ସହିଦ ତାଲିକାରେ କଳାହାଣ୍ଡି ମାଟିର ପୁଅ ସୁବାସ ନାୟକ, ଛତିଶଗଡ଼ ବିଜାପୁରରେ ନକ୍ସଲ ଆକ୍ରମଣର ହୋଇଥିଲେ ଶିକାର
ମାଲକାନଗିରି/ଭବାନୀପାଟଣା (କେ ନ୍ୟୁଜ୍) : ମାଟି ପାଇଁ ସହିଦ ହୋଇଗଲେ ବୀର ଓଡିଆ ପୁଅ ସୁବାସ ନାୟକ। ନିଜ ସାଥୀଙ୍କୁ ବଞ୍ଚେଇବାକୁ ଯାଇ ପ୍ରାଣର ବଳି ଦେଇଛନ୍ତି ସୁବାସ । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରାରେ ।
ସୁବାସ ନାୟକଙ୍କ ବାପା ମାଆ ଓଡିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ…