Browsing Tag

Actress

ସୋ ‘ଉଡାନ୍‌’ର ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀଙ୍କ ଦେହାନ୍ତ, ହାର୍ଟ ଆଟାକରେ ଗଲା ଜୀବନ

ଟିଭି ଦୁନିଆର ଲୋକପ୍ରିୟ ସିରିଏଲ ‘ଉଡାନ୍‌’ ଅଭିନେତ୍ରୀ କବିତା ଚୌଧୁରୀଙ୍କର ଦେହାନ୍ତ ହୋଇଛି । ଏହି ଅଭିନେତ୍ରୀଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଗୁରୁବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ମଧ୍ୟ ସାମ୍ନାକୁ ଆସିଛି । ତେବେ ତାଙ୍କ ସମ୍ପର୍କୀୟ…

ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହିଙ୍କୁ କ୍ୟାନ୍ସର, ସୋସିଆଲ ମିଡିଆରେ କହିଲେ, କେମିତି ଜଣାପଡ଼ିଲା ରୋଗ…

ଟିଭି ସିରିଏଲ୍‌ ‘ଭାଭୀ’ର ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହିଙ୍କୁ କ୍ୟାନ୍ସର। ସେ ସର୍ଭାଇକାଲ୍‌ କ୍ୟାନ୍ସରରେ ପୀଡ଼ିତ। ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଡଲି ସୋହି ପୋଷ୍ଟ୍‍ କରି ଏକ ଭାବପ୍ରବଣ ନୋଟ୍‌ ମଧ୍ୟ ଲେଖିଛନ୍ତି। ଏହାସହିତ ସେ ନିଜର ଏକ…

ଶାମିଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଦେଲେ ବିବାହ ପ୍ରସ୍ତାବ; କିନ୍ତୁ ରଖିଲେ ଅଜବ ସର୍ତ୍ତ

ମହମ୍ମଦ ଶାମି ବର୍ତ୍ତମାନ ଜଣେ ଚର୍ଚ୍ଚିତ କ୍ରିକେଟର। ନିଜର ବୋଲିଂ ଦକ୍ଷତା ବଳରେ ସେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ଶାମିଙ୍କ ବୋଲିଂରେ ସାଉଥ୍‌ ଅଭିନେତ୍ରୀ ମଧ୍ୟ ଦିଓ୍ଵାନୀ ହୋଇଯାଇଛନ୍ତି। ଅଭିନେତ୍ରୀ ଖୋଲାଖୋଲି ଭାବେ କ୍ରିକେଟରଙ୍କୁ ବିବାହ…

ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଲେ ଈଶିତା, ପିଲା ଓ ମା’ ଉଭୟରେ ସୁସ୍ଥ ଥିବା ସୂଚନା

ଦ୍ରିଶ୍ୟମ ଅଭିନେତ୍ରୀ ଈଶିତା ଦତ୍ତା ମା’ ହୋଇଛନ୍ତି । ବିବାହର ୬ ବର୍ଷ ପରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ମା’ ଏବଂ ପିଲା ଉଭୟେ ସୁସ୍ଥ ରହିଛନ୍ତି । ଈଶିତା ଏବଂ ବତ୍ସଲଙ୍କୁ ବଲିଉଡରୁ ଅନେକ ଶୁଭେଚ୍ଛା ମିଳିଛି । ଗତ କିଛିଦିନ ହେଲାଣି ଈଶିତା ଦତ୍ତା ନିଜ ଗର୍ଭବତୀ ହେବାର ଫଟୋ ଏବଂ…

ଜର୍ମାନୀରେ ଚର୍ଚ୍ଚରେ ବିବାହ ପରେ ବଙ୍ଗାଳୀ ରୀତିନୀତିରେ ବାହା ହେବେ ଶ୍ରୀଜିତା, ଗୋଆରେ ଚାଲିଛି ପ୍ଲାନିଂ

ଟିଭି ଅଭିନେତ୍ରୀ ଶ୍ରୀଜିତା ଦେ ପ୍ରେମିକ ମାଇକେଲ ବ୍ଲୋହମ-ପେପଙ୍କୁ ବିବାହ କରିଛନ୍ତି । ଦୁହେଁ ଚର୍ଚ୍ଚରେ ବିବାହ କରିବା ପରେ ଏବେ ବଙ୍ଗାଳୀ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଶ୍ରୀଜିତାଙ୍କ ମନ ରହିଥିଲା । ତେଣୁ ଦୁହେଁ ପ୍ରଥମେ…

