Odisha News
.

ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ: ମାଥିଲି ଥାନା ଉରାପଦର, ଦୋଳଦଲିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ମାଲକାନଗିରି(କେ ନ୍ୟୁଜ୍‌) : ମାଲକାନଗିରି ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ। ମାଥିଲି ଥାନା ଉରାପଦର, ଦୋଳଦଲିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି। ବିସ୍ଫୋରଣରେ ୨ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନମାନେ କମ୍ବିଂରୁ ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି। ଏହିପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରିବା ସହ ପୋଲିସ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି।

 

Leave A Reply

Your email address will not be published.