ଆଇପିଏଲ : ଷ୍ଟୋଇନିସ୍ଙ୍କ ଅପରାଜିତ ଶତକ: ୬ ୱିକେଟ୍ରେ ହାରିଲା ଚେନ୍ନାଇ
(କେନ୍ୟୁଜ): ଚେପକରେ ହାରିଲା ଚେନ୍ନାଇ । ଫିକା ପଡ଼ିଲା ଅଧିନାୟକ ଋତୁରାଜ ଗାଏକୱାର୍ଡଙ୍କ ୧୦୮ ରନର ଶତକୀୟ ଇନିଂସ । ଅଷ୍ଟ୍ରେଲୀୟ ଅଲ ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ୧୨୪ ରନ ବଳରେ ୩ ବଲ ବାକି ଥାଇ ବିଜୟ ଲକ୍ଷ୍ୟ ପୂରା କରି ନେଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଲକ୍ଷ୍ନୌକୁ ୨୧୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଲକ୍ଷ୍ନୌ ପକ୍ଷରୁ ଷ୍ଟୋଇନିସ୍ ୬୩ ବଲରୁ ୧୩ ଚୌକା ଓ ୬ ଛକା ବଳରେ ୧୨୪ ରନ ସଂଗ୍ରହ…
Read More...