Browsing Tag

child brunt

ସୁବର୍ଣ୍ଣପୁର : ଅଙ୍ଗନବାଡ଼ି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଦେହରେ ଢାଳିଲେ ଗରମ ପାଣି

ସୁବର୍ଣ୍ଣପୁର ଜିଲ୍ଲା ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଦେହରେ ଗରମ ପାଣି ଢାଳିବା ଘଟଣାରେ ସହାୟିକା ବେଦମତି ମହାକୁଡ଼ ଗିରଫ। ବୀରମହାରାଜପୁର ବ୍ଲକ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁର ପଞ୍ଚାନନ ମହାକୁଡ଼ଙ୍କ ଝିଅ ପ୍ରୀତିମୟୀକୁ ଗତକାଲି ସହାୟିକା ଡାକି…