Browsing Tag

ASI

ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ନବରଙ୍ଗପୁର : ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାବୁଗାଁ ଥାନା ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଝଗଡାର ସମାଧାନ କରିବା ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ଥାନାବାବୁ । ମକରନ୍ଦ ଜାନୀ ନାମକ ବ୍ୟକ୍ତି ଏକ ଝଗଡା ମାମଲାରେ ସୀମାଞ୍ଚଳ…

ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ୮ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସାଲେପୁର (କେନ୍ୟୁଜ): ଥାନା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ । ସାଲେପୁର ଭଦ୍ରେଶ୍ୱର ଥାନା ASI ଆଲୋଙ୍କ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାସନ୍ସ ହାତରେ ଧରାପଡ଼ିଥିଲେଷ ନାହଙ୍ଗ ଅଞ୍ଚଳର ଜଗବନ୍ଧୁ ରାଉତ ନାମକ ଜଣେ ଲୋକଙ୍କ ଠାରୁ କେଶ…

ଭିଜିଲାନ୍ସ ଜାଲରେ ନିଆଳି ଏଏସଆଇ, ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଭୁବନେଶ୍ୱର : ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ । ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ଗତକାଲି ASI…

ଜ୍ଞାନବ୍ୟାପୀ ମାମଲା: ବନ୍ଦ ଲଫାଫାରେ କୋର୍ଟଙ୍କୁ ସର୍ଭେ ରିପୋର୍ଟ ଦାଖଲ କଲା ASI

ବାରାଣସୀର ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ଆଜି ବାରାଣସୀ ଜିଲ୍ଲା କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିଛି ଏଏସ୍‌ଆଇ। ରିପୋର୍ଟକୁ ଧଳା ରଙ୍ଗର ସିଲ୍‌ବନ୍ଦ ଲଫାଫାରେ ଦାଖଲ କରାଯାଇଛି। ଏଏସ୍‌ଆଇର ଅତିରିକ୍ତ ନିର୍ଦ୍ଦେଶକ ଜିଲ୍ଲା ଜଜ୍‌ ଏକେ ବିଶ୍ୱେସଙ୍କ ନିକଟରେ ସର୍ଭେ ରିପୋର୍ଟ ଉପସ୍ଥାପନ…

କଟକ ଭିଜିଲାନ୍ସ ଜାଲରେ ASI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ

କଟକ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ASI । କଟକ ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ASI ସୁଦୀପ୍ତ ଦାଶ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାଶ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି । ନୟାଗଡ଼ ଓ ବାଲୁଗାଁର ଏକକାଳୀନ ୪ଟି ସ୍ଥାନରେ ରେଡ୍…

ଡ୍ୟୁଟିର ୨ ଘଣ୍ଟା ପୂର୍ବରୁ ଛାଡ଼ି ନ ଥିଲେ ଏଏସ୍‌ଆଇ…, ରାଗ ରଖି ଟ୍ରେନ୍‌ ଭିତରେ ଟୀକାରାମ ମୀଣାଙ୍କୁ ମାରିଦେଲେ…

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ (12956) ଭିତରେ ସୋମବାର ଜଣେ ଆରପିଏଫ କନଷ୍ଟେବଳଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରେନ୍‌ଟି ପାଲଘର ଅତିକ୍ରମ କରିବା ପରେ କନଷ୍ଟେବଳ ହଠାତ୍‌ ଗୁଳି ଚଳାଇଥିଲେ। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଦିନକ ପରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ…

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ । ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ । ନାଟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କଲା ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ରତ୍ନ ଭଣ୍ଡାର ଖୋଲାଯିବ କି…

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ମାମଲା: କ୍ରାଇମ୍‌ ସିନ୍‌ ଦେଖାଇବ କିଲର ଏସ୍‌ଆଇ

ଝାରସୁଗୁଡା (କେନ୍ୟୁଜ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ବ୍ରଜରାଜନରରେ କ୍ରାଇମ ସ୍ପଟ୍‌ରେ ତନାଘନା ଜୋରଦାର ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ପହଞ୍ଚି ଖୋଳତାଡ…

ନାବାଳିକା ଦୁଷ୍କର୍ମ ମାମଲା: ASIଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହିତ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ନୟାଗଡ଼ (କେନ୍ୟୁଜ): ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍‌ କୋର୍ଟ । ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ…

ବହୁଡା ପୂର୍ବରୁ ଭୁଷୁଡିଲା ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର ପାଚେରୀ  

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁରର ପୁରାତନ ଜଗନ୍ନାଥ ମନ୍ଦିର ପାଚେରୀ ଭୁଷୁଡିଲା । ଏ ଏସ ଆଇ ବା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଥିବା ଏହି ମନ୍ଦିରର ସୁରକ୍ଷା ନେଇ ଏବେ ଉଠିଛି ପ୍ରଶ୍ନବାଚୀ । କାରଣ ମନ୍ଦିର ପାଚେରୀ କୁ ଲାଗି ଯାଇଥିବା ରାସ୍ତାରେ ପ୍ରତିଦିନ ଶହ ଶହ…

ତାଜମହଲରେ କାହିଁକି ବନ୍ଦ ଥିଲା ୨୨ଟି ରୁମ୍‌, ASI ଫଟୋ ଜାରି କରି ଦେଲା ସୂଚନା

ତାଜମହଲରେ ବନ୍ଦ ରହିଥିବା ୨୨ ରୁମ୍‌ରେ କ’ଣ ରହିଛି, ତାହା ଏବେ ଜଣାପଡିଛି। ଏହି ରୁମର ଫଟୋ ଭାରତୀୟ ପୁରତତ୍ତ୍ୱ ସର୍ବେକ୍ଷଣ ଜାରି କରିଛି। ଅନେକ ଦିନରୁ ଏହି ବନ୍ଦ ରହିଥିବା ରୁବକୁ ନେଇ ଅନେକ ବିବାଦ ଚାଲିଥିଲା। ଆଗ୍ରା ଏଏସଆଇ ମୁଖ୍ୟ ଆରକେ ପଟେଲଙ୍କ ଅନୁସାରେ, ବନ୍ଦ ରହିଥିବା ରୁମର ଫଟୋ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ କେନ୍ଦ୍ରାପଡ଼ା ଏଏସ୍‌ଆଇ

କେନ୍ଦ୍ରାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସଦର ଥାନା ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ର । ଏକ କେଶ ର ଚାର୍ଜସିଟ ଦେବା ପାଇଁ ୭ ହଜାର ଦାବି କରିଥିଲେ। ଏହି ଅର୍ଥ ନେବା ବେଳେ ପୃଥ୍‌ୱୀରାଜକୁ କାବୁ କରି କରିଥିଲେ ଭିଜିଲାନ୍ସ ଟିମ। କଟକରୁ ୯ ଜଣିଆ ଭିଜିଲାନ୍ସ…