Browsing Tag

hair

ଲୁଣ ପାଣିରେ କେଶ ଧୋଇବାରେ ମିଳିଥାଏ ଅନେକ ଲାଭ, ଜାଣନ୍ତୁ କେତେବେଳେ କରିବେ ବ୍ୟବହାର

ନାରୀର ସ୍ୟୈନ୍ଦର୍ଯ୍ୟକୁ ଆହୁରି ସୁନ୍ଦର କରେ ନାରୀର କେଶ । ଆଜିକାଲି ଅଧିକାଂଶ ଝିଅବୋହୁମାନଙ୍କ କ୍ଷେତ୍ରରେ କେଶ ସମସ୍ୟା ବେଶି ଦେଖାଯାଇଥାଏ । ତେବେ ଆପଣ ଯଦି ନିଜ କେଶକୁ ସୁସ୍ଥ ଏବଂ ସୁନ୍ଦର କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ମନେ ରଖିବା ଉଚିତ୍ ଯେ, ଆପଣ ନିଜ କେଶରେ ଯାହା ବି…

କେବଳ ତ୍ୱଚା ନୁହେଁ କେଶ ପାଇଁ ବି ବହୁତ ଲାଭଦାୟକ ହୋଇଥାଏ ହଳଦୀ, ଜାଣନ୍ତୁ କିପରି କରିବେ ବ୍ୟବହାର

ହଳଦୀ ଯାହା ଆପଣଙ୍କ ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ହୁଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଚର୍ମର ଅନେକ ସମସ୍ୟାକୁ ଦୂର କରିବା ଏବଂ ସୌନ୍ଦଯ୍ୟ ବୃଦ୍ଧି ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇଛି। କିନ୍ତୁ ଆପଣ ଜାଣିଛନ୍ତି କି କେଶ ପାଇଁ…

ଜ୍ୟୋତିଷ ଶାସ୍ତ୍ର : କେଶ ବି କହିପାରେ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କ କେଶ ସହ ତାଙ୍କ ଭାଗ୍ୟର ସମ୍ବନ୍ଧ ରହିଥାଏ। ଏହା ବ୍ୟକ୍ତିଙ୍କର କେଶର ରଙ୍ଗ-ରୁପ ଏବଂ ସ୍ବରୂପ ଉପରେ ନିର୍ଭର କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ସହିତ କେଶର ବିଶେଷ ସମ୍ବନ୍ଧ ରହିଥାଏ। କାରଣ ଯେତେବେଳେ ଆପଣ ଜାତକରେ ମଙ୍ଗଳ…

ଚୁଟିକୁ ମୂଳରୁ ମଜଭୁତ କରିବ ଡାଲଚିନି ହେୟାର ପ୍ୟାକ୍‌, ଜାଣନ୍ତୁ ତିଆରି କରିବା ବିଧି

ସୁନ୍ଦର ତଥା ମୁଲାୟମ୍‌ କେଶ ପାଇବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଯତ୍ନ ଅଭାବରୁ ପ୍ରାୟତଃ ଚୁଟି ରୁକ୍ଷ ଓ ତେଲିଆ ହୋଇଯାଏ। ଫଳରେ ଲୁକ୍‌ ଖରାପ ହେବା ସହ ଚୁଟି ବି ଉପୁଡ଼େ। ବିଭିନ୍ନ ରାସାୟନିକ ପ୍ରଡକ୍ଟ ବ୍ୟବହାର କରି ଲୋକେ ଏହି କେଶ ଜନିତ ସମସ୍ୟାରୁ ମୁକ୍ତି ପାଇଥାନ୍ତି। କିନ୍ତୁ ଆପଣ…

କେଶରେ ଗରମ ତେଲ ମାଲିସ୍ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍ ହୋଇପାରେ ବଡ କ୍ଷତି

ଅନେକ ଲୋକ କେଶକୁ ମଜବୁତ ଏବଂ ସୁସ୍ଥ ରଖିବା ପାଇଁ ଗରମ ତେଲ ବ୍ୟବହାର କରନ୍ତି, କିନ୍ତୁ ଯଦି ଆପଣ କେଶକୁ ଗରମ ତେଲରେ ମାଲିସ୍ କରନ୍ତି, ତେବେ ସାବଧାନ ରୁହନ୍ତୁ କାରଣ ଏହି କୌଶଳ ଲାଭ ବଦଳରେ ଆପଣଙ୍କୁ କେଶକୁ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ କେଶ ନରମ ଏବଂ ଶକ୍ତିଶାଳୀ ହେବା ପରିବର୍ତ୍ତେ…

ଚମକଦାର ତଥା ମଜଭୁତ କେଶ ପାଇଁ ବ୍ୟବହାର କରନ୍ତୁ ଜିରା ପାଣି, ଜାଣନ୍ତୁ ଏହାକୁ ତିଆରି କରିବା ସଠିକ୍‌ ପ୍ରଣାଳୀ

