ନାସା କଲମ୍ବିଆ ସ୍ପେସ୍ ବିପର୍ଯ୍ୟୟର ରହସ୍ୟ, ଜାଣନ୍ତୁ କଳ୍ପନା ଚାୱଲାଙ୍କ ଜୀବନି
୧ ଫେବୃଆରୀ ୨୦୦୩, ନାସାର କଲମ୍ବିଆ ସ୍ପେଶ ଶଟଲ -୧୦୭ ସ୍ପେସରୁ ପୃଥିବୀକୁ ଫେରୁଥିଲା । ଆଉ ଏଥିରେ ଥିଲେ ୭ ଜଣ ଆଷ୍ଟ୍ରୋନଟ୍ସ । ଯାହା ମଧ୍ୟରୁ ଜଣେ ଥିଲେ ଆମ ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ମିଶନ ସ୍ପେସାଲିଷ୍ଟ କଳ୍ପନା ଚାୱଲା । ଏହି ୭ ଜଣ ଆଷ୍ଟ୍ରୋନଟ୍ସ ୨ ସପ୍ତାହ ସ୍ପେସରେ ବିତାଇବା ପରେ ଫେରୁଥିଲେ ପୃଥିବୀକୁ । ପରିବାର ଲୋକ ଏବଂ ସାଙ୍ଗସାଥି ଖୁବ ଉତ୍ସାହର ସହ ଏମାନଙ୍କ ଆସିବାର ଅପେକ୍ଷାରେ ରହିଥିଲେ । ଏହି…
Read More...