ଲଞ୍ଚ ହେଲା Toyota Fortuner ଲିଡର୍ ଏଡିସନ୍, ଜାଣନ୍ତୁ ସନରୁଫ୍ ମିଳିବ କି ନାହିଁ…
Toyota କିର୍ଲୋସ୍କର ମୋଟର ଏହାର ଲୋକପ୍ରିୟ ସେଭେନ୍ ସିଟର ଏସୟୁଭି Fortunerର ନୂଆ ସ୍ପେସାଲ ଏଡିସନ୍ ଲଞ୍ଚ କରିଛି । ଏହାର ନାମ " Toyota Fortuner Leader Edition" ରଖାଯାଇଛି । କିଛି ଖାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍ ହୋଇଥିବା ଏହି କାର୍ ଆକ୍ସେସୋରିଜ୍ ସହିତ ଆସୁଛି । ତେବେ ଏହି ଖାସ୍ ଏଡିସନର ଦାମ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହାର ଦାମ୍ ରେଗୁଲାର ୪X୨ ଭାରିଆଣ୍ଟ ଠାରୁ…
Read More...