ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ, ସାରା ବିଶ୍ବ ଆଦୃତି ଲାଭ କଲା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ
କେନ୍ୟୁଜ୍(ବ୍ୟୁରୋ): ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ପାଇଁ ୨୦୧୩ ମସିହା ମେ'୧୭ ତାରିଖଠାରୁ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍…