରୋ…

ଗଛ ତଳେ ଆଶ୍ରୟ ନେଇଥିଲେ, ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କର ଜୀବନ

ଲମତାପୁଟ (କେନ୍ୟୁଜ୍‌) : ଓଡିଶା-ଆନ୍ଧ୍ର ସୀମାନ୍ତ ଅସରଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେଵ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ…

ଆଇପିଏଲ୍‌ : ମୁମ୍ବାଇର ପ୍ରଥମ ବିଜୟ, ଦିଲ୍ଲୀକୁ ୨୯ ରନ୍‌ରେ ହରାଇଲା

ମୁମ୍ବାଇ : ଲଗାତର ୩ଟି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍‌ସର ପ୍ରଥମ ବିଜୟ । ଆଇପିଏଲରେ ଆଜି ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୨୯ ରନ୍‌ରେ ହରାଇଛି ମୁମ୍ବା ଇଣ୍ଡିଆନ୍‌ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଓ୍ଵିକେଟ୍‌୍‌ରେ ୨୩୪ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭର ମଧ୍ୟରେ ୮…

ବିଜେଡି ବିଧାନସଭା ଦ୍ୱିତୀୟ ପ୍ରାର୍ଥୀ ତାଲିକା, ମୋଟ୍‌ ୯୯ ଘୋଷଣା ହେଲା

ଭୁବନେଶ୍ୱର (କେନ୍ୟୁଜ୍‌): ଆଜି ବିଜୁ ଜନତା ଦଳ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଝାରସୁଗୁଡ଼ା ଆସନରେ ଦୀପାଳି ଦାସ ଏବଂ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଆସନରୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ବିନୟ କୁମାର ଟପ୍ପୋଙ୍କୁ ତଳସରା, ଯୋଗେଶ ସିଂଙ୍କୁ ସୁନ୍ଦରଗଡ଼,…

ଲୋକସଭା ପାଇଁ ବିଜେଡିର ସବୁ ସରିଲା କେବଳ ବାଲେଶ୍ୱର ଘୋଷଣା ବାକି

ଭୁବନେଶ୍ୱର (କେନ୍ୟୁଜ୍‌) : ବିଜେଡିର ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତୃତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବଲାଙ୍ଗୀର ଆସନରେ ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ ଦେଇଛି ଦଳ। ସେହିପରି ଆଜି…

କଟକ ଜିଲ୍ଲା ମଙ୍ଗଦେଇପୁରରେ ଖୁବ୍‌ ଜମିଲା ପାରମ୍ପରିକ ଲଉଡ଼ି ଖେଳ ଉତ୍ସବ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଙ୍ଗଦେଇପୁର ଗାଁରେ ଶେଷ ହୋଇଛି ଯାଦବଙ୍କ ଲଉଡ଼ି ଉତ୍ସବ । ଦୀର୍ଘ ୨୪ ବର୍ଷ ଧରି ଚାଲିଛି ଏହି ଲଉଡ଼ି ଖେଳ । ଗ୍ରାମର ପ୍ରଥମେ କାହ୍ନ ଚରଣ ବେହେରା ଏହାକୁ ଆରମ୍ଭ କରିଥିଲେ । ତାଙ୍କର ସ୍ୱର୍ଗବାସ ପରେ ଗ୍ରାମର ଯାଦବ ସମ୍ପ୍ରଦାୟ ମିଳିତ ଭାବେ ଏହି ଉତ୍ସବକୁ…