ଆହୁରି ଜଳିବ, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ୱର (କେନ୍ୟୁଜ): ଜଳୁଛି , ଆହୁରି ଜଳିବ । ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ ୯.୨, କେନ୍ଦୁଝରରେ ୩୭.୬, ରାଉରକେଲାରେ ମଧ୍ୟ ୩୭.୬ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ସେହିଭଳି ସମ୍ବଲପୁରରେ ୩୬.୭ ଡିଗ୍ରୀ, ହୀରାକୁଦରେ ୩୬…
Read More...