ଏପ୍ରିଲ୍ ୨୪ରେ ଲଞ୍ଚ ହେବ Realme Narzo 70x, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ
ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ରିୟଲମିର ଭଲ ସ୍ଥାନ ରହିଛି । ବଜେଟ୍ ଏବଂ ମିଡରେଞ୍ଜ୍ ସେଗମେଣ୍ଟରେ ରିୟଲମି ସ୍ମାର୍ଟଫୋନ୍ ଗୁଡିକ ବହୁତ ପସନ୍ଦ କରାଯାଏ । ଗତ ଏକ ବର୍ଷ ମଧ୍ୟରେ ରିଅଲମି ଏହି ଦୁଇଟି ସେଗମେଣ୍ଟରେ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯଦି ଆପଣ ରିୟଲମିର ଜଣେ ଫ୍ୟାନ ଅଟନ୍ତି ଏବଂ ଏକ ନୂଆ ଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି ।
ରିୟଲମି ଖୁବ୍ ଶୀଘ୍ର ଏହାର…
Read More...