ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ, ମା’ କଳାବାଘୁଣୀ ସହ ବୁଲୁଛନ୍ତି ଦୁଇ ଶାବକ
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଜଙ୍ଗଲରେ ପ୍ରକୃତିର ଆଶ୍ଚର୍ଯ୍ୟ । କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ ଦୁଇ ଛୁଆଙ୍କୁ ଧରି ବୁଲୁଛି କଳାବାଘୁଣୀ। ଏକ କଳା ରଂଗର କଲରାପତରିଆ ବାଘୁଣୀ ନିଜ ଦୁଇ ଛୁଆ ସହ ଜଙ୍ଗଲରେ ବୁଲୁଥିବା ଫଟୋ ସାମ୍ନାକୁ ଆସିଛି। ତେବେ ଦୁଇ ଛୁଆ ଭିତରୁ ଗୋଟିଏ ସାଧାରଣ କଲରାପତରିଆ ରଙ୍ଗର ଓ ଆଉ ଗୋଟିଏ କଳା ରଙ୍ଗର। ସମ୍ଭବତଃ ଏହି ବାଘଟି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବୋଲି ଅନୁମାନ କରାଯାଉଛି। ଫଟୋ ଟୁଇଟ୍…
Read More...