Odisha News
Browsing Category

ନିର୍ବାଚନ ୨୦୧୯

ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନରେ ଭୋଟିଂ, ମୈଦାନରେ ବହୁ କେନ୍ଦ୍ରମନ୍ତ୍ରୀ ଓ ହେଭିୱେଟ

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପଞ୍ଜାବର ସମସ୍ତ ୧୩, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାର ୮ ସିଟ୍, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର…

ନିର୍ବାଚନ ବେଳେ ମୋଟ୍ ୩୪୩୯ କୋଟି ମୂଲ୍ୟର ନଗଦ ଟଙ୍କା ଓ ସାମଗ୍ରୀ ଜବତ : ନିର୍ବାଚନ କମିଶନ

ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ଏଥର କଡ଼ା ପଦକ୍ଷେପ ନେଇଥିଲେ ନିର୍ବାଚନ କମିଶନ । ଫୋକସରେ ଥିଲା ଟଙ୍କା ଓ ନିଶା କାରବାର ରୋକିବ । । ତଥାପି ଏଥିରେ ବ୍ରେକ୍ ଲାଗି ପାରି ନଥିଲା । ଏବର୍ଷ ଜବତ ହୋଇଛି ମୋଟ୍ ୩ ହଜାର ୪୩୯ କୋଟିର ନଗଦ ଟଙ୍କା ଓ ସାମଗ୍ରୀ। ଯାହାକି ଗତଥର…

ରାଜ୍ୟ କ୍ୟାବିନେଟର ଶେଷ ବୈଠକ : ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ଆଦି ପ୍ରସ୍ତାବ ସହ ଗତ ୫ ବର୍ଷରେ ଗୃହୀତ ହୋଇଛି…

ରାଜ୍ୟ କ୍ୟାବିନେଟର ଶେଷ ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ନେଇ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିଲା ଶେଷ କ୍ୟାବିନେଟ୍ ବୈଠକ। ଏଥରେ…

ନିର୍ବାଚନ କମିଶନରେ ଫାଟ : ମଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ସମ୍ପର୍କିତ ବୈଠକରେ ଯୋଗ ଦେବାକୁ ମନା କଲେ ନିର୍ବାଚନ…

ନିର୍ବାଚନ କମିଶନରେ ଫାଟ। ମୋଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ନେଇ ବସୁଥିବା ବୈଠକରେ ଯୋଗ ଦେବାକୁ ମନା କରି ଦେଇଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସା। ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଏ ନେଇ ପତ୍ର ଲେଖିଛନ୍ତି, ନିର୍ବାଚନ କମିଶନର ଅଶୋକ ଲାଭାସ। ବୈଠକଗୁଡିକରେ ତାଙ୍କର ମତକୁ…

ନବୀନ ହୁଅନ୍ତୁ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ପାଇଁ ପାର୍ଟି ଫୋରମରେ କହିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଏକଦା ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବା କଥା ଚର୍ଚ୍ଚା ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ନବୀନ ହିଁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ । ଓଡ଼ିଶାବାସୀ ଓ ଭାରତବାସୀ ଚାହାନ୍ତି ନବୀନ…

ସାରା ଦେଶରେ ଥମିଲା ପ୍ରଚାର : ଦିନକ ପରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ, ୫୯ ଆସନ ପାଇଁ ଭୋଟିଂ

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ । ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୫୯ ଆସନ ପାଇଁ ହେବ ମତଦାନ। ୬ କୋଟିରୁ ଅଧିକ ମତଦାତା ଭୋଟିଂ କରିବେ। ଉତ୍ତରପ୍ରଦେଶର ୧୩ ଆସନ ପାଇଁ ଭୋଟିଂ ହେବ। ପ୍ରମୁଖ ପାର୍ଥୀଙ୍କ ମଧ୍ୟରେ ବାରଣାସୀରୁ ପ୍ରାର୍ଥୀ ଅଛନ୍ତି ନରେନ୍ଦ୍ର ମୋଦି। ସେହିପରି ଗୋରଖପୁରରୁ…

ମୋଦି-ଶାହଙ୍କ ଦୃଢ଼ୋକ୍ତି, ବିଜେପି ଏକାକୀ ପାଇବ ୩ଶହ ସିଟ୍‌

କ୍ରମାଗତ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣବହୁମତ ସହ କେନ୍ଦ୍ରରେ ସରକାର ଗଢିବ ବିଜେପି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ବହୁ ବର୍ଷ ପରେ ଲଗାତର ଦ୍ୱିତୀୟ ଥର ଲାଗି ଗୋଟିଏ ସରକାର ବହୁମତ ମିଳିବ। ସବୁଠାରୁ ବଡ଼ ଗଣତନ୍ତ୍ର ଭାରତ ବିଶ୍ୱକୁ ପ୍ରଭାବିତ କରିବାର ସାମର୍ଥ ରଖିଛି ବୋଲି କହିଛନ୍ତି…

