Browsing Tag

crop damage

ବାତ୍ୟା ମିଗଜୋମ୍ ପ୍ରଭାବ: ସବୁ ଜିଲ୍ଲାପାଳଙ୍କୁ ଫସଲ କ୍ଷୟକ୍ଷତିର ରିପୋର୍ଟ ମାଗିଲେ SRC

ଭୁବନେଶ୍ୱର (କେନ୍ୟୁଜ): SRC ମାଗିଲେ ଫସଲ କ୍ଷୟକ୍ଷତି ରିପୋର୍ଟ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ SRC ସତ୍ୟବ୍ରତ ସାହୁ । ଫସଲ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଡିସେମ୍ବର ୧୨ ତାରିଖ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ…

ନୂଆପଡ଼ାର ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ, ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ମଣ୍ଡୋସିଲ ଗାଁରେ କାଳବୈଶାଖୀର ତାଣ୍ଡବ। ଝଡ଼ବର୍ଷା ଯୋଗୁଁ ଚାଷୀଙ୍କ ଶହ ଶହ ସଂଖ୍ୟାରେ କଦଳୀ ଗଛ ଭାଙ୍ଗି ନଷ୍ଟ ହୋଇଯାଇଛି। ଯାହାଫଳରେ କଦଳୀ ଚାଷ ବ୍ୟାପକ ଭାବେ ନଷ୍ଟ ହେବାସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲା ଦେଇଛି। ବିଭିନ୍ନ ବ୍ୟାଙ୍କ ସମେତ…

ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ, ଛାରଖାର ହୋଇଯାଇଛି ବହୁ ରବି ଫସଲ

ଭଦ୍ରକ: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବରେ ଭଦ୍ରକ ଜିଲ୍ଳାର ଚାଷୀକୂଳ ପ୍ରଭାବିତ । ଗତବର୍ଷ ସାଳନ୍ଦୀ ଓ ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ଦ୍ୱାରା ଖରିଫ୍‌ ଚାଷ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଡାଳୁଅ ଧାନଚାଷ କରି କ୍ଷତି ଭରଣା କରିବାକୁ ଅଶା ରଖିଥିଲେ ଚାଷୀ । ଏବେ ପୁଣି ଫନିର…

ଗଞ୍ଜାମରେ ଗଜରାଜଙ୍କ ଉପଦ୍ରବ,ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଅନେକ ଫସଲ

ଗଞ୍ଜାମ : ସୋରଡା ବ୍ଲକ ଗାଜଲବାଡି ଗାଁ ପଣ୍ଡାଖୋଳ ଜଙ୍ଗଲରେ ବୁଲୁଛନ୍ତି ୨୯ଟି ହାତୀ । ଜଙ୍ଗଲରେ କିଛି ଯୁବକ ନିଆଁ ଲଗାଇଦେଇଥିବାରୁ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି। ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଫଳରେ ଗାଁଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀମାନେ…

ଚିନ୍ତାରେ ବରଗଡ଼ କପା ଚାଷୀ, ସରକାରଙ୍କ ସହାୟତାକୁ ଅପେକ୍ଷା

ବରଗଡ଼(କେନ୍ୟୁଜ୍) : ସମସ୍ତଙ୍କ ଭୋକ ମେଣ୍ଟାଉଛି ଚାଷୀ, ହେଲେ ଚାଷୀର ଦୁଃଖ ବୁଝିବାକୁ ଗୁହାରୀ କରିବାକୁ ପଡୁଛି ଚାଷୀଙ୍କୁ । ଖରା, ବର୍ଷା, ଶୀତ ସହି ସାଧାରଣ ଲୋକଙ୍କ ପେଟ ପାଇଁ ଦିନ ରାତି ଖଟିଥାନ୍ତି ଏହି ଚାଷୀ ପୁଅ । ହେଲେ ଫସଲ କ୍ଷତି ଯେ ସେମାନଙ୍କ ପକ୍ଷେ କେତେ ଯେ କଷ୍ଟ ଏବଂ ପରିବାର…

ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଚିନ୍ତା ବଢାଉଛି ଚକଡା ପୋକ, କୀଟନାଶକ ପ୍ରୟୋଗ କଲେ ମଧ୍ଯ ମିଳୁନି ସୁଫଳ

ସୁବର୍ଣ୍ଣପୁର(କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଚିନ୍ତା ବଢାଉଛି ଚକଡା ପୋକ । ଗୋଟିଏ ପରେ ଗୋଟିଏ ଅଞ୍ଚଳ ଚକାଡ଼ ପୋକ ଉପଦ୍ରବର ଶିକାର ହେଉଛି । କୀଟନାଶକ ପ୍ରୟୋଗ କଲେ ବି କିଛି ସୁଫଳ ମିଳୁନି । ଅମରପାଲି ସହ ଗୌଡଗାଡ, ବହଲପଦର, କୁଶାଦାଦର ଗାଁରେ ମଧ୍ୟ ଚକଡା ଯୋଗୁଁ ଶତାଧିକ ଏକର ଚାଷ…

ଚାଷୀଙ୍କୁ କନ୍ଦାଉଛି ଚକଡା ପୋକ, ଏକର ଏକର ଜମିରେ ଏବେ ଧାନ ଫସଲ ନଷ୍ଟ

ମୟୁରଭଞ୍ଜ(କେନ୍ଯୁଜ୍) : ଚାଷୀଙ୍କୁ କନ୍ଦାଉଛି ଚକଡା ପୋକ । ଏକର ଏକର ଜମିରେ ଏବେ ଧାନ ଫସଲ ନଷ୍ଟ ହେଉଛି । ଫଳରେ ଚିନ୍ତାରେ ପଡିଛନ୍ତି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟା ପଞ୍ଚାୟତର ଚାଷୀ । ପୋକ ଲାଗି ଧାନ ଗଛ ମୂଳ ପଚିଯାଉଛି । ଜଣେ କି ଦୁଇ ଜଣ ନୁହଁ ପଞ୍ଚାୟତର ୬୦ ପ୍ରତିଶତ ଚାଷ…

ପୁଣି ଚକଡ଼ା ପୋକ ଚଡ଼କ, ଆୟତ୍ତ ନହେବାରୁ ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ବଲାଙ୍ଗୀର(କେନ୍ଯୁଜ୍) : ପୁଣି ଚକଡ଼ା ପୋକ ଚଡ଼କ । କୀଟନାଶକରେ ପୋକ ଆୟତ୍ତ ନହେବାରୁ ଧାନ କ୍ଷେତରେ ନିଆଁ ଲଗାଇ ଦେଉଛନ୍ତି ଚାଷୀ । ବଲାଙ୍ଗୀର ଜିଲ୍ଲା ସାହାଜବାହାଲ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏବର୍ଷ ଭଲ ଅମଳ ହେବା ଆଶା ରଖିଥିଲେ ଚାଷୀ। ହେଲେ ଚକଡା ପୋକ ଲାଗି କ୍ଷେତ ନଷ୍ଟ ହୋଇ…

ଧୋକା ଦେଲା କୀଟନାଶକ, ଉଜୁଡ଼ା କ୍ଷେତରେ ଗାଈ ଚରାଇଲେ ଚାଷୀ

କୁଚିଣ୍ଡା (କେନ୍ଯୁଜ୍) :ରୋଗ ପୋକ ଦାଉସାଧିଲା। ଉଜୁଡି ଗଲା ଚାଷୀଙ୍କ ଏକର ଏକର ଧାନ ଫସଲ । ଶେଷରେ ହତାଶ ଚାଷୀ ଏବେ ବାଧ୍ୟ ହୋଇଛି ଉଜୁଡା କ୍ଷେତରେ ଗାଈ ଚରାଇବାକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକରେ । ଏହି ବ୍ଳକ୍ ରେ ଅନେକ ଜମିରେ ଏବେ ରାଜ୍‌…

ଚାନ୍ଦବାଲି : ୮ଟି ପଞ୍ଚାୟତର ଲୋକ ପାଣି ଘେରରେ,ଶହଶହ ହେକ୍ଟର ଚାଷ ଜମିରେ ଲୁଣା ପାଣି

ଭଦ୍ରକ (କେ ନ୍ୟୁଜ୍) : ଦୁଇ ଦିନର ଲଗାଣ ବର୍ଷାରେ ଚାନ୍ଦବାଲିରେ ଜଳାର୍ଣ୍ଣବ ପରିସ୍ଥିତି । ବର୍ଷା ପାଣି ସାଙ୍ଗକୁ କୂଳ ଲଂଘିଛି ସମୁଦ୍ର । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ପାଣି ଚାଷ ଜମିରେ ମାଡି ଯାଇଛି । ଚାନ୍ଦବାଲି ବ୍ଲକର ଶହଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ବାଧାପ୍ରାପ୍ତ ହୋଛି…