Browsing Tag

auto driver

ଅଟୋ ଡ୍ରାଇଭରଙ୍କ ଅଜବ ବୁଦ୍ଧି, ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଫୁଟ୍‌ଓଭର ବ୍ରିଜରେ ଚଲାଇଲେ ଅଟୋ; ଭିଡିଓ ଭାଇରଲ ପରେ…

ଟ୍ରାଫିକ ଜାମରୁ ମୁକୁଳିବାକୁ ପାଇଁ ଜଣେ ଅଟୋ ଚାଳକ ଆପଣାଇଲେ ଅଜବ ଯୋଗାଡ । ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଯିବା ଅପେକ୍ଷା ଅଜବ ଉପାୟ ଆପଣାଇଲେ ଅଟୋ ଡ୍ରାଇଭର । ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ଫୁଟ୍‌ ଓଭର ବ୍ରିଜରେ ଅଟୋକୁ ନେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଆଉ…

ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼, ଥାନାରେ ମାମଲା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଅଟୋ ଡ୍ରାଇଭରକୁ ନିସ୍ତୁକ ମାଡ଼। ଭଡ଼ା କ୍ୟାନ୍‌ସେଲ ନେଇ ଉଚ୍ଚବାଚ୍ଚ ପରେ ଅଟୋ ଡ୍ରାଇଭରଙ୍କୁ ଯୁବକଙ୍କ ମାଡ଼। ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇଛି। ମାଡ଼ ମାରିଥିବା ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନୟାପଲ୍ଲୀରୁ…

ଅଜଣା ଗାଡି ସହ ଧକ୍କା ହେଲା ଅଟୋ, ଡ୍ରାଇଭର୍ ମୃତ

ଯାଜପୁର (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଏକ…

ହୃଦୟ ଜିତିଲେ ଯୁବକ : ଲକ୍ଷାଧିକ ଟଙ୍କାର ସୁନାଗହଣା ଫେରାଇ ଦେଲେ ଅଟୋ ଡ୍ରାଇଭର

ଭୁବନେଶ୍ବର (କେନ୍ୟୁଜ୍‌): ମାନବିକତା ଆଗରେ ହାର ମାନିଛି ଲକ୍ଷାଧିକ ଟଙ୍କାର ସୁନାଗହଣାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଯୁବକ । ଅଚାନ ୨ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଯୁବକ।…