କାଲି ସରିଥିଲା ବାହାଘର, ଆଜି ବିବାହ ପୋଷାକ ପିନ୍ଧି ମତଦାନ କେନ୍ଦ୍ରରେ ପହଞ୍ଚିଲେ ନବ ଦମ୍ପତି
ବିବାହ ବେଦୀରୁ ସିଧା ପହଞ୍ଚିଲେ ମତଦାନ କେନ୍ଦ୍ର । ଗତକାଲି ହାତଗଣ୍ଠି ପଡ଼ିଥିଲା । ଆଉ ଆଜି ବର କନ୍ୟାଙ୍କ ଘର ବାହୁଡ଼ା ଥିଲା। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ସେମାନେ ପହଞ୍ଚିଥିଲେ ମତଦାନ କେନ୍ଦ୍ରରେ। ନିଜ ମତଦାନର ଅଧିକାର ସାବ୍ୟସ୍ତ କରି ଘରକୁ ଫେରିଥିଲେ ନବ ବିବାହିତ ବର କନ୍ୟା । ଏଭଳି କରି ନବ ଦମ୍ପତି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି । କେହି ନିଜ ଭୋଟ ଦାନ ଅଧିକାରକୁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ବୋଲି…
Read More...