ବାହା ହେବାକୁ ଯାଉଥିବା ବରକୁ ବାଟରୁ ଉଠାଇ ନେଲା ପୋଲିସ୍
ସମ୍ବଲପୁର: ବାଜା, ବାଣ ରୋଷଣୀରେ କମ୍ପୁଥିଲା ଦାଣ୍ଡ । ବର ସହିତ ବରଯାତ୍ରୀ ଚାଲିଥିଲେ । ନାଚ ଗୀତ ଖୁବ୍ ଜମିଥିଲା । ଫୁଲ ସଜା ଗାଡ଼ିରେ ବସି ବେଶ୍ ହସଖୁସିର ବର ଯାଉଥିଲା କନିଆ ଘରକୁ । କିଛି ସମୟ ପରେ ବର ପହଞ୍ଚି ଥାଆନ୍ତା କନିଆ ଘରେ । ବେଦୀରେ ବସି କନିଆର ହାତ ଧରିଥାନ୍ତା । ହେଲେ ଯେମିତି…