ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ, ଆଖପାଖ ୫କିମି ଦୂର ଯାଏ ଖାଲି ଧୂଆଁମୟ
କାକଟପୁର(କେନ୍ୟୁଜ): ବୈଶାଖ ମାସ ସାଙ୍ଗକୁ ବହୁଛି ଦକ୍ଷିଣାପବନ । ଠିକ ଏହି ସମୟରେ ଅସ୍ତରଙ୍ଗ ନିକଟ ସିଲାରି ପାଖୁଡି ବଣରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ପାଖୁଡି ବଣ । ନିଆଁ ର ପ୍ରକୋପ ଭୟଙ୍କର ଭାବରେ ଜଳାଇ ଚାଲିଛି ପାଖୁଡି ବଣ କୁ । କେବଳ ଦେଖଣାହାରୀ ସାଜି ନିଆଁ କୁ…