କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି : ସୁର ରାଉତରାୟ
ଭୁବନେଶ୍ୱର : କଂଗ୍ରେସରୁ ବହିଷ୍କାର ପାଇଁ ମୋ ଆତ୍ମାକୁ ବାଧିଛି । ୨ ରାତି ଶୋଇ ପାରିନାହିଁ । ଏହା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ପୁଣି କଂଗ୍ରେସ ବିରୋଧରେ ସେ ବିଷୋଦଗାର କରିଛନ୍ତି । କହିଛନ୍ତି, ଭୁବନେଶ୍ୱର ଲୋକସଭା ଆସନ ପାଇଁ କଂଗ୍ରେସ ୟାଶିର ନୱାଜଙ୍କୁ ପ୍ରାର୍ଥୀ କରିଛି । ଏହାର କିଛି ପ୍ରଭାବ ମନ୍ମଥଙ୍କ ଉପରେ ପଡ଼ିବ ନାହିଁ ।
ବିଜେଡିକୁ ସମର୍ଥନ କରୁନାହିଁ । ମୁଁ ମୋ ପୁଅ ମନ୍ମଥକୁ ସମର୍ଥନ କରୁଛି…
Read More...