Odisha News
.
Browsing Tag

crime

ନିଆଳିରେ ଦେଢଶୁରର ଉନ୍ମୁକ୍ତ କାଣ୍ଡ, ଜମିବାଡି ବିବାଦକୁ ନେଇ ଭୁଜାଲିରେ ହାଣିଲା ଭାଇବୋହୂକୁ

କଟକ: ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଭାଇ ବାହୁକୁ ଭୁଜାଲୀରେ ହାଣି ଲହୁ ଲୁହାଣ କରିଛି ଦେଢଶୂର। ଦୀର୍ଘଦିନ ହେବ ବଡ ଭାଇ ଗଣେଶ୍ବର ବାରିକ ଓ ସାନ ଭାଇ ଯୋଗେଶ୍ବର ବାରିକ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୧୦.୩୦…

ସୋର ଥାନା ନିକଟରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସୁନା ହାର, ପୋଲିସର ତଦନ୍ତ ଜାରି

ସୋର:  ୧୬ ନମ୍ବର ଜାତୀୟ ରାଜପଥରେ ଦନିକୁ ଦିନ ଲୁଟେରା ମାନଙ୍କ ରାହାଜାନି ସଂଖ୍ୟା ବୃଦ୍ଧି ପାଇବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇପଡିଥିବା ବେଳେ ପୁଣି ଏକ ଛିନତାଇ ଘଟଣା ସୋର ଥାନା ନିକଟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସୋର ନିକଟବର୍ତ୍ତୀ ରୋଷ ଗ୍ରାମର ମାନସୀ ସ୍କୁଟିରେ…

ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା, ତିନି ଅଭିଯୁକ୍ତା ଡାକ୍ତରାଣୀଙ୍କୁ ଗିରଫ କଲା ପୁଲିସ

ମୁମ୍ବାଇ: ଡାକ୍ତରୀ ଛାତ୍ରୀ ପାୟଲ୍‌ ତଡ଼ଓ୍ଵି ଆତ୍ମହତ୍ୟା ମାମଲା ।  ସମ୍ପୃକ୍ତ ତୃତୀୟ ଅଭିଯୁକ୍ତା ଡାକ୍ତର ଅଙ୍କିତା ଖଣ୍ଡେଲ୍‌ଓ୍ଵାଲ୍‌ଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି । ମଙ୍ଗଳବାର ଦିନ ଅନ୍ୟ ଦୁଇ ଅଭିଯୁକ୍ତା ଡାକ୍ତର ଭକ୍ତି ମେହରେ ଏବଂ ହେମା ଆହୁଜାଙ୍କୁ ଗିରଫ କରିଯାଇଥିଲା।…

ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ହତ୍ୟା ଅଭିଯୋଗ, ଜାଣନ୍ତୁ ପୂରା ଘଟଣା

ଲଣ୍ଡନ : ଆମେରିକାର ବିଶ୍ୱ ଶ୍ରେଷ୍ଠ ଗଲ୍ଫ ଖେଳାଳି ଟାଇଗର ଉଡ୍‌ସଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । ତାଙ୍କ ରୋସ୍ତୋରାଁରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ପରିବାର ପକ୍ଷରୁ ଉଡ୍‌ସ ଓ ତାଙ୍କ ପ୍ରେମିକା ସମେତ କମ୍ପାନୀ ଉପରେ ମକଦ୍ଦମା କରିଛନ୍ତି । ଗତବର୍ଷ…

ଯାଜପୁର : ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମୃତଦେହ ମିଳିବା ଘଟଣା, ଅଭିଯୁକ୍ତ ଗିରଫ

ଯାଜପୁରର ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମା'ର ମୃତଦେହ ସହ ମୁମୂର୍ଷୁ ଅବସ୍ଥାରେ ଝିଅ ଉଦ୍ଧାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଧରାପଡ଼ିନାହିଁ । ଗତ ୨ତାରିଖ ଦିନ ଦେଉଳି ଗାଁର କୃଷ୍ଣଚନ୍ଦ୍ର ସାମଲଙ୍କ ଝିଅକୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ…

ପବିତ୍ର ସଂପର୍କରେ ପାପର ଛିଟା ! ସ୍ତ୍ରୀର ମୃତ୍ୟୁ ପରେ ୮ବର୍ଷର ଝିଅ ସହ ବାପା କରୁଥିଲା ଦୁଷ୍କର୍ମ

ଗୁରୁଗ୍ରାମ : ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳର ପଟୋଦୀରେ ମାନବିକତାକୁ ଲହୁଲୋହାଣ କରିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀର ମୃତ୍ୟୁ ପରେ ଅନେକ ମାସ ହେବ ନିଜ ୮ ବର୍ଷର ଝିଅ ସହ ଦୁଷ୍କର୍ମ କରି ଆସୁଥିଲେ। ଏବେ ତାଙ୍କ ପଡ଼ିଶାରେ ରହୁଥିବା ଦୁଇ ଯୁବତୀ ଏହି ଘଟଣା…

