Odisha News
.

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜଧାନୀର ୫ଟି ପ୍ରାଇମେରୀ ସବଷ୍ଟେସନକୁ ମିଳିବ ଚାର୍ଜ

ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୫ଟି ପ୍ରାଇମେରୀ ସବଷ୍ଟେସନକୁ ଚାର୍ଜ କରାଯାଇଛି। ଏହି ଜାଗାଗୁଡ଼ିକ ହେଲା ୟୁନିଟ୍ ୬, ସହିଦ ନଗର, ଗ୍ରୀଡକୋ କଲୋନି, ୟୁନିଟ୍ ୮ ଓ ରସୁଲଗଡ଼। ଆସନ୍ତା ୪୮ ଘଣ୍ଟା ଭିତରେ ସହିଦନଗର କଣ୍ଟ୍ରୋଲ ୟୁନିଟକୁ ବିଦ୍ୟୁତ ସଂଯୋଗର ସମ୍ଭାବନା ରହିଛି। ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଖୁବଶୀଘ୍ର ଉପଭୋକ୍ତାଙ୍କୁ ସେବା ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.