Browsing Tag

CycloneFani

ମେ’୩ରେ ପୃଥିବୀରେ ଘଟିଥିଲା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବିଶ୍ୱ ଇତିହାସରେ ମେ'୩ ତାରିଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଘଟିଛି। ଏହି ଦିନ ଅନେକ ଗୁଡ଼ିଏ ଗୃହ ଯୁଦ୍ଧର ସମାପ୍ତି ଘଟିଛି। ସେହିପରି ଏକାଧିକ ଶାନ୍ତି ଚୁକ୍ତିରେ ମଧ୍ୟ ହସ୍ତାକ୍ଷର କରାଯାଇଛି। ଭାରତର ସିନେ ଜଗତ ପାଇଁ ମଧ୍ୟ ଏହା ଏକ ମହତ୍ୱପୂର୍ଣ୍ଣ ଦିନ, କାରଣ ଏହି ଦିନ ଭାରତର ପ୍ରଥମ…

ଫନି ବିପନ୍ନଙ୍କୁ ରିଲିଫ୍ ଅନିୟମିତତା, ପ୍ରତିବାଦରେ ବିକ୍ଷୋଭ କଲେ ଅଲ୍ ଇଣ୍ଡିଆ କିଷାନ ମଜଦୂର ସଂଗଠନ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଫନି ବାତ୍ୟା ବିପନ୍ନ ମାନଙ୍କୁ ରିଲିଫ୍ ପ୍ରଦାନରେ ବ୍ୟାପକ ଅନିୟମିତତା। ଏହି ଅଭିଯୋଗ କରି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅନିୟମିତତା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ…

‘ଫନି’ ପ୍ରପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢାଇଲା କାନାଡ଼ା ବ୍ୟାଙ୍କ୍

କାନାଡ଼ା ବ୍ୟାଙ୍କର ସିଇଓ ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫନି ପ୍ରପୀଡ଼ିତଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ଗସ୍ତରେ ଆସି କାନାଡ଼ା ବ୍ୟାଙ୍କର ସିଇଓ ଆର.ଏ. ଶଙ୍କର ନାରାୟଣ ୯,୨୮,୦୮,୮୧୧,୦୪ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି…

ବାତ୍ୟା ଫନିରେ କ୍ଷୟକ୍ଷତି ହୋଇନାହିଁ ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିର : ଏଏସଆଇ

ବାତ୍ୟା ଫନି ଦ୍ୱାରା ଶ୍ରୀମନ୍ଦିର ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଥିବା ପରିଚାଳନା କମିଟିକୁ ରିପୋର୍ଟ ଦେଇଛି ଏଏସଆଇ । ଗତ କିଛି ଦିନ ତଳେ ଡ୍ରୋନ କ୍ୟାମେରା ଦ୍ୱାରା ଶ୍ରୀମନ୍ଦିର ଉପର ଓ ପରିସରର ଭିଡିଓଗ୍ରାଫି…

ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ, ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ

ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ । ଏବେ ବି ପୁରୀ ଜିଲ୍ଲାର ୫୦ ପ୍ରତିଶତ ଗ୍ରାମାଞ୍ଚଳ ଅନ୍ଧାରରେ । ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ । ଫନି ପରେ କେନ୍ଦ୍ରରୁ କେନ୍ଦ୍ରୀୟ ଟିମ ଆସି ଅନୁଧ୍ୟାନ କରି ଫେରିଛନ୍ତି । ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ନେଇ ପ୍ରାରମ୍ଭିକ…

ଫନି ପରେ ଚିଲିକାରେ ଦୁଇଟି ନୂଆ ମୁହାଣ

ଫନି ପ୍ରଭାବରେ ଚିଲିକାରେ ଖୋଲିଲା ୪ଟି ନୂଆ ମୁହାଣ। ପୂର୍ବରୁ ମାତ୍ର ୨ଟି ମୁହାଣ ଥିବା ବେଳେ ଫନି ପ୍ରଭାବରେ ଜୈବ ବିବିଧତାରେ ପରବର୍ତ୍ତନ ଘଟିଛି। ଉଚ୍ଚ ଜୁଆର ଓ ପବନର ତୀବ୍ର ବେଗ ଫଳରେ ଏହି ମୁହାଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫନି କେବଳ ବିପର୍ଯ୍ୟୟ ଆଣିନି, ଜୈବ ବିବିଧତାରେ ମଧ୍ୟ ବ୍ୟାପକ…

ଓଡ଼ିଶାର ଅର୍ଥନୀତି ଉପରେ ‘ଫନି’ ପ୍ରଭାବ, ରାଜ୍ୟ ଅଭିବୃଦ୍ଧି ହାର ହ୍ରାସ ଆଶଙ୍କା

ଭୁବନେଶ୍ୱର : ଅଧା ଓଡ଼ିଶାକୁ ଛାରଖାର କରିଦେଲା ବାତ୍ୟା ଫନି। ଭାଙ୍ଗି ଯାଇଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ଫନିର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ। ରାଜ୍ୟ ଅଭିବୃଦ୍ଧି ହାର ହ୍ରାସ ଆଶଙ୍କ ଦେଖାଦେଇଛି। ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହି ଆସିଥିଲା। ୨୦୧୯-୨୦ ଆର୍ଥିକ…

‘ଫନି’ ନେଇ ପ୍ରସ୍ତୁତି, ନନ୍ଦନକାନନ ଏବଂ ବାଲୁଖଣ୍ଡ ଅଭୟାରଣ୍ୟରେ ପଶୁପକ୍ଷୀଙ୍କ ସୁରକ୍ଷା ନେଇ ତତ୍ପରତା

ପୁରୀ : ରାଜ୍ୟରେ ଆରମ୍ଭ ହେଲାଣି ଫନି ବାତ୍ୟାର ତାଣ୍ଡବ। ଏବେଠାରୁ ବର୍ଷା ଏବଂ ପବନ ଆରମ୍ଭ ହୋଇଗଲାଣି। ଏନେଇ ପୁରୀ ଉପଖଣ୍ଡରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ନନ୍ଦନକାନରେ ଥିବା ହଜାର ହଜାର ପକ୍ଷୀ ଏବଂ ପଶୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ଏବଂ କୋଣାର୍କର…