Browsing Category

ସାଇକ୍ଲୋନ ଫନି

କମ ବୟସରେ କାହିଁକି ହାର୍ଟ ଆଟାକରେ ହୋଇଥାଏ ମୃତ୍ୟୁ, ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ରିସର୍ଚ୍ଚ

(କେନ୍ୟୁଜ ବ୍ୟୁରୋ): କରୋନା ମହାମାରୀ ପରେ ଦେଶର ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ହାର୍ଟ ଆଟାକର ମାମଲା ଉପରେ ଦିଲ୍ଲୀ ଏମ୍ସରେ ଅନୁସନ୍ଧାନ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦକୁ ଏ ସମମ୍ବନ୍ଧରେ ନିର୍ଦ୍ଦେଶ ଜାରି…

ଆସୁଥିବା ମହାବାତ୍ୟାର ନାମ କାହିଁକି ହେଲା ଅମ୍ପାନ, ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ବାତ୍ୟାଟିଏ ଆସିଲେ କୈାଣସି ନା କୈାଣସି ନାମ ନେଇ ଆସିଥାଏ । ତେବେ ଏହି ନାମକରଣ କିପରି ହୋଇଥାଏ କେମିତି ହୋଇଥାଏ ଜାଣନ୍ତି କି ? ପୂର୍ବରୁ ହୁଡୁହୁଡୁ, ତିତିଲି ଓ ଫନି ଭଳି ମହାବାତ୍ୟା ଆସି ଚାଲିଯାଇଛି । ଏବେ ଆସିଛି ‘ଅମ୍ଫାନ୍‌’ । ତେବେ ଏହି ନାମକରଣ ପ୍ରଥମେ ୨୦୦୪ ମସିହାରେ ଆରମ୍ଭ…

ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା, ଉନ୍ମୋଚିତ ହେଲା ଫନି ସଂପର୍କିତ ପ୍ରାମାଣିକ ଚିତ୍ର

ସଚିବାଳୟରେ ଉନ୍ମୋଚିତ ହୋଇଛି ଫନି ସଂପର୍କିତ ପ୍ରାମାଣିକ ଚିତ୍ର । ପ୍ରଳୟଙ୍କରୀ ବାତ୍ୟାରେ ପୋଲିସ ବିଭାଗର ସଫଳ କାର୍ଯ୍ୟଧାରା ସଂପର୍କରେ ଏଥିରେ ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରି ବାତ୍ୟା ଫନି ବେଳେ ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବାତ୍ୟା…

SRC ପକ୍ଷରୁ ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ, ଜାଣନ୍ତୁ କେତେ ହୋଇଛି କ୍ଷତି

ଫନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ରିପୋର୍ଟ ଅନୁସାରେ ପ୍ରଳୟଙ୍କାରି ବାତ୍ୟାରେ ୧୪ଟି ଜିଲ୍ଲାର ୨୦, ୩୬୭ ଗାଁ ପ୍ରଭାବିତ ହୋଇଛନ୍ତି । ଫନିରେ ୧ କୋଟି ୬୦ ଲକ୍ଷ ଲୋକ ଶୀକାର ହୋଇଛନ୍ତି । ୧ ଲକ୍ଷ ୮୮ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ୫ ଲକ୍ଷ…

ଫନିରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ : ପୋଲିସ କମିଶନର

ବାତ୍ୟା ‘‘ଫନି’’ ପରବର୍ତ୍ତୀ ପୁନରୁଦ୍ଧାରରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ । ଉପୁଡ଼ି ପଡ଼ିଥିବା ଗଛ, ବିଦ୍ୟୁତ ଖୁଣ୍ଟିକୁ ରାସ୍ତାରୁ ହଟାଇବାରେ କମିଶନରେଟ ପୋଲିସକୁ ସହାୟତା କରିଥିଲେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬ଟି ଓଡ୍ରାଫ୍ ଟିମର ୨୪୦ ଜଣ ସଦସ୍ୟଙ୍କ…

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ : କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ ପୌର ସଂସ୍ଥା…

ବାତ୍ୟା ଫନିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ । ନଡ଼ିଆ ଗଛ ପିଛା ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ କ୍ଷତିପୂରଣ ମିଳିବ । ସେହିପରି କ୍ଷତିଗ୍ରସ୍ତ କୁକୁଡ଼ା…

କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

ଫନି ଲୁଟି ନେଲା ଓଡ଼ିଶାର ‘ଶ୍ରୀ’, ଗୋଟିଏ ନୁହେଁ ତିନି ତିନିଟି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫନି ଖୁବ୍‌ ଆଘାତ ଦେଇଛି ରାଜ୍ୟର ତିନି ପ୍ରମୁଖ ସହରକୁ । ଜଗନ୍ନାଥ ଧାମରେ ରଚିଛି ପ୍ରଳୟ । ଶ୍ରୀକ୍ଷେତ୍ର ସମେତ ପୁରୀ ଜିଲ୍ଲାର ଅନେକ ଅଞ୍ଚଳକୁ ଅଣ୍ଟା ସଳଖି ଠିଆ ହେବା ଲାଗି ଲାଗିଯିବ ଦୀର୍ଘ ବର୍ଷ । କାଳିଆର ଭୂଇଁରେ ଏମିତି ବିତ୍ପାତ ବୋଧହୁଏ କେହିବି ସ୍ୱପ୍ନରେ…

ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। ବାତ୍ୟା ପରେ ବିଭିନ୍ନ ବ୍ୟକ୍ତବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ…

ଫନି ପରେ ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯ % ବ୍ୟାଙ୍କ କାର୍ଯ୍ୟକ୍ଷମ

ବାତ୍ୟା ପରେ ପୁରୀକୁ ଛାଡ଼ି ପ୍ରଭାବିତ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ସାମାନ୍ୟ ସମସ୍ୟା ରହିଛି। ବ୍ୟାଙ୍କଗୁଡ଼ିକ ଅଫଲାଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ…

ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ

ପୁରୀ(କେନ୍ୟୁଜ୍) : ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ । ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ । ସେହିପରି ଶ୍ରୀମନ୍ଦିର ଓ ସରକାରୀ ଅଫିସକୁ ବି ଦିଆଯାଇଛି ବିଦ୍ୟୁତ ସଂଯୋଗ । ସହରର ଅନ୍ୟ ସମସ୍ତ ଅଞ୍ଚଳକୁ ସପ୍ତାହେ ଭିତରେ ବିଦ୍ୟୁତ ସେବା ମିଳିବ । ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି…

କାନାଡା ବ୍ୟାଙ୍କ ତରଫରୁ ଫନି ବିପନ୍ନଙ୍କୁ ସହୟତା, ଦୁଇଟି ମୋବାଇଲ ଏଟିଏମ ସହ ରନ୍ଧା ଖାଦ୍ୟ ବଣ୍ଟନ

କାନାଡା ବ୍ୟାଙ୍କ ପକ୍ଷରୁ ବାତ୍ୟା ଫନି ବିପନ୍ନଙ୍କ ପାଇଁ ପ୍ରାଥମିକ ପର‌୍ୟ୍ୟାୟରେ ମୋବାଇଲ ଏଟିଏମ ସେବାକୁ ଦିଆଯାଇଥିଲା ଗୁରୁତ୍ୱ । ପୁରୀରେ ଦୁଇଟି ମୋବାଇଲ ଏଟିଏମ ତୁରନ୍ତ ଯୋଗାଇ ଦିଆଯାଇଥିଲା । ସେହିପରି ଫନି ପରବର୍ତ୍ତୀ ପରିସ୍ଥିତିରେ କୋଣାର୍କର ୩ଟି ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ…