Browsing Category

ଟେକ୍

OnePlusର ଏହି ଦମଦାର ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ ଫିଚର୍ସ

ଯଦି ଆପଣ ଏକ ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆପଣ OnePlusର ଦମଦାର ସ୍ମାର୍ଟଫୋନ୍ OnePlus 11R 5Gକୁ ଅତି ଶସ୍ତାରେ କିଣି ପାରିବେ । ଯଦି ଆପଣ ପ୍ରତିଦିନ କାର୍ଯ୍ୟ ପାଇଁ କିମ୍ବା ଗେମ୍‌ ଖେଳିବା ପାଇଁ କୌଣସି…

Vi ଆଣିଛି ଅଧିକ ଡାଟା ଥିବା ଶସ୍ତା ପ୍ଲାନ୍‌, ପ୍ରତିଦିନ ପାଇବେ ୩ GB ଡାଟା

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ୟୁଜର୍ ବେସ୍ ଦୃଷ୍ଟିରୁ ଜିଓ ଏବଂ ଏୟାରଟେଲ୍ ପଛରେ Vi ଥାଇପାରେ, କିନ୍ତୁ ଏହାର ଶସ୍ତା ଏବଂ ସୁଲଭ ପ୍ଲାନ୍‌ ଦ୍ୱାରା କମ୍ପାନୀ ଉଭୟ କମ୍ପାନୀକୁ କଡ଼ା ଟକ୍କର ଦେଇଥାଏ । ଯଦି ଆପଣ ନିଜ ଫୋନରେ Vi ସିମ୍ ବ୍ୟବହାର କରୁଛନ୍ତି,…

ମାତ୍ର ୧୫ ହଜାର ଟଙ୍କାରେ କିଣି ପାରିବେ iPhone 15, ଜାଣନ୍ତୁ କେମିତି

ଯଦି ଆପଣ ଆପଲର ଲାଟେଷ୍ଟ iPhone 15 ମଡେଲ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କୁ ଏକ ବଡ଼ ଡିଲ୍‌ ବିଷୟରେ ଜଣାଇବାକୁ ଯାଉଛୁ । ବର୍ତ୍ତମାନ ଫ୍ଲିପକାର୍ଟରେ ଏକ ବଡ ସେଲ୍‌ ଚାଲିଛି, ଯେଉଁଥିରେ iPhone 15 ରେ ବଡ ଅଫର ମିଳୁଛି । ତେବେ ୧୨୮ GB ଷ୍ଟୋରେଜ୍ ଥିବା iPhone 15ର ମୂଲ୍ୟ ୬୫…

Instagram Reelsରେ ୧ ମିଲିୟନ ଭ୍ୟୁଜରେ କେତେ ଟଙ୍କା ମିଳେ? ସିଧା ବ୍ୟାଙ୍କକୁ ଆସେ କି ଟଙ୍କା!

ଆଜିକାଲି ଇନଷ୍ଟାଗ୍ରାମରେ ରିଲ ତିଆରି କରିବାର ଟ୍ରେଣ୍ଡ ବହୁତ ବୃଦ୍ଧି ପାଇଛି । ଲୋକମାନେ ରିଲ୍ ତିଆରି କରିବା ପାଇଁ ପବ୍ଲିକ ପ୍ଲାଟଫର୍ମ ବ୍ୟବହାର କରିବା ମଧ୍ୟ ଆରମ୍ଭ କରିଛନ୍ତି । ମନୋରଞ୍ଜନ ସହିତ ଇନଷ୍ଟାଗ୍ରାମ ଏବେ ରୋଜଗାରର ଉତ୍ସ ପାଲଟିଛି । ଲୋକମାନେ ପ୍ରତିଦିନ ରିଲରେ ଅଧିକ ସମୟ…

ACରେ କମ୍ ଥଣ୍ଡା ପାଇଁ ଏହି ୪ଟି କାରଣ ଦାୟୀ, ନିଜେ କରିପାରିବେ ଚିହ୍ନଟ

ଗରମରୁ ରକ୍ଷା ପାଇବା ପାଇଁ ଘର ଏବଂ ଅଫିସରେ ଏୟାର କଣ୍ଡିସନର ଆବଶ୍ୟକ ହୁଏ, କିନ୍ତୁ ବେଳେବେଳେ ଏୟାର କଣ୍ଡିସନରର ଲଗାତାର ବ୍ୟବହାର କିମ୍ବା ଏହାକୁ ଦୀର୍ଘ ସମୟ ଧରି ଚାଲୁ ନ ଥିବାରୁ ଏହାର ଥଣ୍ଡା କମିଯାଏ । ଯାହା ପରେ ଏହାକୁ ଯାଞ୍ଚ କରିବା ପାଇଁ ଆପଣଙ୍କୁ ଜଣେ ମେକାନିକ୍ ଡାକିବାକୁ ପଡେ ଏବଂ…

କୁଲର ମେଣ୍ଟନାନ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଏସି ଭଳି ମିଳିବ ଥଣ୍ଡା ପବନ

ସାରା ଭାରତରେ ଗରମର ପ୍ରଭାବ ବଢ଼ିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ନୂଆ କୁଲର କିଣିବା ପାଇଁ ଟଙ୍କା ନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆମେ ଆପଣଙ୍କୁ ଏପରି…

