Browsing Tag

csk fan crying

ଚେନ୍ନାଇର ପରାଜୟରେ ଗୋଡ କଚାଡି ବାହୁନି-ବାହୁନି କାନ୍ଦିଲା ଏହି ବାଳକ, ସାରାରାତି ବୁହାଇଲା ଲୁହ

IPL ୨୦୧୯ର ଫାଇନାଲରେ ଚେନ୍ନାଇ ହାରିବା କାରଣରୁ ଟିମର ଫ୍ୟାନ୍ସ ବହୁତ ଦୁଃଖରେ ଅଛନ୍ତି। ଲୋକମାନେ ବିଶ୍ବାସ କରିପାରୁନାହାନ୍ତି ଯେ ବିଜୟ ମୁକୁଟ ପିନ୍ଧିବାର ଆକାଂକ୍ଷାରେ ଥିବା ଚେନ୍ନାଇ ୧ ରନରେ ହାରିଗଲା। ରବିବାର ରାତିରୁ ନେଇ ଏବେ ପର୍ଯ୍ୟନ୍ତ ପୂରା ସୋସିଆଲ ମିଡିଆରେ ଚେନ୍ନାଇ ଏବଂ…