ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା: ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା, ଭୁବନେଶ୍ୱରରେ ତାତି ୩୯.୮ ଡିଗ୍ରୀ
ଭୁବନେଶ୍ୱର (କେନ୍ୟୁଜ୍): ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଝାରସୁଗୁଡାର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଥିବା ବେଳେ କେନ୍ଦୁଝରରେ ମଧ୍ୟ ୩୯.୮ ଡିଗ୍ରୀ ତାପେମାତ୍ରା ରେକର୍ଡ ହୋଇଛି ।
ସେହିପରି ରାଉରକେଲାରେ ୩୯.୬ ଡିଗ୍ରୀ ପାରଦ ଥିବା ବେଳେ ଚାନ୍ଦବାଲିରେ ୩୯ ଡିଗ୍ରୀ, ସମ୍ବଲପୁରରେ ୩୮.୮ ଡିଗ୍ରୀ…
Read More...