Odisha News
.
Browsing Category

ବିଶ୍ୱକପ ୨୦୧୯

ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ, ବ୍ୟାଟିଂ କରିବ ଭାରତ

ଅନ୍ତ ହେଲା ଅପେକ୍ଷା । ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଲଢ଼େଇ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ମୁହାଁମୁହିଁ ଦୁଇ ପାରମ୍ପରିକ ପତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଏବେ ପ୍ରଥମେ ବ୍ୟାଟିଂ କରିବ ବିରାଟ ବାହିନୀ ।…

ବିରାଟ ବାହିନୀର ୪ ମ୍ୟାଚ୍ ୱିନିଂ ଖେଳାଳି ଯେଉଁମାନେ ଦେଇପାରନ୍ତି ପାକିସ୍ତାନକୁ ମାତ୍

ରାଜନୀତିର ମୈଦାନ ହେଉ କିମ୍ବା ଖେଳର ମୈଦାନ, ଭାରତ ଓ ପାକିସ୍ତାନ ସବୁବେଳେହୋଇଥାନ୍ତି ଦୁନିଆର ସବୁଠାରୁ ଦୁଇ ବଡ ପ୍ରତିଦ୍ୱନ୍ଦୀ । ସର୍ବଦା ଦୁଇ ଦେଶ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳେ ଆଉ ଯେତେବେଳେ ଏହି ଦୁଇ ଦେଶ ଖେଳର ମୈଦାନରେ ସମ୍ନାସାମ୍ନି ହୁଅନ୍ତି ତ ମାହୋଲ ଖୁବ ଗରମ…

ଆଇସିସି କ୍ରିକେଟ ବିଶ୍ବ କପ୍ ୨୦୧୯ : ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ-ସାଉଥ୍ ଆଫ୍ରିକା ଭିତରେ…

ଲଗାତାର ବର୍ଷା ପରେ ଶୁକ୍ରବାର ବିଶ୍ବକପ୍‌ରେ ଖେଳ ସମ୍ଭବ ହୋଇଥିଲା। ଆୟୋଜଜ ଇଂଲଣ୍ଡ ଅତି ସହଜରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଟେବୁଲ୍‌ର ଦ୍ବିତୀୟରେ ରହିବାର ସୁଯୋଗ ପାଇଥିଲା। ତେବେ ଆଜି ଶ୍ରୀଲଙ୍କା ସହିତ ଅଷ୍ଟ୍ରେଲିଆ ଏବଂ ଅନ୍ୟପଟେ ସାଉଥ୍ ଆଫ୍ରିକା ସହିତ…

ଇଂଲଣ୍ଡର ଦମଦାର ପ୍ରଦର୍ଶନ, ୱେଷ୍ଟଇଣ୍ଡିଜ୍‌କୁ ୮ ଓ୍ଵିକେଟ୍‌ରେ କଲା ପରାସ୍ତ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର…

୨୭ ବର୍ଷ, ୬ ବିଶ୍ବକପ୍ . . କୌଣସି ଯୁଦ୍ଧରୁ କମ୍ ନୁହେଁ ଭାରତ- ପାକ୍ ମ୍ୟାଚ୍ : ଜାଣନ୍ତୁ କିଏ କାହା ଉପରେ ପଡିଲା ଭାରୀ

୧୬ ଜୁନରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ଶତ୍ରୁ ଭାରତ ପାକିସ୍ତାନ । ଯେତେବେଳେ ଏହି ଦୁଇ ଟିମ୍ ମୈଦାନକୁ ଆସନ୍ତି ସେତେବେଳେ ଚରମରେ ଥାଏ ରୋମାଞ୍ଚ । ବିଶ୍ବକପଠୁ ଦମଦାର ଥାଏ ଏହି ମ୍ୟାଚ୍ । ଏଯାଏଁ ବିଶ୍ବକପରେ ଏହି ଦୁଇ ଟିମର ୬ ଥର ଟକ୍କର ହୋଇସାରିଛି । କିନ୍ତୁ ସବୁଥର ବିଜୟ ମୁକୁଟ…

