କୁମାରେଶ୍ଵରଙ୍କ ଶାଢୀ ମେଲଣ, ଏଠି ସମସ୍ତ ଭକ୍ତଙ୍କ ମାନସିକ ହୁଏ ପୂର୍ଣ୍ଣ
ପିପିଲି(କେନ୍ୟୁଜ୍): ମେଲଣ ବିଷୟରେ କହିଲାବେଳେ ଇନ୍ଦିପୁର ମେଲଣ କଥା ଆପେ ଆପେ ମନକୁ ଚାଲି ଆସେ । କାରଣ ଏହା ଖୁବ୍ ପାରମ୍ପରିକ । ଏକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଭଗବାନଙ୍କ ସହ ରଙ୍ଗ ଅବିର ଖେଳିବାର ଅନୁଭୂତି ଏବଂ ନୂଆ ଶାଢି ଉପରେ ଠାକୁରଙ୍କ ଆଗମନ ଆଧ୍ୟାତ୍ମିକ କରିଦେଇଥାଏ ପରିବେଶକୁ ।
ବିଭୂ ପ୍ରେମରେ ସମସ୍ତେ ବିଭୋର । ଭାବ ଆଉ ଭକ୍ତିର ଏହି ମହା ମିଳନ । ପ୍ରତି ବର୍ଷ ଏଠି ପୁରୀ ଜିଲ୍ଲା ଡ଼େଲାଙ୍ଗ…
Read More...