Browsing Tag

FaniCyclone

ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା

ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏନଡିଏମଏ ଟିମ୍ ଆଜି ଏସଆରସି ଓ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା ପରିଚାଳନା ନେଇ ଆଲୋଚନା କରିଛନ୍ତି…

ଫନି ବାତ୍ୟାରେ ନଷ୍ଟ ହୋଇଥିବା ନୋଟ୍‌କୁ ବଦଳାଇବେ ସମସ୍ତ ବ୍ୟାଙ୍କ : ଆରବିଆଇ ନୋଟିସ

ବାତ୍ୟାରେ ନଷ୍ଟ ହୋଇଥିବା ନୋଟ୍‌କୁ ବ୍ୟାଙ୍କରେ ବଦଳାଇ ହେବ। ଏ ନେଇ ଆଜି ନୋଟିସ ଜାରି କରିଛି ଆରବିଆଇ। ମଳିନ, କଟା ଫଟା, ତ୍ରୁଟି ଯୁକ୍ତ ନୋଟ୍‌ ଗୁଡିକୁ କୌଣସି ବ୍ୟାଙ୍କ ଶାଖାରେ ବଦଳା ଯାଇ ପାରିବ। ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ସମସ୍ତ ବ୍ୟାଙ୍କର ଶାଖାଗୁଡିକ ନଷ୍ଟ ହୋଇଯାଇଥିବା…

ନାହିଁ ମୋବାଇଲ ନେଟୱର୍କ ଆଉ ପକେଟରେ ଟଙ୍କା, ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନ ବିପର୍ଯ୍ୟୟ

କେବେ କାର୍ଯ୍ୟକ୍ଷମ ହେବ ମୋବାଇଲ୍‌ ସେବା? କାରଣ ଖାଦ୍ୟ, ପାନୀୟ ସମସ୍ୟା ଭିତରେ ଯୋଗାଯୋଗ ବିନା ବାତ୍ୟା ପ୍ରଭାବିତ ଅଞ୍ଚଳ ଲୋକଙ୍କ ଜୀବନ ଦୁର୍ବିସହ ହେଲାଣି। ଯେଉଁଠି ୫-ଜି କଥା ଉଠୁଛି, ସେଠି ପ୍ରାକୃତିକ ବିପର୍ଯ୍ୟୟ ପରେ ଲୋକ ଦିନ ଦିନ ମୋବାଇଲ୍‌ ସେବାରୁ ବଞ୍ଚିତ ହେବାକୁ ନେଇ ପ୍ରଶ୍ନବାଚୀ…

‘ଫନି’ ନେଇ ପ୍ରସ୍ତୁତି, ନନ୍ଦନକାନନ ଏବଂ ବାଲୁଖଣ୍ଡ ଅଭୟାରଣ୍ୟରେ ପଶୁପକ୍ଷୀଙ୍କ ସୁରକ୍ଷା ନେଇ ତତ୍ପରତା

ପୁରୀ : ରାଜ୍ୟରେ ଆରମ୍ଭ ହେଲାଣି ଫନି ବାତ୍ୟାର ତାଣ୍ଡବ। ଏବେଠାରୁ ବର୍ଷା ଏବଂ ପବନ ଆରମ୍ଭ ହୋଇଗଲାଣି। ଏନେଇ ପୁରୀ ଉପଖଣ୍ଡରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ନନ୍ଦନକାନରେ ଥିବା ହଜାର ହଜାର ପକ୍ଷୀ ଏବଂ ପଶୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟ ପୁରୀ ଏବଂ କୋଣାର୍କର…

ଏହି ଆପ ଜରିଆରେ ଜାଣନ୍ତୁ ବାତ୍ୟାର ଗତି, ସହଜରେ ଜାଣି ହେବ ପରିସ୍ଥିତି

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ଫନି ବାତ୍ୟା ନେଇ ସମସ୍ତଙ୍କ ମନରେ ଭରି ରହିଛି ଆତଙ୍କ। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ଆଗକୁ ମାଡ଼ି ଆସୁଛି ଫନି। ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟ ବାଲୁଖଣ୍ଡରେ ଏହା ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ଘଣ୍ଟା ପ୍ରତି ୧୫କିଲୋମିଟର…