Browsing Tag

crocodile

ପୁଣି ମାତିଲା ମଣିଷଖିଆ କୁମ୍ଭୀର, ଭାଇ ସମ୍ମୁଖରୁ ଭାଇକୁ ଟାଣି ନେଲା

କେନ୍ଦ୍ରାପଡ଼ା(କେନ୍ୟୁଜ୍‌): ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । ଜାଗରରେ ସକାଳୁ ସକାଳୁ ଘଟିଯାଇଛି ଏକ ବଡ଼ ଅଘଟଣ । ଚାହିଁରହିଥିଲା ଭାଇ ତା ସାମ୍ନାରୁ ଭାଇକୁ ଟାଣି ନେଲା କୁମ୍ଭୀର । ମୃତ ବ୍ୟକ୍ତି ହେଉଛନ୍ତି ନିମାଇଁ । ଆଜି…

ନଦୀ ପଠାରେ ବୁଲୁଛି କୁମ୍ଭୀର, ଭୟଭୀତ ଗ୍ରାମବାସୀ

ଦଶପଲ୍ଲା (କେନ୍ୟୁଜ): ନଦୀ ପଠାରେ ବୁଲୁଛି କୁମ୍ଭୀର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳ କୁମ୍ଭୀର ବାଲି ଉପରେ ବୁଲୁଥିଲା । କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗ୍ରାମବାସୀ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ…

ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ୧୮୧୧ କୁମ୍ଭୀର ଠାବ

ରାଜନଗର : ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି । ଚଳିତବର୍ଷ ଭିତରକନିକାରେ ୧୮୧୧ କୁମ୍ଭୀର ଠାବ ହୋଇଛନ୍ତି । ଗତବର୍ଷ ୧୭ ଶହ ୯୩ କୁମ୍ଭୀର ଥିଲେ । ବର୍ଷେ ମଧ୍ୟରେ କୁମ୍ଭୀର ସଂଖ୍ୟା ଆଉ ୧୮ ବଢିଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ବର୍ଷକରେ ୪ଟି କୁମ୍ଭୀରର…

ଲୋକଙ୍କ ମନରେ ତାଜା ହୋଇଛି କୁମ୍ଭୀର ଭୟ, ଆତଙ୍କରେ ଗାଁ ଲୋକେ

ଭଦ୍ରକ (କେନ୍ୟୁଜ୍‌): ଭାବୁଛନ୍ତି କି ବର୍ଷା ଦିନ ତ ସରିଲା ଆଉ ଏବେ କୁମ୍ଭୀର ଭୟ ନାହିଁ । ଯଦି ଆପଣମାନେ ଏପରି କିଛି ଭାବୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏବେ ବି ଉଛୁଳା ନଈରେ ଭାସୁଛି ବଉଳା କୁମ୍ଭୀର । ଆଉ ଏହି କୁମ୍ଭୀର କେତେବେଳେ ଗାଈ ଟାଣି ନେଉଛି ତ ଆଉ କେତେବେଳେ ମଣିଷ ଟାଣି…

ଜଳେଶ୍ୱରରେ କୁମ୍ଭୀର ଆତଙ୍କ : ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର

ଜଳେଶ୍ୱର (କେନ୍ୟୁଜ): ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ କୁମ୍ଭୀର ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା । ଏହି ନଦୀରେ ଦୀର୍ଘ ମାସେ ହେବ ୨ରୁ ୩ଟି କୁମ୍ଭୀର ଆତଙ୍କ ଖେଳାଇଥିଲେ । ଛେଳି, ଗୋରୁଙ୍କୁ…

କାଠଗଣ୍ଡି ଭାବି ବସିବାକୁ ଯାଉଥିବା ବେଳେ ମତ୍ସଜୀବୀଙ୍କୁ ଆକ୍ରମଣ କଲା କୁମ୍ଭୀର

ବାଲେଶ୍ୱର (କେନ୍ୟୁଜ): ବିଶାଳକାୟ କୁମ୍ଭୀର ଉଦ୍ଧାର । ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ମୂରଲୀଚଡରୁ କୁମ୍ଭୀରକୁ ଉଦ୍ଧାର କଲେ ମତ୍ସଜୀବୀ । ବନବିଭାଗକୁ ହସ୍ତାନ୍ତର କରିଛନ୍ତି ମତ୍ସ୍ଯଜିବୀ। ମୁରଲୀଚଡ ଦ୍ବୀପରେ ବିଶ୍ରାମ ନେବାବେଳେ କୁମ୍ଭୀରକୁ ଦେଖିଥିଲେ ମତ୍ସଜୀବୀ। କାଠଗଣ୍ଡି ଭାବି…

ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବଉଳା କୁମ୍ଭୀର ଉଦ୍ଧାର

ରାଜନଗର : ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁ ରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ କୁମ୍ଭୀର ଉଦ୍ଧାର କଲା ବନବିଭାଗ। ଉଦ୍ଧାର କୁମ୍ଭୀରକୁ ବାଉଁଶଗଡ ନଦୀରେ ଛଡାଯାଇଥିବା ନେଇ ବନବିଭାଗର ସୂଚନା ଦେଇଛି…

କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ, ଅଢ଼େଇ ମାସରେ ୫୫ ଜଣଙ୍କର ମୃତ୍ୟୁ

ରାଜନଗର : କେନ୍ଦ୍ରାପଡା ଜିଲ୍ଲାରେ ଚିନ୍ତା ବଢାଇଛି କୁମ୍ଭୀର ଆତଙ୍କ । ଅଢ଼େଇ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୫୫ ଜଣଙ୍କର ମୃତ୍ୟୁ ହେଲାଣି। ଯେଉଁଥିପାଇଁ ରାଜନଗର ବନବିଭାଗର ନିଦ ହଜିଯାଇଛି । ପୂର୍ବରୁ ପୋଷ୍ଟର ବ୍ୟାନର, ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ…

ରାଜନଗରରେ ପୁଣି କୁମ୍ଭୀର ଆତଙ୍କ, ମଇଁଷି ଚରାଉଥିବା ବେଳେ କୂଳରୁ ଝାମ୍ପି ନେଲା କୁମ୍ଭୀର

ପୁଣି ନଦୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର। ଶିକାର ଆଶାରେ ଜଗିରହିଥିଲା କୂଳ ପାଖରେ। ଶେଷରେ ସୁଯୋଗ ଦେଖି ଝାମ୍ପିନେଲା। ବ୍ୟକ୍ତି ଜଣକ ସବୁଦିନ ଭଳି ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଇବାକୁ ଯାଇଥିଲେ। କିନ୍ତୁ ସେ କଣ ଜାଣିଥିଲେ ଏଠି ତାଙ୍କର ମରଣ ତାଙ୍କୁ ଜଗି ରହିଛି ବୋଲି.. କିଛି କ୍ଷଣ…

ମନ୍ତେଈ ନଈରେ ବୁଲୁଛି ୨୦ ଫୁଟିଆ କୁମ୍ଭୀର, ଲୋକେ ଆତଙ୍କିତ

ଭଦ୍ରକ (କେନ୍ୟୁଜ): ଭଦ୍ରକ ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କ। ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ନଦୀରେ କୁମ୍ଭୀର ବୁଲୁଥିବା ଦେଖି ମୋବାଇଲ ମାଧ୍ୟମରେ ଭିଡିଓ କରି…

ରେଷ୍ଟୁରାଣ୍ଟରେ ମିଳିଲା ନୁଡଲ୍ସ ସହିତ କୁମ୍ଭୀର ଗୋଡ, ଯାହାକୁ ନେଇ ଏବେ ଚର୍ଚ୍ଚା

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମିଳିଥାଏ । କେଉଁଠି ଭଲ ଖାଇବା ତ ଆଉ କେଉଁଠି ଖରାପ ଖାଇବା । ଆଉ ବେଳେ ବେଳେ ଏମିତି ଅଜବ ଖାଇବା ଖାଇବାକୁ ମିଳିଥାଏ ଯେ, ଯାହାକୁ ଦେଖିଲେ ମଧ୍ୟ ବାନ୍ତି ଲାଗିଥାଏ । ଏମିତି ଏକ ଖାଦ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ…