Browsing Tag

dream signs

ସ୍ୱପ୍ନରେ ପ୍ରେମୀ ହସୁଥିବାର ଦେଖିଲେ, ମିଳିଥାଏ ଏମିତି ସଂକେତ

ସ୍ୱପ୍ନରେ ଆମେ ଏମିତି କିଛି କଥା ଦେଖିଥାଉଁ, ଯାହା ସମ୍ପର୍କରେ ସର୍ବଦା ଚିନ୍ତା କରିବାକୁ ପଡିଥାଏ । ସ୍ୱପ୍ନରେ ପ୍ରତ୍ୟେକ ଜିନିଷକୁ ଦେଖିବାର ଅର୍ଥ ରହିଛି । ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସମ୍ପର୍କରେ କୁହାଯାଇଛି । କେଉଁ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ । ଏହାର ବି ସୂଚନା ଦିଆଯାଇଛି ।…

ଯଦି ଆପଣଙ୍କୁ ଆସୁଛି ଏମିତି ସ୍ୱପ୍ନ, ତ ସଫଳତାର ଶୀର୍ଷରେ ପହଞ୍ଚିବେ ଆପଣ; ଜାଣନ୍ତୁ କେଉଁ ସ୍ୱପ୍ନର କ’ଣ ରହିଛି ରହସ୍ୟ…

ସ୍ୱପ୍ନ ଶାସ୍ତ୍ରରେ ଆମେ ଦେଖୁଥିବା ସ୍ୱପ୍ନ ବିଷୟରେ ଅନେକ କଥା କୁହାଯାଇଛି। ପ୍ରତ୍ୟେକ ସ୍ୱପ୍ନର ରହସ୍ୟ ଏବଂ ଅଲଗା ଅଲଗା ଫଳ ରହିଥାଏ। କିଛି ସ୍ୱପ୍ନ ଏମିତି ବି ଥାଏ, ଯାହା ଜଣେ ମଣିଷକୁ ବାରମ୍ବାର ଆସିଥାଏ। ବାରମ୍ବାର ଆସୁଥିବା ଏମିତି ସ୍ୱପ୍ନ ମଣିଷକୁ ଚେତେଇ ଦେବାର କାମ କରିଥାଏ। ଆମେ…

ଘରକୁ ଖୁସି ଆଣିଥାଏ ଏହିସବୁ ସ୍ୱପ୍ନ, ଆପଣ ଏମିତି ଦେଖୁଛନ୍ତି କି !

କର୍ମମୟ ଜୀବନରୁ ଏବେ ପୁରା ଫୁରସତ ମିଳିଛି। ସମସ୍ତେ ପ୍ରାୟ ଅଧିକା ସମୟ ଶୋଉଛନ୍ତି। ଶୋଇଲା ବେଳେ ସ୍ୱପ୍ନ ଆସିବା ସ୍ୱାଭାବିକ । କଣ ଆପଣ ଜାଣିଛନ୍ତି ଆପଣଙ୍କ ସ୍ୱପ୍ନରୁ ଜଣା ପଡିବ ଆପଣଙ୍କ ଘରେ କେତେ ଖୁସି ଖବର ଆସିବ। ସ୍ବପ୍ନର ସମ୍ବନ୍ଧ ଆପଣଙ୍କ ମନ ସ୍ଵଭାବ ଓ ଆର୍ଥିକ ଅବସ୍ଥାକୁ ନେଇ ଆସେ।…

ସ୍ୱପ୍ନରେ ଏହି ପାଞ୍ଚଟି ଜିନିଷ ଦେଖିବା ଅତ୍ୟନ୍ତ ଶୁଭ, ହେବ ଧନର ବର୍ଷା ! କଣ ଆପଣ ବି ଏମିତି ସ୍ୱପ୍ନ ଦେଖୁଛନ୍ତି ?

