Browsing Tag

chariots

ଜୋରସୋରରେ ଚାଲିଛି ରଥ ନିର୍ମାଣ, ୪ ଦିନ ପୂର୍ବରୁ ଉଠିଲା ଚାରି ନାହାକା

ପୁରୀ (କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ…

ଇତିହାସରେ ପ୍ରଥମ ଥର ୩ ରଥକୁ ଭଙ୍ଗା ନଯାଇ ସଂରକ୍ଷଣ କରିବାକୁ ନିଷ୍ପତ୍ତି: ଆଜିଠୁ ଆରମ୍ଭ ହେଲା ରଥ ଖୋଲିବା କାମ

ପୁରୀ: ଚଳିତ ବର୍ଷ ଐତିହାସିକ ରଥଯାତ୍ରାରେ ବ୍ୟବହୃତ ୩ ରଥ ସଂଗ୍ରହାଳୟରେ ରହିବ । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ଏପରି ନିଷ୍ପତ୍ତି ନେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ଖୋଲିବା କାମ । ବିଶ୍ୱକର୍ମା ମହାରଣା, ଭୋଇ ଏବଂ ଓଝା ମହାରଣା ସେବାୟତମାନେ ରଥକୁ ଖୋଲିବା ପରେ ଜଗନ୍ନାଥ…

ଆଜି ତିନି ରଥକୁ ଆଜ୍ଞମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଟଣାଯିବ ୩ ରଥ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ରହିଛି । ଗତକାଲି ମଧ୍ୟରାତ୍ରିରେ ଦତ୍ତମହାପାତ୍ର ସେବାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଘାର ନୀତି କରିଥିଲେ । କରୋନା କଟକଣା ଥିବାରୁ ମହାପ୍ରଭୁ କେବଳ ସେବାୟତଙ୍କୁ ଆଜି ନବଯୌବନ ବେଶରେ ଦର୍ଶନ…

ଛତିଆ: ବାହୁଡିଲେ ଚତୁର୍ଦ୍ଧା ମୂରତି, ଶାନ୍ତିଶୃଙ୍ଖଳାରେ ଗଡିଲା ରଥ

ଯାଜପୁର:ପବିତ୍ର ବହୁଡା ଯାତ୍ରାରେ ମାଉସୀ ମା ଘରୁ ବାହୁଡିଛନ୍ତି ବିଶ୍ବର ବଡ ଠାକୁର।  ଏହି ଅବସରରେ  ଛତିଆରେ ମଧ୍ୟ ତିନିଠାକୁର ମାଉସୀ ମା’ଘରୁ ଛତିଆ ମନ୍ଦରକୁ ବାହୁଡିଛନ୍ତି। ପୁରି ମନ୍ଦିରର ରତିନୀତି ପରି ଠାକୁରଙ୍କ ନୀତିକାନ୍ତି ହେବା ପରେ ରଥଟଣା ହୋଇଥିଲା।  ଏହି ରଥଯାତ୍ରାର ମୁଖ୍ୟ…

ବାଣପୁର: ରଥଟଣା ବେଳେ ଦୁର୍ଘଟଣା, ଚକାତଳେ ପଡି ଯୁବକ ଗୁରୁତର

ବାଣପୁର: ରଥଟଣା ବେଳେ  ଏକ ଦୁର୍ଘଟଣା ଘଟି ଜଣେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣଙ୍କୁ ବାଣପୁର ଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିବା ଜଣା ପଡିଛି। ତେବେ ଯୁବକ ଜଣକ କିଭଳି ରଥ ଚକା ତଳକୁ ଆସିଲେ ତାହା ଜଣା ପଡିନାହିଁ।

ରଥକାଠ ଅନୁକୂଳର ଆଜି ସପ୍ତମ ଦିନ, ଆରମ୍ଭ ହୋଇଛି ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ

ପୁରୀ : ରଥକାଠ ଅନୁକୂଳର ଆଜି ସପ୍ତମ ଦିନ । ତୁମ୍ବ ଉପରେ ସୂତାବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬ଟି ତୁମ୍ବ ନିର୍ମାଣ ସରିଛି । ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହାୟତାରେ ସୂତାବାଡିଆ କାର୍ଯ୍ୟ ସମ୍ପନ୍ନ କରାଯାଉଛି। ଏହାପରେ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ ।…