Browsing Tag

fani

ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର…

୨୬ ତାରିଖରେ ଖୋଲିବ ରାଜ୍ୟର ସବୁ ସରକାରୀ ସ୍କୁଲ, କିନ୍ତୁ ଫନୀ କ୍ଷତିଗ୍ରସ୍ତ ଅଂଚଳରେ କେମିତି ହେବ ପାଠ ପଢା ?

ସରି ଆସୁଛି ଖରା ଛୁଟି । ପାଖେଇଲା ସ୍କୁଲ ଟାଇମ୍‌ । ବହି ବସ୍ତାନି ଧରି ପିଲା ଧାଇଁବେ ସ୍କୁଲ । କିନ୍ତୁ, ଫନୀ କ୍ଷତିଗ୍ରସ୍ତ ଅଂଚଳରେ କେମିତି ହେବ ପାଠ ପଢା । ବିଶେଷ କରି ପୁରୀ ଜିଲ୍ଲାର ସ୍କୁଲଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। କେଉଁଛି ଆଜବେଷ୍ଟସ ଉଡ଼ି ଯାଇଥିଲା ତ କେଉଁଠି କାନ୍ଥ…

ରିଷ୍ଟୋରେସନ୍ ପ୍ରକ୍ରିୟା ଆରମ୍ଭ, ଫନି ପ୍ରଭାବିତ ଅଞ୍ଚଳରେ ଲାଗିବ ୯ କୋଟି ଗଛ

ରାଜ୍ୟର ବାତ୍ୟା ଫନି ପ୍ରଭାବିତ ଅଞ୍ଚଳରେ ୯ କୋଟି ଗଛ ଲାଗିବ । ଏଥିପାଇଁ ୫ ବର୍ଷିୟା ଯୋଜନାରେ ୧୮୭ କୋଟି ଟଙ୍କା ଖର୍ଚ୍ଚ ହେବ । ଫନି ଯୋଗୁ ୫୩୭ କୋଟି ଟଙ୍କାର ବୃକ୍ଷ ନଷ୍ଟ ହୋଇଥିଲା । ପୁଣି ସବୁଜିମା ସୃଷ୍ଟି ପାଇଁ ମାଗଣାରେ ପାଖାପାଖି ୫୦ଲକ୍ଷ ଚାରା ବଣ୍ଟନ ହେବ । ବାଲୁଖଣ୍ଡରେ ୯୦ଲକ୍ଷ…

ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ, ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ

ଫନି ବାତ୍ୟାକୁ ପୁରିବାକୁ ଯାଉଛି ମାସେ । ଏବେ ବି ପୁରୀ ଜିଲ୍ଲାର ୫୦ ପ୍ରତିଶତ ଗ୍ରାମାଞ୍ଚଳ ଅନ୍ଧାରରେ । ସଂପୂର୍ଣ୍ଣ ହୋଇ ପାରିନି କ୍ଷୟକ୍ଷତି ଆକଳନ । ଫନି ପରେ କେନ୍ଦ୍ରରୁ କେନ୍ଦ୍ରୀୟ ଟିମ ଆସି ଅନୁଧ୍ୟାନ କରି ଫେରିଛନ୍ତି । ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ନେଇ ପ୍ରାରମ୍ଭିକ…

ଫନିରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ : ପୋଲିସ କମିଶନର

ବାତ୍ୟା ‘‘ଫନି’’ ପରବର୍ତ୍ତୀ ପୁନରୁଦ୍ଧାରରେ ଓଡ୍ରାଫ ଟିମର କାର୍ଯ୍ୟ ପ୍ରଶଂସନୀୟ । ଉପୁଡ଼ି ପଡ଼ିଥିବା ଗଛ, ବିଦ୍ୟୁତ ଖୁଣ୍ଟିକୁ ରାସ୍ତାରୁ ହଟାଇବାରେ କମିଶନରେଟ ପୋଲିସକୁ ସହାୟତା କରିଥିଲେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬ଟି ଓଡ୍ରାଫ୍ ଟିମର ୨୪୦ ଜଣ ସଦସ୍ୟଙ୍କ…

ଫନିର ୧୮ ଦିନ ମଧ୍ୟ ଅନ୍ଧାର, ବିକ୍ଷୋଭ ସହ ରାସ୍ତାରୋକ

ବାତ୍ୟା ଫନିର ୧୮ ଦିନ ପରେ ବି ଅନ୍ଧାରରେ। ଗାଁକୁ ବିଦ୍ୟୁତ୍ ସଂଯୋଗ ଦାବିରେ ତାତିଲେ ଲୋକ। ବିକ୍ଷୋଭ ସହ ରାସ୍ତାରୋକ। ଗୋପ ତହସିଲ ଛକରେ ଗଛ ପକାଇ ରାସ୍ତା ଅବରୋଦ କରିଛନ୍ତି ୫ଟି ଗାଁର ଲୋକ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଛି। ପ୍ରବଳ ଖରାରେ ପିଲାଛୁଆ ଧରି…

ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ : କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ ପୌର ସଂସ୍ଥା…

ବାତ୍ୟା ଫନିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀ, ନଡ଼ିଆ ଚାଷୀ ଓ ୧୧ଟି ପୌର ସଂସ୍ଥାର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ । ନଡ଼ିଆ ଗଛ ପିଛା ୫୦୦ ଟଙ୍କା କ୍ଷତିପୂରଣ ଦିଆଯିବ । ସର୍ବାଧିକ ୨୫ଟି ନଡ଼ିଆ ଗଛ ପାଇଁ କ୍ଷତିପୂରଣ ମିଳିବ । ସେହିପରି କ୍ଷତିଗ୍ରସ୍ତ କୁକୁଡ଼ା…

କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ…

ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ଗୀତା ମେହେଟ୍ଟା

ଭୁବନେଶ୍ବର : ରାଜ୍ୟରେ ବାତ୍ୟା ଫନି ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି। ବାତ୍ୟା ପରେ ବିଭିନ୍ନ ବ୍ୟକ୍ତବିଶେଷ ଓ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ…

ଫନି ପରେ ପୁରୀକୁ ଛାଡ଼ି ଅନ୍ୟ ସ୍ଥାନରେ ୯୯ % ବ୍ୟାଙ୍କ କାର୍ଯ୍ୟକ୍ଷମ

ବାତ୍ୟା ପରେ ପୁରୀକୁ ଛାଡ଼ି ପ୍ରଭାବିତ ଅନ୍ୟ ସ୍ଥାନରେ ୯୯ ପ୍ରତିଶତ ବ୍ୟାଙ୍କ କାର୍ଯ୍ୟକ୍ଷମ ହେଲାଣି। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାଙ୍କ ସେବା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୁରୀରେ ସାମାନ୍ୟ ସମସ୍ୟା ରହିଛି। ବ୍ୟାଙ୍କଗୁଡ଼ିକ ଅଫଲାଇନ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ…

ହଟିଲା ସସପେନ୍ସ,: ପୁରୀ ବାଲୁଖଣ୍ଡରେ ଚିତ୍ରା ହରିଣ ସୁରକ୍ଷିତ, କ୍ୟାମେରାରେ କଏଦ ହେଲା ଫଟୋ

ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଲା ଖୁସି ଖବର। ସୁରକ୍ଷିତ ଅଛନ୍ତି ଚିତ୍ରା ହରିଣ। ବାତ୍ୟା ପରେ ପ୍ରଥମ ଥର ସେମାନଙ୍କ ସନ୍ଧାନ ମିଳିଛି। କ୍ୟାମେରାରେ କଏଦ ହୋଇଛି ଚିତ୍ରା ହରିଣଙ୍କ ଫଟୋ। ଏହାସହ ବାତ୍ୟା ପରେ ହରିଣଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି। କାରଣ ପୁରୀ…

କେଉଁ ଆଡ଼େ ଢଳିବ ବିଜେଡି? ସମ ଦୂରତ୍ୱ ନୀତିରେ ଥିବା ଦଳକୁ ମିଳିଛି ୟୁପିଏ ନିମନ୍ତ୍ରଣ

ବିଜେଡି ସୁପ୍ରିମୋ ନବୀନଙ୍କୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଚିଠି । ଆସନ୍ତା ୨୩ ତାରିଖ ଅର୍ଥାତ ଭୋଟ ଗଣତି ଦିନ ୟୁପିଏ ସହଯୋଗୀ ଦଳଙ୍କ ବୈଠକକୁ ଆମନ୍ତ୍ରଣ। ବିଜେଡି ବୈଠକକୁ ଯିବ କି ନାହିଁ ତାହା ସ୍ପଷ୍ଟ କରି ନାହିଁ। କିନ୍ତୁ ଦଳ କହିଛି, ଏ ସମୟରେ ବିଭିନ୍ନ ନେତାଙ୍କ କଥା ହେବା…