ରାତିରେ ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖନ୍ତି। ଏହି ସ୍ୱପ୍ନ ମଧ୍ୟରୁ କିଛି ସ୍ୱପ୍ନ ଆପଣଙ୍କୁ ଖୁସି ଦେଇଥାଏ ତ ଆଉ କିଛି ଆପଣଙ୍କୁ ଚିନ୍ତାରେ ପକାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ସ୍ୱପ୍ନ ସହିତ ଆପଣଙ୍କ ଜୀବନର ବହୁତ ବଡ ମହତ୍ତ୍ୱ ରହିଛି। ଆପଣ ଦେଖିଥିବା ସ୍ୱପ୍ନ ଆପଣଙ୍କ ଆଗାମୀ ସମୟ…

ଏହି ସବୁ ସ୍ୱପ୍ନ ଆପଣଙ୍କୁ ଦେଇଥାଏ ଧନ ବର୍ଷାର ସଂକେତ,ହେଲେ ତାହା ଆପଣ ଜାଣିପାରନ୍ତି ନାହିଁ

ସ୍ୱପ୍ନତ ସମସ୍ତଙ୍କୁ ଆସିଥାଏ, କାହାକୁ ଖରାପ ସ୍ୱପ୍ନ ଆସିଥାଏ, ତ କାହାକୁ ଭଲ ସ୍ୱପ୍ନ ଆସିଥାଏ । ହେଲେ ସ୍ୱପ୍ନ ଜ୍ୟୋତିଷ ଅନୁସାରେ କିଛି ଏଭଳି ସ୍ୱପ୍ନ ରହିଛି ଯାହା ଅନେକ ଶୁଭ ସଂକେତ ଦେଇଥାଏ କିନ୍ତୁ ଏହାକୁ କିଛି ଲୋକ ଅଣଦେଖା କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଏପରି କିଛି ସ୍ୱପ୍ନ…

୮ ଟି ଭୟଙ୍କର ସ୍ବପ୍ନ ! ଯାହା କହିଥାଏ ଖୁବ ଶୀଘ୍ର ଆପଣଙ୍କ ସହ ହୋଇପାରେ କିଛି ଖରାପ

ସ୍ବପ୍ନ ସମସ୍ତେ ଦେଖନ୍ତି । କୁହାଯାଏ କିଛି ସ୍ବପ୍ନ ଶୁଭ ସଂକେତ ଦେଇଥାଏ ଆଉ କିଛି ସ୍ବପ୍ନ ଅଶୁଭ ଘଟଣା ଆଡକୁ ଇସାରା କରିଥାନ୍ତି । ବିଶ୍ୱାସ ରହିଛି ଯେତେବେଳେ ଆମେ ଗଭୀର ନିଦରେ ଥାଉ ସେତେବେଳେ ସ୍ବପ୍ନ ଆମକୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ପ୍ରଥମରୁ ହିଁ ସଚେତ କରିଦେଇଥାଏ।…

ଏହି ସ୍ବପ୍ନ ଦେଖୁଛନ୍ତି କି ? ତେବେ ସାବଧାନ, ହୋଇପାରେ ଆପଣଙ୍କ ସହ କିଛି ଖରାପ !

ମନୁଷ୍ୟ ଚାହୁଁ ବା ନଚାହୁଁ ଦୈନିକ ସ୍ବପ୍ନ ଦେଖିବା ଏକ ସାଧାରଣ କଥା। କୁହାଯାଇଥାଏ ଆମେ ଦେଖିଥିବା ସ୍ବପ୍ନ ଆମ ଦୈନନ୍ଦିନ ଜୀବନ ସହ ଜଡ଼ିତ କିଛି ଘଟଣାକୁ ସୂଚାଇଥାଏ। ଏହା ଆମ ସହ ଘଟିଥିବା ବା ଘଟିବାକୁ ଥିବା ଘଟଣା ବିଷୟରେ ଆମକୁ ସୂଚାଇଥାଏ। ସ୍ବପ୍ନ ଜ୍ୟେତିଷ ଏବେ ବିସ୍ତାର ଭାବେ ସମସ୍ତ…