‘ଆନିମଲ’ ଫିଲ୍ମ ପରେ ୬ମାସର ବ୍ରେକ୍ ନେବେ ରଣବୀର, ଝିଅ ସହ ବିତାଇବାକୁ ଚାହୁଁଛନ୍ତି ସମୟ
ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ 'ଆନିମଲ' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ରଶ୍ମିକା ମନ୍ଦନା । ରଣବୀର ପ୍ରଫେସନାଲ ଲାଇଫ ସହିତ ନିଜ ପର୍ସନାଲ ଲାଇଫ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରଣବୀର କପୁର ଏବେ ଫିଲ୍ମରୁ…