Browsing Tag

bjp

ହେବ କି ବର୍ଷା-ଅନୁଭବ ଫାଇଟ୍ !

ଭୁବନେଶ୍ୱର(କେନ୍ୟୁଜ୍‌): ହେବ କି ବର୍ଷା-ଅନୁଭବ ଫାଇଟ୍ । ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏଯାଏ ଦଳ କେଉଁଠୁ ପ୍ରାର୍ଥୀ କରି ନାହିଁ । ଆଜି ବର୍ଷା ପ୍ରିୟଦର୍ଶିନୀ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂସଦ ସସ୍ମିତ…

ବିଜେପିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି, ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

ଭୁବନେଶ୍ୱର (କେନ୍ୟୁଜ): ଆସିଲା ବିଜେପିର ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ।  ମୋଟ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।  ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ। ସାରସକଣାରୁ ଭାଦବ ହାଂସଦା, ରାଇରଙ୍ଗପୁରରୁ ଜୋଲେନ…

ସଂକଳ୍ପ ପତ୍ର ଘୋଷଣା କଲା ବିଜେପି, ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

ସାଧାରଣ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲା ବିଜେପି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣାପତ୍ର ଜାରି କରିଛନ୍ତି । ବିଜେପି ନିଜ ଘୋଷଣା ପତ୍ରରେ ବିକଶିତ ଭାରତ ସଂକଳ୍ପକୁ ଦେହାରାଇଛି । ଘୋଷଣାପତ୍ରରେ ଗରିବ, ଯୁବକ, ମହିଳା ଓ ଅନ୍ନଦାତା ଫୋକସରେ ରହିଛନ୍ତି । ବିଜେପିର ସଂକଳ୍ପ…

କାଲି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

କାଲି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା। ୨୦ରୁ ୨୫ ଆସନରେ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି। ୨୦ ତାରିଖ ମଧ୍ୟରେ ରାଜ୍ୟରେ ବାକି ଥିବା ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।…

ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବାକି ଥିବା ୩୫ ଆସନ ମଧ୍ୟରୁ ୨୦ରୁ ୨୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସମ୍ଭାବନା ରହିଛି। ଅବଶିଷ୍ଟ ୧୦ ରୁ ୧୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏପ୍ରିଲ୨୦ ତାରିଖ ଭିତରେ ଘୋଷଣା କରାଯିବ । ବିଜେପି ନିର୍ବାଚନ…

୨-୩ ଦିନରେ ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ତାଲିକା, ବାକି ସମସ୍ତ ଆସନର ପ୍ରାର୍ଥୀଙ୍କ ନାଁ ହେବ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌) : ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଶାୟୀ ପ୍ରାର୍ଥୀ ଦଳୀୟ ଅଫିସରେ…

ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଦିଆଯାଉଛି ଧମକ : ସସ୍ମିତ ପାତ୍ର

ଭୁବନେଶ୍ୱର (କେନ୍ୟୁଜ୍‌): ନିର୍ବାଚନ କମିଶନଙ୍କ ନାଁ ନେଇ ସରକାରୀ ଅଫିସରଙ୍କୁ ବିଜେପି ନେତା ଧମକାଉଛନ୍ତି । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ପ୍ରେସମିଟରେ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ତହସିଲଦାର, ବିଡିଓ, ଆଇଆଇସିଙ୍କୁ ଧମକ ଦିଆଯାଉଛି । ତାଙ୍କ ପାଇଁ କାମ ନକଲେ ନିର୍ବାଚନ…

ବିଜେପି ଛାଡିଲେ ଲେଖାଶ୍ରୀ, ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର (କେନ୍ୟୁଜ):  ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ଉପସଭାପତି ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ୧୦ ବର୍ଷ ଧରି ସକ୍ରିୟ କର୍ମୀ ଭାବେ ଦଳରେ ଥିଲେ। ସୋସିଆଲ ମିଡିଆ ଜରିଆରେ ସେ ଦଳ ଛାଡିଥିବା ନେଇ ସୂଚନା…

ବିହାର: ବିଜେପିକୁ ଝଟକା, ସୁଶୀଲ ମୋଦିଙ୍କୁ କ୍ୟାନସର, ଟ୍ଵିଟ କରି ଜଣାଇଲେ ଦୁଃଖ

ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନସର ହୋଇଛି । ଗତ ୬ ମାସ ହେବ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି ବୋଲି ଟ୍ଵିଟ କରି ଜଣାଇଛନ୍ତି । ସେ ଟ୍ଵିଟ କରି କହିଛନ୍ତି, ଗତ ୬ ମାସ ହେଲାଣି କ୍ୟାନସର ସହିତ ଲଢୁଛି । ଏବେ ଲୋକଙ୍କୁ କହିବାର ସମୟ ଆସିଯାଇଛି । ଲୋକସଭା ନିର୍ବାଚନରେ…

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର…

ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ୟୁ-ଟର୍ଣ୍ଣ, ଦେଇଥିବା ମନ୍ତବ୍ୟ କଲେ ପ୍ରତ୍ୟାହାର

ଭୁବନେଶ୍ୱର(କେନ୍ୟୁଜ୍‌) : ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ ପ୍ରତ୍ୟାହାର କରୁଛି । ବାଲେଶ୍ଵର ଲୋକସଭା…

ଆଜି ବସିବ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକ

ଭୁବନେଶ୍ୱର : ଆଜି ବସିବ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜ୍ୟ ବିଜେପିର କୋର ଟିମ ଉପସ୍ଥିତ ରହିବେ…