ଯନ୍ତାରେ ପଡ଼ି ଛଟପଟ୍ ହେଲା ଜଙ୍ଗଲୀ ଭାଲୁ , ଶେଷ ହେଲା ଉପଦ୍ରବ
ନବରଙ୍ଗପୁର (କେନ୍ୟୁଜ): ଯନ୍ତାରେ ଫଶି ଭାଲୁ ଗର୍ଜନ ଛାଡ଼ୁଛି । ଯନ୍ତାରେ ପଡ଼ି ଖାଲି ଛଟପଟ୍ ହେଉଛି ଭାଲୁ । କେମିତି ମୁକୁଳିବ ସେହି ଚେଷ୍ଟାର ଭାଲୁ ତାର ସମସ୍ତ ଚେଷ୍ଟା ଚଳାଇଛି । ଭାଲୁକୁ ଧରିବା ପାଇଁ ବହୁ ଦିନରୁ ଚେଷ୍ଟା କରାଯାଉଥିଲା । କିନ୍ତୁ ସବୁ ଚେଷ୍ଟା ପରେ ବି ଭାଲୁଟି ବନ ବିଭାଗକୁ…