ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍କା, ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ିଲା ଜେଲ୍ ଅବଧି
ଆପ୍ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟ୍କା । ସିସୋଦିଆଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ୍ ବର୍ତ୍ତମାନ ସେ ଜେଲ୍ରେ ଆଉ କିଛି ଦିନ ରହିବେ । ରାଉସ୍ ଆଭେନ୍ୟୁ କୋର୍ଟ ମଙ୍ଗଳବାର ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଶୁଣାଣି କରି ସିସୋଦିଆଙ୍କ ଜେଲ୍ ଅବଧିକୁ ଏପ୍ରିଲ ୬କୁ ବଢ଼ାଇ ଦେଇଛନ୍ତି ।
ଗତ ବର୍ଷରୁ ମନୀଷ ସିସୋଦିଆ ଜେଲ୍ରେ ଅଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୭ରେ କୋର୍ଟ…
Read More...