ବିଶ୍ୱକପରେ ଆଜି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍

ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ । ଅପରାହ୍ନ ୩ଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ ।  ଏହା ବିଶ୍ବ କପର ୧୯ ତମ ମ୍ୟାଚ୍ ହେବ । ମ୍ୟାଚଟି ଦି ରୋଜ୍ ବାଉଲ୍,ହାମ୍ପସିୟର ଷ୍ଟାଡିୟମ୍ ରେ ଖେଳାଯିବ ।ଏପର୍ଯ୍ୟନ୍ତ ଇଂଲଣ୍ଡ ୩ଟି ମ୍ୟାଚ୍‌ ଖେଳି…

ବର୍ଷା ସାଜିଲା ବାଧକ, ନଟିଂହାମ୍‌ରେ ଭାରତ – ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ

ବର୍ଷା ସାଜିଲା ବାଧକ । ନଟିଂହାମ୍‌ରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ । ଖରାପ ପାଗ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ ଉଭୟ ଦଳକୁ ୧-୧ ପଏଣ୍ଟ ମଳିଛିି । ଆଜି ମ୍ୟାଚ ପୂର୍ବରୁ ବର୍ଷା ଜାରି ରହିଥିଲା । ଏପରିକି ଟସ୍‌ ବି ପଡିନଥିଲା । ନଟିଂହାମ୍‌ରେ ବର୍ଷା ଯୋଗୁଁ ପିଚ୍‌କୁ ଘୋଡ଼ାଇ…

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବାଧକ ସାଜିଛି ବର୍ଷା, ଖରାପ ପାଗ ଯୋଗୁ ଟସ୍‌ରେ ବିଳମ୍ବ

ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ମୁକାବିଲାରେ ବର୍ଷା ସାଜିଛି ବାଧକ। ଖରାପ ପାଗ ଯୋଗୁ ଟସ୍‌ ବିଳମ୍ବ ହୋଇଛି। ନଟିଂହାମ୍‌ରେ ଏବେ ବି ବର୍ଷା ଜାରି ରହିଛି। ପିଚ୍‌କୁ ଘୋଡ଼ାଇ ରଖାଯାଇଛି। ଗତ ଦୁଇ ଦିନ ହେବ ନଟିଂହାମ୍‌ରେ ବର୍ଷା ହେଉଥିବାରୁ ଆଉଟ୍‌ ଫିଲ୍ଡ ବି ଓଦା। ଫଳରେ ଆଜିର ମ୍ୟାଚ୍‌ ଖେଳାଯିବା…

ବିଶ୍ୱକପରେ ଆଜି ମହା ମୁକାବିଲା, ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟକ୍କର

କେନ୍ୟୁଜ୍: ବିଶ୍ୱକପରେ ଆଜି ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍‌। ନ୍ୟୁଜିଲାଣ୍ଡ-ଭାରତ ଟକ୍କର।  ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ । ଏହା ବିଶ୍ବ କପର ୧୮ତମ ମ୍ୟାଚ୍ ହେବ । ଏବେ ବିଶ୍ୱକପ୍‌ ପଏଣ୍ଟ ତାଲିକାର ଶୀର୍ଷରେ…

ପୁଣି ହାରିଲା ପାକିସ୍ତାନ, ୪୧ ରନରେ ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ

ପୁଣି ହାରିଲା ପାକିସ୍ତାନ । ଅଷ୍ଟ୍ରେଲିଆଠାରୁ ୪୧ ରନରେ ହେଲା ପରାସ୍ତ । ଟଣ୍ଟନର ଦ କୋପର ଆସୋସିଏଟସ୍ କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍…

ବିଶ୍ୱକପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଋଷଭ ପନ୍ଥ, ବିକଳ୍ପ ଖେଳାଳି ଭାବେ ଦଳରେ ସାମିଲ

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା। ଆହତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡ଼ିଲେ ଧୁରନ୍ଧର ଓପନର ଶିଖର ଧଓ୍ଵନ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ର ହିରୋ ଶିଖର ଧଓ୍ଵନ ଦଳରୁ ବାଦ ପଡ଼ିବା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଛି। ଫଳରେ ଆସନ୍ତା ୧୩…

ରଦ୍ଦ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଆଇସିସି ବିଶ୍ବକପ୍ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ଦୁଇ ମ୍ୟାଚ ଜିତି ସାରିଛି। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଏବଂ ଦ୍ବିତୀୟରେ ଅଷ୍ଟ୍ରେଲିଆକୁ ହରାଇ ବିଜୟ ହାସଲ କରିଛି ଭାରତ। ତେବେ ଆସନ୍ତାକାଲି  ଦିନ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବାକୁ ଯାଉଛି। କିନ୍ତୁ…