Browsing Tag

currency

ବ୍ୟାଙ୍କ ନଥିଲେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବେ କେମିତି ? ଜାଣିନିଅନ୍ତୁ ସବିଶେଷ

କେନ୍ୟୁଜ୍(ବ୍ୟୁରୋ): ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ବଢିଲା ଦ୍ୱନ୍ଦ୍ୱ। ସେପ୍ଟେମ୍ବର ୩୦ ପରେ କ'ଣ ହେବ? ୨ ହଜାର ଟଙ୍କିଆ ନୋଟର ପ୍ରଚଳନ ବୈଧ ରହିବ ନା ନାହିଁ ? ଏହାକୁ ନେଇ ନାନା ମୁନିଙ୍କ ନାନା ମତ । ଗୋଲାପୀ ନୋଟ ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ୨ ହଜାର…

ଖରାପ ଫଟା ନୋଟକୁ ନେବା ପରେ କଣ ପୁନର୍ବାର ହୁଏ କି ବ୍ୟବହାର? ଜାଣନ୍ତୁ ବ୍ୟାଙ୍କ କରେ କଣ ଏହି ନୋଟ୍‌

ଇଣ୍ଡିଆନ୍‌ କରେନ୍ସୀ ବିଷୟରେ ଅନେକ ପ୍ରକାରର ଫ୍ୟାକ୍ଟସ ଆପଣ ପଢ଼ିଥିବେ । ଏବଂ ଇଣ୍ଡିଆନ୍‌ କରେନସୀ ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି ମଧ୍ୟ । ଆମେ ସମସ୍ତେ ତ ଜାଣିଛନ୍ତି ଇଣ୍ଡିଆରେ କାଗଜ ନୋଟର ପ୍ରଚଳନ ହେଉଛି । ଅନେକ ଥର ଏମିତି ହୋଇଥାଏ ଯେ ନୋଟ ଫାଟିଯାଏ କିମ୍ବା ଏତେ ପୁରୁଣା ହୋଇଯାଏ ଯେ…

ଭାରତୀୟ ମୁଦ୍ରା ହେବ ଇଣ୍ଟରନ୍ୟାସନାଲ କରେନ୍ସି Rupeeଦ୍ୱାରା ବିଦେଶରେ କାରବାର କରିପାରିବେ ଦେଶୀୟ ବ୍ୟବସାୟୀ

ଭାରତୀୟ ମୁଦ୍ରା ଅନ୍ତରାଷ୍ଟ୍ରୀୟ ମୁଦ୍ରା ହେବା ପାଇଁ ଆଉ ମାତ୍ର ଅଳ୍ପ ଦୂରତା ରହିଛି। ଏବେ ଅଧିକରୁ ଅଧିକ ଦେଶ ବୈଷୟିକ ବ୍ୟାପାର କୁ କମ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । କିଛି ଦେଶ INR ରେ ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ସୁବିଧାଜନକ କରିବା ପାଇଁ ଚାହୁଁଛନ୍ତି । ଭାରତର କେନ୍ଦ୍ରୀୟ ବ୍ୟାଙ୍କ…

ନୋଟରୁ ବ୍ୟାପେ କି କରୋନା ଭାଇରସ? କରେନ୍ସି ସାଇକେଲ ଆସୋସିଏସନ କଲା ବଡ଼ ଖୁଲାସା

କରୋନା ଭାଇରସର ଭୟାବହତାକୁ ଦେଖି ୨୧ ଟି ଦେଶରେ ଲକଡାଉନ ହୋଇସାରିଲାଣି। ଏହି ଭାଇରସ କେବେ ସରିବ ସେନେଇ ସମସ୍ତେ ଚାହିଁ ରହିଛନ୍ତି। ତେବେ ଇତି ମଧ୍ୟରେ କରୋନା ସଂକ୍ରମଣକୁ ନେଇ କେତେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ପ୍ରକାଶ ପାଇଛି। 'କଣ ନୋଟ ମାଧ୍ୟମରେ ବି କରୋନା ବ୍ୟାପିବ' ଏହି ପ୍ରଶ୍ନ…