Android 15ରେ ମିଳିବ ଏହି ଦମଦାର ଫିଚର୍ସ, ଜାଣନ୍ତୁ ଡିଟେଲ୍ସ

ସ୍ମାର୍ଟଫୋନ୍ କମ୍ପାନୀମାନଙ୍କ ଦ୍ୱାରା ଲଗାତାର ନୂଆ ଅପଡେଟଗୁଡିକ ମାର୍କେଟରେ ଲଞ୍ଚ କରାଯାଉଛି । ଏହି କାରଣରୁ ଫୋନର ଫିଚର ଏବଂ ସପୋର୍ଟ ସିଷ୍ଟମ ସବୁବେଳେ ଡେଭଲପ୍‌ ରହୁଛି । ତେବେ ଲୋକମାନେ ଉତ୍ସାହର ସହିତ Android 15କୁ ଅପେକ୍ଷା କରିଛନ୍ତି । ଏହି ନୂଆ ଅପରେଟିଂ ସିଷ୍ଟମରେ ଅନେକ…

୧୦୦୦ ଟଙ୍କାରେ ମିଳୁଛି ଏହି ଦମଦାର ନେକ୍‌ବ୍ୟାଣ୍ଡ, ରହିଛି ବଢ଼ିଆ ଫିଚର୍ସ

ହେଡଫୋନ୍, ଇୟରବଡ୍ ଏବଂ ତାପରେ ମାର୍କେଟକୁ ଆସିଲା ନେକ୍‌ବ୍ୟାଣ୍ଡ ଯାହା ସମସ୍ତଙ୍କ କାମରେ ଆସିଥିଲା । ହେଡଫୋନ୍ ଗୁଡିକରେ କଲିଂ ଫିଚର୍ସ ନଥାଏ ଏବଂ ଇୟରବଡ୍ ଦ୍ୱାରା କଥା ହେବାରେ ଅନେକ ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ୟୁନିକ୍ସ ଏକ ନୂଆ ନେକ୍‌ବ୍ୟାଣ୍ଡ ଲଞ୍ଚ କରିଛି, ଯାହାର ମୂଲ୍ୟ…

ମେଟା ଲଞ୍ଚ କଲା ନିଜର ପାଓ୍ଵାରଫୁଲ୍‌ AI ଟୁଲ୍‌ Llama 3, ଜାଣନ୍ତୁ କେମିତି କରିବେ ବ୍ୟବହାର

ମେଟା AI ଏହାର ସବୁଠାରୁ ପାଓ୍ଵାରଫୁଲ୍‌ AI ଟୁଲ୍‌ Llama 3 ଲଞ୍ଚ କରିଛି । Llama 3 ର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଛି, ଯେଉଁଥିରେ Llama 3 8B ଏବଂ 70B ସାମିଲ ଅଛି । Llama 3 ହେଉଛି ଏମିତି ଏକ ଟୁଲ୍‌ ଯାହା ବିଶ୍ୱରେ ମାଗଣାରେ ଉପଲବ୍ଧ ହେବ ବୋଲି ମେଟା ସିଇଓ ମାର୍କ ଜୁକରବର୍ଗ…

ଦୂର ହେବ ଚାର୍ଜିଂ ଟେନସନ୍‌, ୧୬ ହଜାର ଟଙ୍କାରେ ସାମସଙ୍ଗ୍‌ ଲଞ୍ଚ କଲା ଏହି ଦମଦାର ଫୋନ

ଯଦି ଆପଣ 8GB RAMର ଏକ ସୁନ୍ଦର ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ସାମସଙ୍ଗ୍‌ ଆପଣଙ୍କ ପାଇଁ ଏକ ନୂଆ ମଡେଲ୍ ଆଣିଛି । ଏହାର ଦାମ୍‌ ମଧ୍ୟ ଅଧିକ ନୁହେଁ, ଏବଂ ଆପଣ ଏହି ଫୋନରେ ୮GB + ୧୨୮ GB ଷ୍ଟୋରେଜ୍ ର ଲାଭ ପାଇବେ । ସାଉଥ୍‌ କୋରିଆନ୍‌ ଫୋନ୍ କମ୍ପାନୀ ଲୋକପ୍ରିୟ…

ଏପ୍ରିଲ୍ ୨୪ରେ ଲଞ୍ଚ ହେବ Realme Narzo 70x, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ

ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ରିୟଲମିର ଭଲ ସ୍ଥାନ ରହିଛି । ବଜେଟ୍ ଏବଂ ମିଡରେଞ୍ଜ୍ ସେଗମେଣ୍ଟରେ ରିୟଲମି ସ୍ମାର୍ଟଫୋନ୍ ଗୁଡିକ ବହୁତ ପସନ୍ଦ କରାଯାଏ । ଗତ ଏକ ବର୍ଷ ମଧ୍ୟରେ ରିଅଲମି ଏହି ଦୁଇଟି ସେଗମେଣ୍ଟରେ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯଦି ଆପଣ ରିୟଲମିର ଜଣେ ଫ୍ୟାନ…

ଆହୁରି ସହଜ ହେବ ଇଲେକ୍ଟ୍ରିକ୍ କାର ଚାର୍ଜ, ଗୁଗଲ ମ୍ୟାପ୍ସରେ ଆସିବ ନୂଆ ଫିଚର

ଇଲେକ୍ଟ୍ରିକ୍ କାରଗୁଡିକର ମାଲିକମାନଙ୍କ ପାଇଁ ଆସିଛି ଖୁସି ଖବର । ଚାର୍ଜିଂ ଷ୍ଟେସନ୍ ଖୋଜିବା ପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ । ଗୁଗଲ୍ ମ୍ୟାପ୍ ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟାର ସମାଧାନ ଆଣିବାକୁ ଯାଉଛି । ବର୍ତ୍ତମାନ ଗୁଗଲ୍ ମ୍ୟାପ୍ସରେ ଏକ ନୂଆ ଫିଚର ଆଡ୍‌ କରାଯାଉଛି । ଯାହା…