Browsing Tag

FIFA 2018

ସ୍ୱଦେଶ ଫେରିଲା ଫୁଟବଲ୍ ବିଶ୍ୱବିଜୟୀ ଦଳ ଫ୍ରାନ୍ସ

ନୂଆଦିଲ୍ଲୀ : ଫ୍ରାନ୍ସର ବିଶ୍ୱକପ୍ ଫୁଟବଲ୍ ଚାମ୍ପିଅନ ଟିମ୍କୁ ନିଜ ଦେଶରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସମସ୍ତ ଖେଳାଳି ସ୍ୱତନ୍ତ୍ର ବିମାନ ଯୋଗ ପହଞ୍ଚିବା ପରେ ବିମାନବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ସମସ୍ତ ଖେଳାଳି ସ୍ୱତନ୍ତ୍ର ବସରେ ବିଶ୍ୱକପ୍ ଟ୍ରଫି ଧରି…

କଳ୍ପଳା ଜଳ୍ପନାର ଅନ୍ତ : ଫିଫା ବିଶ୍ୱକପର ତାଜ ପିନ୍ଧିଲା ଫ୍ରାନ୍ସ

ନୂଆଦିଲ୍ଲୀ: ଫାଇନାଲରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ୨୦ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି ଫ୍ରାନ୍ସ । ଋଷିଆର ଲୁଝନିକି ଷ୍ଟାଡିଅମରେ ଖେଳା ଯାଇଥିବା ଫାଇନାଲ ଲଢ଼େଇରେ ଦମଦାର ପ୍ରଦର୍ଶନ କରିଥିଲା ଫ୍ରାନ୍ସ। ଖେଳ ଆରମ୍ଭରୁ ଉଭୟ ଦଳ ଘନ ଘନ ଆକ୍ରମଣ କରିଥିଲେ । ତେବେ…

ଆଜି ବିଶ୍ୱକପ୍ ଫୁଟବଲ୍ ଫାଇନାଲ : ମୁହାଁମୁହିଁ ହେବେ ଫ୍ରାନସ୍ ଓ କ୍ରୋଏସିଆ

ନୂଆଦିଲ୍ଲୀ : ଆଜି ଫ୍ରାନସ୍ ଓ କ୍ରୋଏସିଆ ବିଶ୍ୱକପ୍ ଫୁଟବଲ୍ ଫାଇନାଲ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୧୯୯୮ ଫ୍ରାନ୍ସ ଚାମ୍ପିଅନ ହୋଇଥିଲା ବେଳେ ଦଳ ୨୦୦୬ରେ ରନର୍ସଅପ୍ ହୋଇଥିଲା । ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ୪-୩ ଓ କ୍ୱାର୍ଟରରେ ଉରୁଗୁଏକୁ ୨-୦ ଏବଂ ସେମିଫାଇନାଲରେ ଶକ୍ତଶାଳୀ…

ରବିବାର ଫିଫା ବିଶ୍ୱକପ୍ ଫାଇନାଲ୍ : ଫ୍ରାନ୍ସ ଓ କ୍ରୋଏସିଆ ହେବେ ମୁହାଁମୁହିଁ

ନୂଆଦିଲ୍ଳୀ : ରୁଷିଆର ଲୁଝିଙ୍କି ଷ୍ଟାଡିୟମରେ ମୁକାବିଲା ହେବ ଫ୍ରାନ୍ସ ଓ କ୍ରୋଏସିଆ ଭିତରେ। କ୍ରୋଏସିଆ ପ୍ରଥମଥର ଫାଇନାଲ୍ ଖେଳିବ। ସେପଟେ ଅଭିଜ୍ଞ ଫ୍ରାନ୍ସ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ରହିଛି। ବିଶ୍ୱ କପ୍ରେ ଉଭୟ ଦଳ ମଧ୍ୟରେ ପାଞ୍ଚଥର ମୁକାବିଲା ହୋଇଥିଲା । କ୍ରୋଏସିଆ କେବେ…

ଫିଫା ବିଶ୍ୱକପ୍ରରେ କ୍ରୋଏସିଆର କମାଲ୍

ନୂଆଦିଲ୍ଲୀ : ଫିଫା ବିଶ୍ୱକପ୍‌ରରେ ୬୭ ମିନିଟ୍‌ ପର୍ଯ୍ୟନ୍ତ ପଛୁଆ ରହିବା ପରରେ ନିର୍ଧାରିତ ୯୦ ମିନିଟ୍‌ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ତେବେ ଅତିରିକ୍ତ ସମୟ ଖେଳରେ ମାରିଓ ମଣ୍ଡଜୋକିକଙ୍କ ଗୋଲ୍‌ ବଳରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି କ୍ରଏସିଆ। ଫାଇନାଲରେ…

ଫିଫା ବିଶ୍ୱକପ୍ ଫାଇନାଲରେ ଫ୍ରାନ୍ସ : ଆଜି ଦ୍ୱିତୀୟ ସେମିରେ କ୍ରୋଏସିଆ-ଇଂଲଣ୍ଡ ମୁକାବିଲା

ନୂଆଦିଲ୍ଳୀ : ଚଳିତ ଫିଫା ବିଶ୍ୱକପ୍ର ପ୍ରଥମ ଫାଇନାଲିଷ୍ଟ ହୋଇଛି ଫ୍ରାନ୍ସ। ବେଲଜିୟମକୁ ୧-୦ରେ ହରାଇ ପ୍ରଥମ ଦଳ ଭାବେ ଫ୍ରାନ୍ସ ଫାଇନାଲକୁ ଯାଇଛି। ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଗୋଲ ହୋଇନଥିଲା। ତେବେ ୫୧ ମିନିଟରେ ଆଣ୍ଟୋନି ଗ୍ରିଜ୍ମ୍ୟାନ୍ କର୍ଣ୍ଣର ବଲ କରିଥିଲେ। ଏହାକୁ ହେଡର ଜରିଆରେ…

ଆଉ ଚାରିଟି ମ୍ୟାଚ୍ : ଶେଷ ହେବ ଫୁଟବଲ୍ ମହାସମର ଫିଫା ବିଶ୍ୱକପ୍

ନୂଆଦିଲ୍ଲୀ : ଫିଫା ବିଶ୍ୱକପରେ ଆଜି ପ୍ରଥମ ସେମିଫାଇନାଲ। କାହାକୁ ମିଳିବ ଫାଇନାଲ୍ ଟିକେଟ୍ ? ଆଜିଠୁ ଆରମ୍ଭ ହେବ ସେମି ଫାଇନାଲ୍ ଲଢ଼େଇ। ଫ୍ରାନ୍ସ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ବ୍ରାଜିଲକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ରେଡ୍ ଡେଭିଲ ଦଳ। କୁହାଯାଉଛି, ଏବେ ବିଶ୍ୱକପ୍ ବିଜୟ…

ଫିଫା ବିଶ୍ୱକପ୍ ସେମିଫାଇନାଲରେ ଫ୍ରାନ୍ସ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ଫ୍ରାନ୍ସ। ସେମିଫାଇନାଲରେ ଫ୍ରାନ୍ସର ମୁକାବିଲା ହେବ ବେଲଜିୟମ୍‌ ସହିତ। କ୍ୱାର୍ଟର ଫାଇନାଲରେ ଉରୁଗୁଏକୁ ୨-୦ ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ସେମିରେ ପ୍ରବେଶ କରିଛି ଫ୍ରାନ୍ସ। ପୂରା ପ୍ରଧାନ୍ୟ ବିସ୍ତାର କରି ଉରୁଗୁଏର ଶକ୍ତିଶାଳୀ…

ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍

ନୂଆଦିଲ୍ଳୀ : ପ୍ରି-କ୍ୱାର୍ଟରେ ୧-୦ରେ ସ୍ୱିଜରଲାଣ୍ଡକୁ ହରାଇ ବିଶ୍ୱକପ୍ ଫୁଟବଲର କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ସ୍ୱିଡେନ୍। ୧୯୯୪ ପରେ ପ୍ରଥମ ଥର ଲାଗି, କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ସ୍ୱିଡେନ୍। ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ହାଫରେ କୌଣସି ଦଳ…

ବିଶ୍ବକପରେ ହ୍ୟାଟ୍ରିକ : ଇଂଲଣ୍ଡର ସର୍ବବୃହତ ବିଜୟ ହାସଲ

ନୂଆଦିଲ୍ଲୀ : ବିଶ୍ୱକପ୍ ଫୁଟ୍‌ବଲରେ ଆଉ ଏକ ହ୍ୟାଟ୍ରିକ କରି ଇଂଲଣ୍ଡ ଅଧିନାୟକ ହ୍ୟାରି କେନ ପାନାମା ବିରୋଧରେ ତିନିଟି ଗୋଲ କରିଛନ୍ତି । ସେଥିରୁ ଦୁଇଟି ଗୋଲ ପେନାଲ୍ଟି କିକ୍‌ରୁ ଆସିଥିଲା। କାନେଙ୍କ ହ୍ୟାଟ୍ରିକ ସହ ଇଂଲଣ୍ଡ ବୃହତ ବିଜୟ ହାସଲ କରିଛି। ଗୋଲ ବ୍ୟବଧାନରେ, ବିଶ୍ୱକପ୍ ଇତିହାସରେ…

ଫିଫା ବିଶ୍ୱକପ୍‌ରେ ଆଜି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ : ଜର୍ମାନୀକୁ ଭେଟିବ ମେସ୍କିକୋ

କଲିନଙ୍ଗରାଦ : ଆଜି ଫିଫା ବିଶ୍ୱକପ୍‌ରେ ଦର୍ଶକ ଦେଖିବେ ଏକ ହାଇପ୍ରୋଫାଇଲ୍‌ ମ୍ୟାଚ୍‌। ଗ୍ରୁପ୍‌ ଏରେ ମୁକାବିଲା ହେବ ଦୁଇ ଶକ୍ତିଶାଳୀ ଦଳ ଜର୍ମାନୀ ଓ ମେସ୍କିକୋ ମଧ୍ୟରେ। ଗତଥରର ଚାମ୍ପିଆନ୍‌ ତଥା ୪ଥର ବିଶ୍ୱକପ୍‌ ଜିତିଥିବା ଜର୍ମାନୀ ଏଥର ମଧ୍ୟ ଟାଇଟଲ ପାଇଁ ଲଢେଇ କରିବ। ଏଥର ଜର୍ମାନୀ…