ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, ମେଡ଼ିସିନ ଓ ଆସବାବପତ୍ର ନଷ୍ଟ
କେନ୍ଦ୍ରାପଡା : ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ | ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ଗୃହରେ ଘଟିଛି ଅଗ୍ନିକାଣ୍ଡ | ଆଜି ଅପରାହ୍ନରେ ଇନ୍ଦୁପୁର ମେଡିକାଲର ପୁରୁଣା ଗୃହରୁ ଧୂଆଁ ବାହାରିବା ପରେ କର୍ମଚାରୀମାନେ ଅଗ୍ନିଶମ ବାହିନକୁ ଖବର ଦେଇଥିଲେ | ରୁମ୍ ଭିତରେ ମେଡ଼ିସିନ,…