Browsing Tag

health tips

ଅନେକ ଲୋକଙ୍କ ଶରୀରରୁ ବାହାରେ ନାହିଁ ଝାଳ, ସୃଷ୍ଟି ହୋଇପାରେ ଏହି ସମସ୍ୟା

ଗ୍ରୀଷ୍ମ ଋତୁରେ ଝାଳ ବହିବା ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ଶରୀରରୁ ବହୁତ ଝାଳ ବାହାରିଥାଏ । ତେବେ ଆପଣ ଯେତେବେଳେ ଖରାରେ ବାହାରକୁ ଯାଆନ୍ତି କିମ୍ବା ଜିମ୍‌ ଯାହାନ୍ତି, ସେତେବେଳେ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ । କିନ୍ତୁ ଯଦି ଏହି ସବୁ କାମ…

ପେଟରେ କୃମି ହେଉଛି କି ? ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

ଆଜିକାଲି ବାହାରେ ଖାଦ୍ୟ ଖାଇବା ଏବଂ ବେଳେବେଳେ ମଇଳା ପାଣି ପିଇବା ଦ୍ୱାରା ପେଟରେ କୃମି ଜମା ହେବାକୁ ଲାଗିଥାଏ । ଆପଣ ଜାଣିଛନ୍ତି କି ପେଟରେ ପ୍ରାୟ ୨୦ ପ୍ରକାରର କୃମି ଅଛି, ଯାହା ବେଳେବେଳେ ପେଟରେ କ୍ଷତ ପହଞ୍ଚାଇଥାଏ । ଖରାପ ଲାଇଫ୍‌ଷ୍ଟାଇଲ୍‌ ଖାଦ୍ୟ ଏବଂ ଜଳ ଗ୍ରହଣ ହେତୁ ପେଟରେ କୃମି…

ପେଟରେ ଜମା ହୋଇଥିବା ମଇଳାକୁ ସଫା କରିବା ପାଇଁ ଖାଲି ପେଟରେ ପିଅନ୍ତୁ ଅଁଳା ଚା, ଜାଣନ୍ତୁ ପିଇବାର ଆହୁରି ଅନେକ ଲାଭ

ଯଦି ଆପଣ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସମୟ ସମୟରେ ଶରୀରକୁ ଡିଟକ୍ସ କରିବା ଜରୁରୀ ହୋଇଥାଏ । ଅନେକ ଥର ଭୁଲ୍ ଖାଇବା ଏବଂ ପେଟକୁ ବହୁତ ସମୟ ପଯ୍ୟନ୍ତ ସଫା ନକରିବା ଯୋଗୁ ପେଟରେ ମଇଳା ଜମା ହେବାକୁ ଆରମ୍ଭ କରେ । ତେଣୁ ଆପଣ ମାସରେ ୧ ରୁ ୨ ଥର ପେଟ ସଫା କରିବା ଉଚିତ୍ । ପେଟକୁ…

ଜାଣନ୍ତୁ ଦହି ଖାଇବା ପରେ କ’ଣ ଖାଇବା ଉଚିତ୍ ନୁହେଁ ? ଏହି ୫ଟି ଜିନିଷ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଦହି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆୟୁର୍ବେଦରେ ଦହି ଏକ ଏପରି ଖାଦ୍ୟ ଭାବରେ ବିବେଚନା କରାଯାଏ ଯାହା ପେଟ ସମ୍ବନ୍ଧୀୟ ରୋଗକୁ ଭଲ କରିଥାଏ ଏବଂ ହଜମ ଶକ୍ତିକୁ ଭଲ କରିଥାଏ । ତେବେ ବିଶେଷ ଭାବେ ଗ୍ରୀଷ୍ମ ଋତୁରେ ଦହି ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ହଜମ ଶକ୍ତି…

ବ୍ୟସ୍ତବହୁଳ ଜୀବନରେ ମଣିଷ ଶରୀରରେ ଦେଖାଦେଉଛି ୨ଟି ଜିନିଷର ଅଭାବ, କେମିତି ପାଇବେ ରକ୍ଷା

ଆଜିକାଲି ନିଜ ଘରଠାରୁ ବାହାରେ ରହୁଥିବା ଅଧିକାଂଶ ଲୋକ ଭିଟାମିନ୍ ଏବଂ ମିନେରାଲ୍ସର ଅଭାବରେ ପୀଡିତ ହେଉଛନ୍ତି । ତେବେ ଏସି ସହିତ ବନ୍ଦ ଘର ଏବଂ ଅଫିସ୍‌ରେ କାମ କରିବା କାରଣରୁ ଲୋକମାନେ ଭିଟାମିନ୍ D ର ଅଭାବର ଶିକାର ହେଉଛନ୍ତି । ଏହା ପୂରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । କେବଳ ଏତିକି…

ଆମ୍ବ ଖାଇବା ଅଧ ଘଣ୍ଟା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣମାନେ ତ ଜାଣିଥିବେ ଫଳମାନଙ୍କର ରାଜା ଆମ୍ବକୁ କୁହାଯାଏ । ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଲାଣି । ଏହି ଆମ୍ବଗୁଡିକ ଯାହା ଦେଖିବାକୁ ହଳଦିଆ, ରସଯୁକ୍ତ ଏବଂ ମିଠା ଏବଂ ସ୍ୱାଦରେ ଖଟା । ତେବେ ଯେକୌଣସି ବ୍ୟକ୍ତି ହେଉ ଏହାକୁ ଖାଇବାକୁ ଇଛା କରିଥାଏ । ଯଦି ଆପଣ ମଧ୍ୟ ଆମ୍ବ…