ଖାଇବାରେ ହେଉ କିମ୍ବା ଔଷଧ ଭାବେ, ଜିରା ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ। ଭାରତର ଏକ ପ୍ରମୁଖ ମସଲା ଭାବେ ପ୍ରତ୍ୟେକ ତରକାରୀ, ଭଜାରେ ମଧ୍ୟ ଜିରାକୁ ଲୋକେ ବ୍ୟବହାର କରିଥାନ୍ତି। କୁହାଯାଏ, ଯଦି ବ୍ୟଞ୍ଜନର ସ୍ୱାଦ ଭଲ ଲାଗୁନାହିଁ ତେବେ ଜିରା ଛୁଙ୍କ ଦେଇଦେଲେ ତାହା ସ୍ୱାଦିଷ୍ଟ ଲାଗେ। ମୋଟ…

ଏସବୁ ଜିନିଷ ବ୍ୟବହାର କରି ପ୍ରାକୃତିକ ଉପାୟରେ କଳା କରନ୍ତୁ ଚୁଟି, ମିଳିବ ଷ୍ଟାଇଲିସ୍‌ ଲୁକ୍‌

ବୟସ ବଢ଼ିବା ସହ ଚୁଟି ପାଚିବା ଏକ ସାଧାରଣ କଥା। କିନ୍ତୁ ଯଦି ୨୦-୨୫ ବର୍ଷ ବୟସରୁ ଚୁଟି ପାଚିବା ଆରମ୍ଭ କରୁଛି ତେବେ ଚିନ୍ତା ବଢ଼ିବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ ଚୁଟି ପାଚିବାର ଅନେକ କାରଣ ରହିଛି। ତମାଖୁ କିମ୍ବା ଧୂମପାନ ଓ ଚିନ୍ତା ମଧ୍ୟ ଚୁଟି ପାଚିବାର ଏକ ପ୍ରମୁଖ କାରଣ ହୋଇପାରେ।…

ଲମ୍ବା ଓ ମଜଭୁତ ଚୁଟି ଚାହୁଁଥିଲେ ବେଣି ପକାନ୍ତୁ, ଶୀଘ୍ର ବଢ଼ିବା ସହ ହେବ ମୋଟା

ଅଧିକାଂଶ ଝିଅ ଚୁଟି ବାନ୍ଧିବା ପରିବର୍ତ୍ତେ ଖୋଲା ରଖିବାକୁ ଅଧିକ ପସନ୍ଦ କରନ୍ତି। ଚୁଟି ବାନ୍ଧିବା ଏକ ପୁରୁଣା କାଳିଆ ଷ୍ଟାଇଲ ବୋଲି ଝିଅମାନେ ଭାବିଥାନ୍ତି। ଏଣୁ ଟ୍ରେଣ୍ଡିଂରେ ରହିବାକୁ ଝିଅମାନେ ଚୁଟି ଖୋଲା ରଖିଥାନ୍ତି। କିନ୍ତୁ ସତ କଥା ହେଉଛି ଚୁଟି ଖୋଲା ରଖିଲେ ତାହା ଅଧିକ ଝଡ଼େ ଓ ପତଳା…

ସାମ୍ପୋରେ ନୁହେଁ ବରଂ ମାଟିରେ ଧୁଅନ୍ତୁ ଚୁଟି, ଦୂର ହେବ ସବୁ କେଶ ସମ୍ବନ୍ଧୀୟ ସମସ୍ୟା

କେଶ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାକୁ ଏବେ ମାର୍କେଟରେ ଭିନ୍ନ ଭିନ୍ନ ପ୍ରକାରର ସାମ୍ପୋ ମିଳୁଛି। ଏହି ପ୍ରଡକ୍ଟ କିଣିବାକୁ ମହିଳାମାନେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ବିୟୁଟି ପ୍ରଡକ୍ଟ ବଦଳରେ ଯଦି ଆପଣ କେତେକ ଘରୋଇ ଜିନିଷ ବ୍ୟବହାର କରିବେ ତେବେ ନିଜ…

କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

କଣ ଆପଣଙ୍କୁ ଜଣାଅଛି ପ୍ରତି ଛଅ ମାସରେ ବଦଳିଯାଇଥାଏ ଆପଣଙ୍କ କେଶ। କେଶର ନିର୍ମାଣରେ ମୁଖ୍ୟ ଭୂମିକା ନେଇଥାଏ ହର୍ମୋନ। ମୁଣ୍ଡରେ କେଶ ବା ବାଳ ପ୍ରତି ଛଅ ମାସରେ ଦେଢ଼ ଇଞ୍ଚ ବଢ଼ିଥାଏ। ଏହାର ଆୟୁଷ ଦୁଇ ରୁ ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାପରେ ପୁଣିଥରେ ନୂଆ କେଶ ଆସିଥାଏ। ବୈଜ୍ଞାନିକମାନେ…

ଏସିରେ ଅଧିକ ସମୟ ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ କେଶ ଓ ତ୍ୱଚା ଉପରେ…

ଅତ୍ୟଧିକ ଗରମ ହେଲେ ବା ତାପମାତ୍ରା ବଢ଼ିଲେ ଆମେ ସାଙ୍ଗେ ସାଙ୍ଗେ ଏସି ଅନ୍‌ କରିଥାଉ। ଏସିରେ କିଛି ସମୟ ବସିଗଲେ ଶରୀର ଥଣ୍ଡା ହୋଇଯାଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗରମ ବେଳେ ମାତ୍ର କିଛି ସମୟ ପାଇଁ ଶୀତଳତା ଯୋଗାଉଥିବା ଏସି ଶରୀରର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।…