୮ବର୍ଷ ନାବାଳକର ପ୍ରତିଶୋଧ, ଦେଢ଼ବର୍ଷ ଶିଶୁକୁ ପାଣିରେ ବୁଡାଇ କଲା ହତ୍ୟା

ଦୁନିଆରେ ଘଟୁଥିବା ଅଘଟଣ ଏବଂ ଦୁର୍ଘଟଣା ବେଳେବେଳେ ମନୁଷ୍ୟର ଚିନ୍ତାଧାରାକୁ ମଧ୍ୟ ଆଘାତ ପହଞ୍ଚାଇଥାଏ। ଠିକ୍ ସେହିପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀ ଫତେହପୁର ଅଞ୍ଚଳର ଏକ ଛୋଟ ଗ୍ରାମରେ। କୋମଳ ଭାବନାତ୍ମକ ବୟସରେ ଏକ ୮ବର୍ଷର ନାବାଳକ ପ୍ରତିଶୋଧ ନେବା ପାଇଁ…

କଳିଯୁଗ ମା’ର କଳା କାରନାମା ! ଛୁଆ କାନ୍ଦିବାରୁ ରାଗରେ ଚିପିଦେଲା ତଣ୍ଟି

ମା‘ର ମମତାରେ କଳଙ୍କ । ଛୁଆ ଚୁପ ନହେବାରୁ ରାଗରେ ତଣ୍ଟି ଚିପିଦେଲା ମା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଶାମଗଢରେ । କାନ୍ଦିବା ବନ୍ଦ ନକିରିବାରୁ ମହିଳାଜଣକ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ତଣ୍ଟି ଚିପି ମାରିଦେଇଛନ୍ତି । ପୋଲିସର କହିବା ମୁତାବକ, ସଞ୍ଜୟ ସେନ ତାଙ୍କ ସ୍ତ୍ରୀ ସୋନୁ ସେନ ଓ…

ଛେଳି ମୁଣ୍ଡ ସାଙ୍ଗରେ କଟିଲା ଭାଇର ମୁଣ୍ଡ, ପଢ଼ନ୍ତୁ ପୂରା ଘଟଣା

ସୁନ୍ଦରଗଡ(କେନ୍ୟୁଜ୍) : ଗତକାଲି ସଂଧ୍ୟା ସମୟରେ ସୁନ୍ଦରଗଡ ଜିଲ୍ଲାର ବରକାନି ଗାଁରେ ଏକ ବାହାଘର ଭୋଜିର ପ୍ରସ୍ତୁତି ହେଉଥିଲା। ଏହି ସମୟରେ ଗୋଟିଏ ଛେଳି ମୁଣ୍ଡ ପାଇଁ ବଡ ଭାଇସାନ ଭାଇର ବେକ ହାଣି ଦେଇଛି। ଘଟଣାଅନୁଯାୟୀ, ଭୋଜି ପାଇଁ ଛେଳି କଟା ହେଉଥିବା ବେଳେ ଛେଳି ମୁଣ୍ଡ ପାଇଁ ଦୁଇ…

ପାରିବାରିକ କଳହ, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

ସୋର (କେନ୍ୟୁଜ୍) : ସ୍ୱାମୀ ସାଜିଲା ସଇତାନ। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସୋର ମ୍ୟୁନିସିପାଲଟି ପାର ମହଲାରେ ଏହି ଅଘଟଣ ଘଟିଛି। ସ୍ତ୍ରୀର ବେକ କାଟି ହତ୍ୟାପରେ ନିଜ ବେକ କାଟିଲା ସ୍ୱାମୀ। ମୃତକ ଜଣକ ବେବି ଖାତୁନ। ଗୁରୁତର ଅବସ୍ଥାରେ ସେକ ମଣ୍ଟୁଙ୍କୁ ସୋର…

ଖଣ୍ଡଗିରି ଥାନା ପୁଲିସର ବଡ ସଫଳତା, ଧରାପଡିଲା କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌

ଖଣ୍ଡଗିରି: ରାଜଧାନୀ ଓ ୧୬ ନମ୍ବର ଜାତୀୟ ରାଜପଥରେ ସକ୍ରିୟ ଥିବା ଏକ କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଠାବ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭରତପୁରରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ଜେନା(୨୦) ଓରଫ୍ ବୁବୁ, ବାଲିପାଟଣା…

କେନ୍ଦୁଝର ସଁରାପଶି ଗ୍ରାମରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି ଗ୍ରାମରେ ବନ୍ଦ ପଡିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ଯୁବକ ଜଣଙ୍କ ହେଉଛନ୍ତି ସେହି ଗାଁର…