Browsing Tag

ginger

ଶୀତ ଦିନରେ ଏହି ଉପାୟରେ ଖାଆନ୍ତୁ ଅଦା, ପ୍ରତିରୋଧକ ଶକ୍ତି ବଢାଇବା ସହିତ କମାଇଥାଏ କୋଲେଷ୍ଟ୍ରଲ

ଆୟୁର୍ବେଦରେ ଅଦାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଡିବୁଟି ଭାବରେ ଗଣାଯାଇଛି । ଔଷଧୀୟ ଗୁଣର ଭଣ୍ଡାର ହେଉଛି ଅଦା ଯାହା ଭୋକ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଥଣ୍ଡା ଏବଂ କାଶ ବ୍ୟତୀତ ଅଦା ଶ୍ୱାସ ଜନିତ ରୋଗ, ଗଣ୍ଠି ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଯଦି…

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ କଳା ଲୁଣ ଓ ଅଦା, ମୋଟାପଣରୁ ମିଳିବ ମୁକ୍ତି

ଭାରତୀୟ ଘରର ରୋଷେଇ ଘରେ ଅନେକ ଜିନିଷ ମିଳିଥାଏ। ଯେଉଁଥିରେ ଲୁଣ, ଚିନି, ଅଦା, ଲେମ୍ବୁ ଅତି ସାଧାରଣ କଥା । ଯାହାର ଅନେକ ଲାଭ ଅଛି ଏବଂ ସେଗୁଡିକୁ ଔଷଧର ଘର ମଧ୍ୟ କୁହାଯାଏ। ଭାରତୀୟ ରୋଷେଇ ଘରେ ଏପରି ଅନେକ ଜିନିଷ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏହା କେବଳ ଚା’ର ସ୍ୱାଦକୁ ବଢାଏ…

କରୋନା କାଳରେ ପିଅନ୍ତୁ ଅଦା ମିଶା କ୍ଷୀର, ଇମ୍ୟୁନିଟି ବଢ଼ିବା ସହ ଦୂର ହେବ ଗମ୍ଭୀର ରୋଗ

ଶୀତଦିନେ ଇମ୍ୟୁନିଟି ସିଷ୍ଟମ୍‌ ଖୁବ୍‌ ଦୁର୍ବଳ ହୋଇଯାଏ। ଏଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍‌। ଏହି ସମୟରେ ଏମିତି କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ ଯାହା ଦ୍ୱାରା ଥଣ୍ଡା, କାଶ କିମ୍ବା ଅନ୍ୟ କୌଣସି ଇନ୍‌ଫେକସନ୍‌ ହେବା ଆଶଙ୍କା ବଢ଼ିବ। କରୋନାର ବଢ଼ୁଥିବା…

ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇବା ପାଇଁ ପ୍ରତିଦିନ ପିଅନ୍ତୁ ଅଦା ପାଣି, ଜାଣନ୍ତୁ ବନାଇବାର ବିଧି ଏବଂ ଫାଇଦା

ଭାରତୀୟ ବ୍ୟଞ୍ଚନରେ ଅଦା ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଅଦାରେ ପ୍ରସ୍ତୁତ ଚା’ ବି ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏମିତିରେ ଅଦା କେବଳ ଖାଇବା ପାଇଁ ନୁହେଁ, ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଅଦା କୌଣସି ବରଦାନଠାରୁ କମ୍‌ ନୁହେଁ।…

ଶୁଖିବନି କି ସଢିବନି ଅଦା, ଏମିତି କରିପାରିବେ ମାସ ମାସ ପର୍ଯ୍ଯନ୍ତ ଷ୍ଟୋର

ସକାଳ ଚା’ ହେଉ ଅବା ରାତିର ଖାଇବା, ଅଦା କୌଣସି ଖାଦ୍ୟର ଟେଷ୍ଟକୁ ବଢାଇଥାଏ। ଅଦା ଏମିତି ଏକ ସୁପରଫୁଡ, ଯାହା ଖାଇବାକୁ ସ୍ବାଦିଷ୍ଟ କରିବା ସହ ଶରୀରର ପାଇଁ ଲାଭକାରୀ ହୋଇଥାଏ। ଥଣ୍ଡା ଦିନରେ ଅଦା ବିନା କୌଣସି ଖାଦ୍ୟ ପ୍ରସ୍ତୁତ କରିବା ବେଶ କିଛି ଟେଷ୍ଟ ଦେଇନଥାଏ। କେବଳ ଏତିକି ନୁହେଁ,…

