Odisha News
Browsing Category

ବ୍ୟବସାୟ ଓ ଅର୍ଥନୀତି

Flipkart ରେ ଆରମ୍ଭ ହେଲା Big Shopping Days, ଲୋକପ୍ରିୟ ସ୍ମାର୍ଟଫୋନରେ ମିଳୁଛି ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି

ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି Big Shopping Days । ୧୫ ତାରିଖ ଅର୍ଥାତ୍ ଆଜିଠାରୁ ଆରମ୍ଭ ହୋଇଥିବା ଏହି ସେଲ୍ ଚାଲିବ ୧୯ ତାରିଖ ଯାଏ । ଏହି ମେଗା ସେଲରେ ବିଭିନ୍ନ ପ୍ରଡକ୍ଟ ଉପରେ ମିଳୁଛି ଦମଦାର ଅଫର୍ । ଏପରିକି କିଛି ସ୍ମାର୍ଟଫୋନରେ ଫ୍ଲାଟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି ରିହାତି…

ବ୍ୟାଙ୍କ ଓ ଏଟିଏମ୍‌ ସାମ୍ନାରେ ଆଉ ଲାଗିବ ନାହିଁ ଲମ୍ବାଧାଡ଼ି, ମାଇକ୍ରୋ ଏଟିଏମରେ ମିଳିବ ଟଙ୍କା

ଭୁବେଶ୍ବର (କେନ୍ୟୁଜ୍) : ବାତ୍ୟା ଫନିକୁ ୧୧ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କ ଓ ଏଟିଏମ୍‌ ସେବା ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ଫଳରେ ବ୍ୟାଙ୍କ ଓ ଏଟିଏମ୍‌ ସାମ୍ନାରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ଲୋକମାନେ ଏଥିପାଇଁ ବହୁତ ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି,…

ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ଭାରତୀୟ ନୌସେନା ପ୍ରଥମ ଥର ଆୟୋଜନ କରିବ ପ୍ରବେଶ ପରୀକ୍ଷା

ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଇଞ୍ଜିନିୟରିଂ ସ୍ନାତକଙ୍କ ପାଇଁ ଏକ ପ୍ରବେଶ ପରୀକ୍ଷା ଆୟୋଜିତ କରିବ। ଯାହା ଜରୀଆରେ ସେମାନଙ୍କୁ ଅଫିସର ପୋଷ୍ଟ ପାଇଁ ସେବାରେ ସାମିଲ କରାଯିବ। ପ୍ରଥମ ନୌସେନା ପ୍ରବେଶ ପରୀକ୍ଷା ସେପ୍ଟେମ୍ବର ୨୦୧୯ରେ ଆୟୋଜିତ କରାଯିବ। ନୌସେନାର ପ୍ରବକ୍ତାଙ୍କର…

Paytm ଲଞ୍ଚ କଲା କ୍ରେଡିଟ କାର୍ଡ, ମିଳିବ ୧% ଅନଲିମିଟେଡ କ୍ୟାସବ୍ୟାକ୍

ଇ-କମର୍ସ ପେମେଣ୍ଟ ସିଷ୍ଟମ ଏବଂ ଡିଜିଟାଲ ୱାଲେଟ କମ୍ପାନୀ ପେଟିଏମ୍ ଆଜି (୧୪ ମେ, ୨୦୧୯) ନିଜର କ୍ରେଡିଟ କାର୍ଡ ଲଞ୍ଚ କରିଛି। ବିଜୟ ଶେଖର ଶର୍ମାଙ୍କ ନେତ୍ରୁତ୍ତ୍ବରେ ଥିବା ଡିଜିଟାଲ ପେମେଣ୍ଟ ଆପ୍ ଏହି ସୁବିଧା ସିଟି ବ୍ୟାଙ୍କ୍ ସହିତ ମିଶି ଦେବ। ଯାହାଦ୍ବାରା ଗ୍ରାହକଙ୍କୁ ଏକ ପ୍ରତିଶତ…

ଆମାଜନ୍ ସହ ବିଜନେସ କରିବାର ସୁବର୍ଣ୍ଣ ସୁଯୋଗ, ୭ ଲକ୍ଷ ଆର୍ଥିକ ସହାୟତା ସହ ମିଳିବ ୩ ମାସର ଦରମା

ଦୁନିଆର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନ୍ ଭାରତରେ ବେଶ୍ ଲୋକପ୍ରିୟ। ଭାରତରେ ଆମାଜନର ଗ୍ଲୋବାଲ ଏବଂ ଲୋକାଲ ଉଦ୍ଭୟ ଷ୍ଟୋରର ଜିନିଷ ଉପଲବ୍ଧ। ଇକମର୍ସ କମ୍ପାନୀ ସର୍ବଦା ନିଜ ସେବାକୁ ଅଧିକ ଭଲ କରିବା ପାଇଁ ଚେଷ୍ଠା କରିଥାଏ। ଏନେଇ ଏବେ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ତାଙ୍କ ସହ…

ଥମୁନି ଜେଟ ଏୟାରୱେଜର ସମସ୍ୟା, ଏବେ ଇସ୍ତଫା ଦେଲେ ଡେପୁଟି ସିଇଓ ଅମିତ ଅଗ୍ରୱାଲ

ସମସ୍ୟା ଯେପରି ଜେଟ ଏୟାରୱେଜର ପିଛା ଛାଡୁନି। ଆର୍ଥିକ ସଙ୍କଟ ପରେ ବିମାନ ସେବା ବନ୍ଦ ତାପରେ ଏବେ ଧିରେ ଧିରେ କମ୍ପାନୀର ମୁଖ୍ୟ କର୍ମଚାରୀ ମଧ୍ୟ ଜେଟର ହାତ ଛାଡିବାକୁ ଲାଗିଲେଣି । ଆଜି ଜେଟ ଏୟାରୱେଜକୁ ପୁଣିଥରେ ଏକ ବଡ ଝଟକା ପଡିଛି। କାରଣ ଏହି କମ୍ପାନୀର ଡେପୁଟି ସିଇଓ ଅମିତ ଅଗ୍ରୱାଲ ନିଜ…

ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ଚନ୍ଦା କୋଚର ଓ ଦୀପକ କୋଚର

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେଲେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚର। ଭିଡିଓକନକୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଦୁର୍ନୀତି ମାମଲାରେ ଆଜି ସେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବ୍ୟାଙ୍କ ଋଣ…

ଗୋଏୟାର ଆଣିଛି ଶସ୍ତାରେ ବିମାନ ଯାତ୍ରା କରିବାର ମଉକା, ଜାଣନ୍ତୁ କଣ ରହିଛି ଅଫର

ନୂଆଦିଲ୍ଲୀ : ବଜେଟ ବିମାନ କମ୍ପାନୀ ଗୋଏୟାର ଘରୋଇ ରୁଟ୍ସ ମାନଙ୍କରେ ଶସ୍ତା ବିମାନ ଯାତ୍ରାର ଅଫର ଆଣିଛି । ବିମାନ ଟିକେଟର ପ୍ରାରମ୍ଭିକ ମୂଲ୍ଯ ୧,୩୭୫ ଟଙ୍କା ରହିଛି। ଏହି ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ୧୬ ମେରେ ଟିକେଟ ବୁକ୍ କରିବାକୁ ପଡିବ। ଏହି ଅବଧି ମଧ୍ୟରେ ବୁକ କରାଯାଇଥିବା…

ଆଣ୍ଡ୍ରଏଡ୍‌ର ଦୁରୁପଯୋଗ କରୁଛି କି ଗୁଗୁଲ୍? ତଦନ୍ତ କରିବ ସିସିଆଇ

ନୂଆଦିଲ୍ଲୀ: ନିଜର ପ୍ରତିଯୋଗୀ କମ୍ପାନିଙ୍କୁ ବ୍ୟବସାୟରେ ପଛରେ ପକାଇବା ପାଇଁ ଗୁଗୁଲ୍ ଏହାର ଆଣ୍ଡ୍ରଏଡ୍ ମୋବାଇଲ ଅପରେଟିଂ ସିଷ୍ଟମ୍‌ର ଦୁରୁପଯୋଗ କରିଥିବା ନେଇ ଆସିଥିବା ଅଭିଯୋଗର ତଦନ୍ତ କରିବ ସିସିଆଇ । ଗତବର୍ଷ ସିସିଆଇ ଏହି ଅଭିଯୋଗ ଗ୍ରହଣ କରିଥିଲା। ୟୁରୋପରେ କମ୍ପାନି ଏ ପ୍ରକାର…

ମାତ୍ର ୨୦ ଟଙ୍କାରେ ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା, ବ୍ୟାଙ୍କଠୁ ବି ଅଧିକ ସୁଧ

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ସେଭିଙ୍ଗ୍‌ ଆକାଉଣ୍ଟ । ଏଭଳି ସୁବିଧା ଦେଉଛି ଭାରତୀୟ ପୋଷ୍ଟ ଅଫିସ୍‌ । ଏହି  ଆକାଉଣ୍ଟର ବିଶେଷତ୍ୱ ହେଉଛି ଆକାଉଣ୍ଟ ଧାରୀ ସର୍ବନିମ୍ନ ୫୦ଟଙ୍କା ରଖି ପାରିବେ । ଏହି ଆକାଉଣ୍ଟରେ ଚେକର ସୁବିଧା ପାଇବାକୁ ହେଲେ ୫୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ ଓ ସର୍ବନିମ୍ନ…

ଆଧାରକାର୍ଡ ସହ ଜଡିତ ଏହି ୪ କାମ ହେଉଛି ଅନଲାଇନ, UIDAI ୱେବସାଇଟ କରିବ ସାହାଯ୍ୟ

ନୂଆଦିଲ୍ଲୀ : ଆଜିର ସମୟରେ ଆଧାର କାର୍ଡ ଭାରତୀୟ ନାଗରିକଙ୍କ ପାଇଁ ଖୁବ ଜରୁରୀ ହୋଇଯାଇଛି । ଏଣୁ ଏନେଇ ସମସ୍ତ ସୁବିଧା ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଆପଣଙ୍କୁ ଆଧାର ସମ୍ବନ୍ଧୀୟ କୌଣସି ସୂଚନାର ଆବଶ୍ୟକତା ରହିଛି ତେବେ ଆପଣ ର ସର୍ଭିସ ପୋଟାଲକୁ ଯାଇ ତାହା ହାସଲ କରିପାରିବେ ।…

ଲଗାତାର ୩ଦିନ ପାଇଁ ହ୍ରାସ ପାଇଲା ଡିଜେଲ ଏବଂ ପେଟ୍ରୋଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦରରେ ଲଗାତାର ତିନି ଦିନ ପାଇଁ ହ୍ରାସ କରିଛି। ଦିଲ୍ଲୀ ଏବଂ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୪୮ ପଇସା , କଲକାତାରେ ୪୭ ପଇସା ଓ ଚେନ୍ନଇରେ ୫୦ ପଇସା ହ୍ରାସ ପାଇଛି। ସେହିପରି ତୈଳ ବିତରଣ କମ୍ପାନୀ ଦିଲ୍ଲୀ ଏବଂ କୋଲକତାରେ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ…