ଦର୍ଶକଙ୍କ ପାଇଁ ଖୁସି ଖବର! ୧୦୦ ଟଙ୍କାରେ ଦେଖି ପାରିବେ ‘ବ୍ରହ୍ମାସ୍ତ୍ର’; କେବଳ ଏତିକି ଦିନ ପାଇଁ ରହିଛି ଅଫର୍…
ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରି ଆସୁଛି। ୨୩ ସେପ୍ଟେମ୍ବର ଜାତୀୟ ସିନେମା ଦିବସ ଅବସରରେ ଏହି ଫିଲ୍ମ ରେକର୍ଡ ବ୍ରେକ୍ ବିଜନେସ୍ କରିଥିଲା। ଏ ପର୍ଯ୍ୟନ୍ତ ଫିଲ୍ମ ଭାରତୀୟ ବକ୍ସ ଅଫିସରେ…