ଶୀତଦିନେ ଭୁଲ୍‌ରେ ବି କରନ୍ତୁ ନାହିଁ ଅଧିକ ମାତ୍ରାରେ ଅଦା ସେବନ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ: ରିସର୍ଚ୍ଚ

ଲୋକେ ଶୀତଦିନେ ଅଧିକ ମାତ୍ରାରେ ଅଦା ସେବନ କରିଥାଆନ୍ତି। କାରଣ, ଏଥିରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା, ସର୍ଦ୍ଦି, କାଶ ଆଦି ହେବାକୁ ଦେଇ ନ ଥାଏ। ତେଣୁ ପରିବା ତରକାରୀ ହେଉ କି ଡାଲମା କିମ୍ବା ଚାହାରେ ଲୋକେ ଅଦା ପକାଇ ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଅଦା କେବଳ ଖାଦ୍ୟକୁ ସୁଆଦିଆ କରେ ନାହିଁ ବରଂ ସୁନ୍ଦରତାକୁ ମଧ୍ୟ ବଢ଼ାଏ

ଅଦା ଏପରି ଏକ ମସଲା ଯାହା ସମସ୍ତ ଭାରତୀୟଙ୍କ ଘରେ ନିତିଦିନ ବ୍ୟବହାର ହୋଇଥାଏ। ଏହାର ପ୍ରଭାବ ଗରମ ଥିବାରୁ, ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ। ଏଥିରେ ରହିଥିବା ଆଣ୍ଟିଅକ୍ସିଡ଼େଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହଁ ବରଂ ଚେହେରାର ସୁନ୍ଦରତା ମଧ୍ୟ ବଢ଼ାଇଥାଏ।…

ଘରେ ଥିବା ଅଦା ଆପଣଙ୍କ ତ୍ୱଚା ଓ କେଶକୁ ଚମକାଇ ଦେବ, ଜାଣନ୍ତୁ କିପରି

ଆମ ମାନଙ୍କ ଘରେ ନିଶ୍ଚିତ ରୂପେ ଅଦା ଥିବ । ତରକାରୀରେ ପଡୁଥିବା ମସଲାରେ ଅଦାକୁ ହିଁ ଆଗ ଖୋଜା ପଡେ ।କେହି ସକାଳୁ ଅଦା ଚାହା ପିଇବାର ଅଭ୍ୟାସ ରଖିଥାନ୍ତି । ଥଣ୍ଡା କାଶ ପରି ଛୋଟ ମୋଟ ରୋଗ ପାଇଁ ଅଦା ଏକ ମହୋଷଧି ପରି କାମ କରେ । କଣ ଆପଣ ଜାଣନ୍ତିକି ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ ମଧ୍ୟ…

ଏହି ବ୍ଯକ୍ତିମାନଙ୍କ ପାଇଁ ବିଷ ସାବ୍ଯସ୍ତ ହୋଇପାରେ ଅଦା ! ଭାବିଚିନ୍ତି କରନ୍ତୁ ବ୍ଯବହାର

ଅଦାକୁ ଆମେ  ରୋଷେଇ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହାର କରିଥାଉ । ଅଦା ଵାଲା ଚାହା ଶୁଣିଲେ ଆମର ଥକାପଣ ଆପେ ଆପେ ଗାୟବ ହୋଇଯାଇଥାଏ । ଗତ ପାଂଚ ସହ ବର୍ଷ ଠାରୁ ଏସିଆର ବିଭିନ୍ନ ଦେଶରେ ଅଦାକୁ ରୋଷେଇ କାର୍ଯ୍ୟରେ ମସଲା ହିସାବରେ ବ୍ୟବହାର କରାଯାଉଛି । ଖାଦ୍ୟର ସ୍ୱାଦ ବଢେଇବା ଠାରୁ ଆରମ୍ଭ କରି…