୮ ଘଣ୍ଟା ଶୋଇବା ପରେ ମଧ୍ୟ ଅତ୍ୟଧିକ ନିଦ ଲାଗୁଛି କି ? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ର ଅଭାବ

ଖରା ଦିନ ଆସବା ମାତ୍ରେ ଅନେକ ସମସ୍ୟା ସୃଷ୍ଟି ହେବାକୁ ଲାଗିଥାଏ । ଯେପରି ଖାଇବା ଶୋଇବାରେ ଅସୁବିଧା ହେବାକୁ ଆରମ୍ଭ କରେ । ଏହା ସହ ଦିନସାରା ଅଳସୁଆ ଏବଂ ଥକା ଲାଗିଥାଏ । ତେବେ ଯେତେବେଳେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସର ସଠିକ୍ ଭାବରେ ସନ୍ତୁଳନ ନଥାଏ, ଏହା ପୂରା ଶରୀରକୁ ପ୍ରଭାବିତ…

ଗ୍ରୀଷ୍ମରେ ହିଟ୍‌ ଷ୍ଟ୍ରୋକ୍‌ରୁ ନିଜକୁ ରକ୍ଷା କରିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ଗ୍ରୀଷ୍ମ ଋତୁରେ ଖରା ବଡିବା ଯୋଗୁ ପ୍ରବଳ ଗରମ ହେବାକୁ ଆରମ୍ଭ ହୋଇଥାଏ । ଯାହା ଫଳରେ ଲୋକମାନେ ହିଟ ଷ୍ଟ୍ରୋକ୍‌ର ଶିକାର ହୋଇଥାନ୍ତି । ଏହା ସହ ଯେଉଁମାନେ ଏହି ଋତୁରେ ଅଧିକ ଭଜା କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କ ପାଇଁ ଗ୍ରୀଷ୍ମ ଋତୁ ଅଧିକ ଅସୁବିଧାଜନକ ହୋଇପାରେ । ତେବେ…

ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ? ଜାଣନ୍ତୁ ଏହାକୁ ଦିନରେ କେତେ ପରିମାଣ ଖାଇପାରିବେ

ଆପଣମାନେ ତ ଜାଣିଥିବେ ଯେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଇବା ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଇବା ଏବଂ ପିଇବା କାରଣରୁ ସୁଗାର ଲେବଲ ଦ୍ରୁତ ଗତିରେ ବଢି ଯାଇଥାଏ । ତେବେ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ…

ଲାଉ ରାଇତା ପେଟକୁ ରଖିଥାଏ ଥଣ୍ଡା, ଡାଏଟ୍‌ରେ ସାମିଲ କରନ୍ତୁ ମିଳିବ ଅନେକ ଲାଭ

ସ୍ୱାସ୍ଥ୍ୟ ପାଇଁ ଲଉ ଏକ ଲାଭଦାୟକ ପରିବା ହୋଇଥାଏ । ତେବେ ଲାଉ ହାର୍ଟକୁ ସୁସ୍ଥ ରଖିବା ସହ ଓଜନ କମ୍‌ କରିବ ଏବଂ ଡାଇବେଟିସ୍‌ରେ ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏତେଗୁଡ଼ିଏ ଲାଭ ରହିବା ପାରେ ମଧ୍ୟ ଲୋକମାନେ ଲାଉ ଖାଇବା ଠାରୁ ଦୂରେଇ ରୁହନ୍ତି । କିଛି…

ମାଇଗ୍ରେନ ସମସ୍ୟା ଯୋଗୁ ପେନ୍‌କିଲର ଖାଉଛନ୍ତି କି ? ସାବଧାନ ହୋଇପାରନ୍ତି ଡିପ୍ରେସନ୍‌ର ଶିକାର, ଜାଣନ୍ତୁ ଏଥିରୁ…

ଆପଣମାନେ ତ ଜାଣିଥିବେ ଯେ ମାଇଗ୍ରେନ୍ ସମସ୍ୟାରେ ଏପରି ଅନୁଭବ ହୋଇଥାଏ, ଯେପରି କେହି ହାତୁଡ଼ିରେ ମୁଣ୍ଡକୁ ଆଘାତ କରୁଛି । ତେବେ ଏହି ସମସ୍ୟାରେ ସାଧାରଣ ଶବ୍ଦ ଶୁଣାଗଲେ ମଧ୍ୟ ଯେପରି ଲାଗେ କେହି କାନରେ ବୋମା ଫିଙ୍ଗିଛି । ଏହି ଯନ୍ତ୍ରଣା ଆପଣଙ୍କ ସେନ୍ସର ସିଷ୍ଟମକୁ ଖରାପ କରିଥାଏ । କେଉଁ…

ଗ୍ରୀଷ୍ମ ଋତୁରେ ପ୍ରତିଦିନ ପିଅନ୍ତୁ ଅଁଳା ଜୁସ୍‌ ମିଳିବ ଅନେକ ଲାଭ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଅଁଳାରେ ଅନେକ ଔଷଧୀୟ ଗୁଣ ମିଳିଥାଏ । ଆପଣ ଏହାକୁ ଆଚାରରେ ମିଶାଇ କିମ୍ବା ଜୁସ୍‌ ଆକାରରେ ମଧ୍ୟ ଖାଇପାରିବେ । ଏହା ଅନେକ ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୋଇଥାଏ । ଅଁଳା କେବଳ ରକ୍ତକୁ ସଫା କରିନଥାଏ ବରଂ ଡାଇଭେଟିସ୍‌, ଜଣ୍ଡିସ, ଏସିଡିଟି ଏବଂ ଏନିମିୟା ସମସ୍ୟାରେ ମଧ୍ୟ ବହୁତ ଲାଭଦାୟକ…