Browsing Tag

congress protest

ଆଇଟିଆଇ ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାର ତଦନ୍ତ ଓ ପରିବାରକୁ ସହାୟତା ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନରତ ଦ୍ୱିତୀୟ ବର୍ଷର ଛାତ୍ରୀ ନାଗେଶ୍ୱରୀ ଗଣ୍ଡଙ୍କ ମୃତ୍ୟୁ ଘଟଣାକୁ ଦଶଦିନ ବିତି ଯାଇଛି । ଉମରକୋଟ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ଦର୍ଶାଇ ଗୋଟିଏ ପ୍ରକାର ତଦନ୍ତ ସାରି ଦେଇଛି । କିନ୍ତୁ…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କଲା କଂଗ୍ରେସ୍

ଗୋପାଳପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ଦାବି କରିଛି କଂଗ୍ରେସ । ଟାଟା କମ୍ପାନୀରେ ନିଯୁକ୍ତି କରାଇବା ସହ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ହୋଇଛି । ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗର ତଦନ୍ତ ଦାବି କରିଛି କଂଗ୍ରେସ । ଗୋପାଳପୁର…

ଯାଜପୁର: ଅର୍ଥନୀତିରେ ଅବନତି,ବେକାରି,ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଗର୍ଜିଲା କଂଗ୍ରେସ,…

ଯାଜପୁର ଟାଉନ(କେନ୍ୟୁଜ୍): ଦେଶ ର ଅର୍ଥନୀତିରେ ଅବନତି,ବେକାରି ବୃଦ୍ଧି,ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରରେ ବିଜେପି ସରକାର ଆସିବା ସମୟରେ ଦେଇଥିବା ପ୍ରତିଶୃତିକୁ ପୁରଣ…

କଟକ: ରାଜ୍ୟରେ ନାବାଳିକା ନିର୍ଯ୍ୟାତନା, ବଳାତ୍କାର ଓ ଅପହରଣ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲା କଂଗ୍ରେସର ବିକ୍ଷୋଭ,…

ଜିଲ୍ଲାପାଳଙ୍କ ଅଫିସ ଆଗରେ ଜିଲ୍ଲା କଂଗ୍ରେସ କମିଟିର ବିକ୍ଷୋଭ ଓ ଗଣଧାରଣା। ରାଜ୍ୟରେ ନାବାଳିକା ନିର୍ଯ୍ୟାତନା, ବଳାତ୍କାର ଓ ଅପହରଣ ସଂଖ୍ୟା ବୃଦ୍ଧି ପାଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପାଇଁ ଡାକରା ଦେଇଥିଲେ ଓଡ଼ିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। କଟକ…

ଜଳେଶ୍ୱରର ୪ଟି ବୁଥ୍‌ ବଦଳରେ ଦୁଇଟି ବୁଥ୍‌ରେ ରି ପୋଲିଂକୁ ନେଇ କଂଗ୍ରେସର ପ୍ରତିବାଦ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ୪ଟି ବୁଥ୍‌ ବଦଳରେ ଦୁଇଟି ବୁଥ୍‌ରେ ରି ପୋଲିଂକୁ ନେଇ ପ୍ରତିବାଦ କରିଛି କଂଗ୍ରେସ । ଆସନ୍ତା ୧୯ ତାରିଖରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଦ୍ରିୟାଁନ ଊର୍ଦ୍ଧୁ ପ୍ରାଇମେରି ସ୍କୁଲରେ ଦୁଇଟି ବୁଥ୍‌ରେ ସାନି ମତଦାନ ନେଇ…

ରାଜଧାନୀରେ କଂଗ୍ରେସର ବିକ୍ଷୋଭ : ସିବିଆଇ ବିବାଦ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ କର୍ମୀ

ଭୁବନେଶ୍ୱର (କେନ୍ୟୁଜ୍) : ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ । ଦଳୀୟ କର୍ମୀମାନେ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସିବିଆଇ ଅଫିସ ପର୍ଯ୍ୟନ୍ତ ଆସିଥିଲେ । ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ । ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ…

କଟକ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସର ବିକ୍ଷୋଭ

କଟକ (କେନ୍ୟୁଜ୍) : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ କଟକ ନଗର କଂଗ୍ରେସର ବିକ୍ଷୋଭ । ବାଲିକୁଦା ଜାତୀୟ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । କଟକ ପୁରୀ ଘାଟ ସ୍ଥିତ କଂଗ୍ରେସ କାର୍ୟ୍ୟାଳୟରୁ ଏକ ବାଇକ୍ ରାଲି ବାଲିକୁଦା ଛକ ପର୍ୟ୍ୟନ୍ତ ଆସିଥିଲା । ଏହା ପରେ ବାଲିକୁଦା ଛକରେ…