Odisha News
.

ବିଦ୍ୟୁତ୍ ଖୁଣ୍ଟରେ ଲାଗିବ ଟେଲିକମ୍ ଆଣ୍ଟିନା, ପାୱାର ଗ୍ରିଡ୍‌କୁ ସିଇଆର୍‌ସି ଦେଲା ଅନୁମତି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପାୱାର ଗ୍ରିଡ୍ ନିଗମର ଟାୱାର ଗୁଡ଼ିକରେ ଏଣିକି ଟେଲିକମ୍ କମ୍ପାନିମାନେ ସେମାନଙ୍କ ଆଣ୍ଟିନା ସ୍ଥାପନ କରିବ। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ କର୍ତ୍ତୃପକ୍ଷ (ସିଇଆରସି) ଏଥିପାଇଁ ପାୱାର ଗ୍ରିଡକୁ ଅନୁମତି ପ୍ରଦାନ କରିଛି। ଦେଶର ଅପହଞ୍ଚ ଇଲାକାରେ ମୋବାଇଲ ସେବା…

ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ସକାଳେ ଅନନ୍ତନାଗର…

ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟୁଇଟ୍ , କହିଲେ ‘ପାକିସ୍ତାନ ଉପରେ ଏହା ଆଉ ଏକ…

ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ପରେ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏହି ବିଜୟ ପରେ ଟ୍ୱିଟ୍ ଜରିଆରେ ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଅମିତ ଶାହା । ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ, ଭାରତୀୟ ଟିମ୍ ପକ୍ଷରୁ ପାକିସ୍ତାନ…

ଆଖି ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଆପଣଙ୍କର ଏହି ସବୁ ଅଭ୍ୟାସ, ଶୀଘ୍ର ହୋଇଯାଆନ୍ତୁ ସାବଧାନ୍

କେନ୍ୟୁଜ୍ : ବିନା ଅଙ୍ଗପ୍ରତ୍ୟଙ୍ଗରେ ମଣିଷ ଜୀବନ ଅସମ୍ଭବ। କୌଣସି ଅଙ୍ଗ ଯଦି ଅକାମୀ ହୋଇଯାଇଥାଏ ତେବେ ମଣିଷ ଜଣଙ୍କ ଉପରେ ନିର୍ଭର କରିବା ସ୍ବଭାବିକ୍ । ବିନା ସାହାର୍ଯ୍ୟରେ କୌଣସି କାମ କରିବା ତା ପାଇଁ ସାଧାରଣ ମଣିଷ ତୁଳନାରେ କଷ୍ଟସାଧ୍ୟ ହୋଇଥାଏ । ତେଣୁ ମଣିଷକୁ ନିଜ ଶରୀର ପ୍ରତି ବିଶେଷ…