ଭାରତୀୟ ସେନାରେ ନିୟୋଜିତ ଥିବା କୁକୁରଙ୍କୁ କେତେ ଦରମା ମିଳେ ? ଅବସର ପରେ ବି କୁକୁରଙ୍କ ପାଇଁ ରହିଛି ଖାସ୍ ବ୍ୟବସ୍ଥା
ସେନାର ନିୟୋଜିତ ଥିବା କୁକୁରମାନେ ନିଶା ଔଷଧଠାରୁ ଆରମ୍ଭ କରି ବୋମା ପର୍ଯ୍ୟନ୍ତ ସବୁକିଛି ଚିହ୍ନିବାରେ ବେଶ ଭଲ କାମ କରନ୍ତି । ଏମାନଙ୍କର ଶୁଙ୍ଘିବା ଶକ୍ତି ଅନ୍ୟ କୁକୁରମାନଙ୍କ ଠାରୁ ଅଧିକ ଥାଏ । ଏହା ବ୍ୟତୀତ ଏହି କୁକୁରମାନେ ଅନେକ ବିପଦପୂର୍ଣ୍ଣ ଅପରେସନରେ ସେନା ସହିତ ସାମିଲ ରୁହନ୍ତି ।…