ଲୁଚାଛପା ବିବାହ କଲେ ଅଭିନେତ୍ରୀ ସୋନାଲୀ ସେହଗଲ, କୁକୁର ସହିତ ବିବାହ ବେଦୀକୁ ଗଲେ

‘ପ୍ୟାର୍ କା ପଞ୍ଚନାମା’ ଫେମ୍ ଅଭିନେତ୍ରୀ ସୋନାଲୀ ସେହଗଲ ଲୁଚାଛପା ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅଭିନେତ୍ରୀ ଜଣକ ପ୍ରେମିକ ଅଶେଷ ଏଲ ସଜନାନୀଙ୍କ ସହିତ ମୁମ୍ବାଇ ଗୁରଦ୍ବାରାରେ ବିବାହ କରିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଅଭିନେତ୍ରୀ ଜଣକ ପିଙ୍କ ଏବଂ…

୧୬ବର୍ଷ ବୟସରେ ହରାଇଥିଲେ ଗୋଡ଼, ଆଜି ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତ୍ରୀ

କେନ୍ୟୁଜ୍‌(ବ୍ୟୁରୋ): କୁହାଯାଏ ଦୃଢ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ଅସାଧ୍ୟକୁ ବି ସାଧ୍ୟ କରିହୁଏ । ଯାହାକୁ ଆମେ ଅସମ୍ଭବ ବୋଲି ଭାବିଥାଉ, ସେହିକାମ ଆମପାଇଁ ସମ୍ଭବ ହୋଇ ରହିଥାଏ । କଠିନ କାର୍ଯ୍ୟ ଆମପାଇଁ ସହଜ ହୋଇଯାଏ । ଆମ ଜୀବନରେ ଅନେକ ବାଧା ବିଘ୍ନ ଆସିଥାଏ ।…

କାଷ୍ଟି ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲ ଗିରଫ, ସେକ୍ସ ର‍୍ୟାକେଟ୍‌ ଚଲାଉଥିବା ଅଭିଯୋଗ

କାଷ୍ଟିଂ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇର କ୍ରାଇମବ୍ରାଞ୍ଚ ୟୁନିଟ୍‌ ୧୧ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଏବେ ପୋଲିସ ମାମଲାର ତଦନ୍ତ କରୁଛି ।…

ବିବାହ କରୁଛନ୍ତି ଦେବୋଲିନା ! ହଳଦୀ ରସମର ଫଟୋ ହେଉଛି ଭାଇରଲ

ଛୋଟ ପରଦାର ଗୋପୀ ବୋହୂ ଏବେ ଚର୍ଚ୍ଚାରେ । ନିଜର କାମ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ଯେଉଁ ଫଟୋ ଭାଇରଲ ହେଉଛି, ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଟିଭି ଅଭିନେତ୍ରୀ ତଥା ବିଗବସ୍‌ ପ୍ରତିଯୋଗୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଖୁବଶୀଘ୍ର…

ଏଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ Intracranial…

ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଗୁରୁତର। ଅଭିନେତ୍ରୀଙ୍କର ମଲ୍ଟିପଲ୍‌ କାର୍ଡିଏକ ଆଟାକ ଆସିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରେ ରହିଥିଲେ। ହେଲେ ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଖବର ମିଳିଛି। ଡାକ୍ତର…

ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅକ୍ଷରା ସିଂ ! ଘରେ ନୋଟିସ ଲଗାଇଲା ପୋଲିସ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ପାଟନା ସ୍ଥିତ ଘରେ ପୋଲିସ ଏକ ନୋଟିସ ଲଗାଇଛି । ନୋଟିସରେ ତାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ନୋଟିସ ଅନୁଯାୟୀ, ଯଦି ସେ କୋର୍ଟରେ ହାଜର ନ ହୁଅନ୍ତି, ତେବେ ପୋଲିସ ତାଙ୍କୁ ଗିରଫ କରିପାରେ। ତେବେ କ’ଣ ପାଇଁ ପୋଲିସ ତାଙ୍କୁ…

ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ ଷ୍ଟ୍ରୋକ୍‌ରେ ପୀଡ଼ିତ; ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ…

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ସେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। କିଛି ଦିନ ତଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହାପରେ ତୁରନ୍ତ…