ନୂଆ ସହଯୋଗୀଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ଗ୍ରୀନ୍‌ ସିଗନାଲ, ପ୍ରଧାନମନ୍ତ୍ରୀ ପଦ ନ ମିଳିଲେ ବି ଦଳକୁ ଅସୁବିଧା…

କେଉଁ ଦଳକୁ ବହୁମତ ମିଳିବ କି। ଏ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର। ସେପଟେ ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜ ସହଯୋଗୀ ଧରି ନୂଆ ସାଥି ଖୋଜୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ, ଆଗୁଆ ନିଜ ସ୍ଥିତି ସ୍ପଷ୍ଟ କରିଛି। ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଏଥର ମୋଦି ଦ୍ୱିତୀୟ ଥର…

କେଉଁ ଆଡ଼େ ଢଳିବ ବିଜେଡି? ସମ ଦୂରତ୍ୱ ନୀତିରେ ଥିବା ଦଳକୁ ମିଳିଛି ୟୁପିଏ ନିମନ୍ତ୍ରଣ

ବିଜେଡି ସୁପ୍ରିମୋ ନବୀନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠି । ଆସନ୍ତା ୨୩ ତାରିଖ ଅର୍ଥାତ ଭୋଟ ଗଣତି ଦିନ ୟୁପିଏ ସହଯୋଗୀ ଦଳଙ୍କ ବୈଠକକୁ ଆମନ୍ତ୍ରଣ। ବିଜେଡି ବୈଠକକୁ ଯିବ କି ନାହିଁ ତାହା ସ୍ପଷ୍ଟ କରି ନାହିଁ। କିନ୍ତୁ ଦଳ କହିଛି, ଏ ସମୟରେ ବିଭିନ୍ନ ନେତାଙ୍କ କଥା ହେବା…

ଯାଜପୁର ଜିଲ୍ଲାର ୯ଟି ବୁଥ୍‌ରେ ସାନି ମତଦାନ ପୂର୍ବରୁ ପୋଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ

ଯାଜପୁର ଟାଉନ (କେ ନ୍ୟୁଜ) : ଆସନ୍ତା ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ସାନି ମତଦାନ କରାଯିବ । ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ସବୁ ବୁଥ୍‌ ଅଞ୍ଚଳରେ ପୋଲିସ୍‌ ଫ୍ଲାଗ୍‌ ମାର୍ଚ୍ଚ । କରିଛି । ଗତ ଏପ୍ରିଲ ୨୯ ତାରିଖରେ…

ସିଆରପିଏଫ୍‌ଙ୍କ ଯୋଗୁଁ ମୋ ଜୀବନ ବଞ୍ଚିଗଲା : ଅମିତ ଶାହ

ନୂଆଦିଲ୍ଲୀ : ଗତକାଲି ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ସେ କହିଛନ୍ତି ଗତକାଲି ରୋଡ୍‌ ସୋ ବେଳେ ଯେଭଳି ପରିସ୍ଥିତି ଘଟିଲା ସେଥିରେ ମୋ ଜୀବନ ଚାଲି ଯାଇଥାନ୍ତା । ସିଆରପିଏଫ୍‌ ଯୋଗୁଁ ମୁଁ ଅଳ୍ପକେ ବଞ୍ଚି…

କିଏ ଗଢ଼ିବ କେନ୍ଦ୍ରରେ ସରକାର ? ଫଳାଫଳ ପୂର୍ବରୁ ୨୩ ତାରିଖରେ ବୈଠକ ଡାକିଲେ ସୋନିଆ

ଏଥର କେଉଁ ଦଳ କେନ୍ଦ୍ରରେ ଗଢିବ ସରକାର? କାହାକୁ ବହୁମତ ମିଳିବ? ନା ଝୁଲା ସରକାର ହେବ? ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ ସରକାର ଗଠନ ନେଇ ଆରମ୍ଭ ହେଲାଣି କମରକଷା। ୟୁପିଏ ଓ ଅଣବିଜେପି ଦଳକୁ ଏକଜୁଟ କରିବା ପାଇଁ ଆଗକୁ ଆସିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି। ୨୩ ତାରିଖରେ…