ଟ୍ୟାକ୍ସ ଫାଙ୍କିବାକୁ ଝରକା ବାଟେ ଫିଙ୍ଗିଦେଲେ ୫୦୦, ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ, ଦେଖନ୍ତୁ ଭିଡିଓ

କଲିକତାର କେନ୍ଦ୍ରୀୟ ବ୍ୟାପାର ଜିଲ୍ଲାର ଏକ ବିଲ୍ଡିଂର ଛଅ ତାଲାରୁ ଟଙ୍କା ଫିଙ୍ଗାଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ସମୟରେ ବିଲ୍ଡିଂରେ ଡିଆର୍‌ଆଇ(Directorate of Revenue Intelligence)…

ଏବେ ଆଉ କେବେବି ଦେଖିବାକୁ ମିଳିବନି ୧୦୦୦ ଟଙ୍କିଆ ନୋଟ୍‌, ମୋଦି ସରକାରଙ୍କ ବଡ ନିଷ୍ପତ୍ତି

ଏବେ ହଜାର ଟଙ୍କିଆ ନୋଟକୁ ଦେଖିବା ସ୍ୱପ୍ନ ହୋଇଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏକ ହଜାର ଟଙ୍କିଆ ନୋଟ ଜାରୀ କରିବାର ଅନୁମତି ଦେବାକୁ ଥିବା ୧୯୯୯ ଆଇନକୁ ସଂସଦରେ ନାକଚ କରିଦିଅଯାଇଛି। ଅର୍ଥବ୍ୟବସ୍ଥାରେ କରେନ୍ସୀ ନୋଟକୁ ଦୂର କରିବା ପାଇଁ ସେହି ସମୟରେ ଏହି ଆଇନ ଲାଗୁ କରାଯାଇଥିଲା। ସଂସଦ…

୨୦ ଟଙ୍କିଆ ନୋଟ୍‌ର ନବକଳେବର, ଏମିତି ରୂପରେ ବଜାର ପ୍ରବେଶ କରିବ ଏହି ନୋଟ୍‌

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଖୁବ ଜଲଦି ବଜାରକୁ ଆଣିବାକୁ ଯାଉଛି ନୂଆ ୨୦ ଟଙ୍କିଆ ନୋଟ୍‌। ଏଥିରେ ମହାତ୍ମା ଗାନ୍ଧିଙ୍କ ଫଟୋ ଏକ ନୂଆ ସିରିଜରେ ଆସୁଥିବା ବେଳେ ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ମଧ୍ୟ ରହିବ । ରିଜର୍ଭ ବ୍ୟାଙ୍କ ତରଫର କୁହାଯାଇଛି ଯେ, ଏହି ନୂଆ ୨୦…

 ମୁଦ୍ରା ବିନିମୟ ସମୟରେ ଧ୍ୟାନ ରଖନ୍ତୁ ଏହି କଥା, ନଚେତ୍ ଖାଇପାରନ୍ତି ଧୋକା

ନୂଆଦିଲ୍ଲୀ : ଅଧିକାଂଶ ଭାରତୀୟ ନାଗରୀକଙ୍କୁ କରେନ୍ସି ଏକ୍ସଚେଞ୍ଜ ବା ମୁଦ୍ରା ବିନିମୟ ବିଷୟରେ ବହୁତ କମ ଜ୍ଞାନ ରହିଥାଏ। କିନ୍ତୁ ଯେବେ ଶିକ୍ଷା ବା ଚାକିରି ପାଇଁ ବିଦେଶ ଯିବାକୁ ପଡ଼ିଥାଏ ସେତେବେଳେ ଏହାର ମହତ୍ତ୍ବ ଜଣାପଡ଼ିଥାଏ। ପ୍ରଥମତଃ ମୁଦ୍ର ବିନିମୟ ଶୁଣିବାକୁ ଜଟିଳ ଲାଗିଥିବା ବେଳେ…